ଖଣ୍ଡପଡା ଗଡଜାତରେ ଛେରା ପହଁରା ନୀତି ସମ୍ପନ୍ନ କଲେ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ

ଭୁବନେଶ୍ୱର:-‘ଖଣ୍ଡପଡା ଗଡଜାତ ଜଗନ୍ନାଥଙ୍କ ରଥଯାତ୍ରାରେ ଛେରା ପହଁରା ନୀତି ଯୁବରାଜ ସିଦ୍ଧାର୍ଥ ଶେଖର ସିଂହଙ୍କ ଦ୍ଵାରା ସମ୍ପାଦିତ ହୋଇଛି। ଖଣ୍ଡପଡ଼ା ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଅସୁସ୍ଥତା କାରଣରୁ ତାଙ୍କ ପ୍ରତିନିଧି ଭାବେ ତାଙ୍କର ସୁପୁତ୍ର ଯୁବରାଜ ସିଦ୍ଧାର୍ଥ ଶେଖର … Read More

ଲୋକାଭିମୁଖୀ ଶାସନ ପାଇଁ ସରକାରଙ୍କ ଭରସା ଟେକ୍ନୋଲୋଜି

ଭୁବନେଶ୍ବର:- ଜନତା ମତ ଦେବେ, କାର୍ଯ୍ୟକାରୀ କରିବେ ସରକାର। ଲୋକଙ୍କ ସରକାର ଆଭିମୁଖ୍ୟକୁ ଆହୁରି କ୍ରିୟାଶୀଳ କରିବା ଏବଂ ଜନମତକୁ ଅଧିକ ଗୁରୁତ୍ବ ଦେବା ଉଦ୍ଧେଶ୍ୟରେ ସରକାର ଆଧୁନିକ ଜ୍ଞାନକୌଶଳ ଆଧାରିତ ପଦକ୍ଷେପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀ ହେଉ … Read More

ଇଭି କିଣା ପାଇଁ ସବସିଡି ଋଣରେ ବାବୁଙ୍କ ମଉଜ

ଭୁବନେଶ୍ବର:-ବିଦ୍ୟୁତ ଚଳିତ ଯାନ (ଇଭି) ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅନେକ ସରକାରୀ କର୍ମଚାରୀ ଏହି ସୁବିଧାର ଦୁରୂପଯୋଗ କରୁଥିବା ଜଣାପଡିଛି। ଇଭି କିଣା ପାଇଁ … Read More

ଜନତାଙ୍କୁ ଉତ୍ତମ ସେବା ସୁନିଶ୍ଚିତ କରିବ ଏଆଇ

ଭୁବନେଶ୍ୱର:- କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟାପକ ପ୍ରଚଳନ ହେବ, ସରକାରୀ ସେବା ଓ କାମ ଅଧିକ ଫଳପ୍ରଦ ହେବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ସରକାରୀ କାମରେ ଏଆଇର ଉପଯୋଗ ଉପରେ ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ରାଜ୍ୟ ଇ ଓ … Read More

ଗାଡ଼ି ଯାଞ୍ଚ ପାଇଁ ପୁଲିସକୁ ମିଳିବ ଅଧିକ କ୍ଷମତା

ଭୁବନେଶ୍ବର,: -ସଡ଼କ ସୁରକ୍ଷା ଦାୟିତ୍ବରେ ଥିବା ପରିବହନ ବିଭାଗ ଏବେ ପୁଲିସର ଅଧିକ ସହାୟତା ନେବାକୁ ଯୋଜନା କରିଛି। କିନ୍ତୁ ତାହା ସଡ଼କ ସୁରକ୍ଷା ପାଇଁ ନୁହେଁ ବରଂ ଜୋରିମାନା ଆଦାୟ ପାଇଁ ପୁଲିସକୁ ଅଧିକ କ୍ଷମତା ଦିଆଯାଉ ବୋଲି କହିଛି। … Read More

କୁଷ୍ଠ ରୋଗୀଙ୍କୁ ମିଳିବ ସମ୍ମାନ, ଉଛେଦ ହେବ ବ୍ରିଟିଶ ଅମଳର ଆଇନ

ଭୁବନେଶ୍ବର:- ଆଜିର ଯୁଗରେ ବି କୁଷ୍ଠ ରୋଗୀଙ୍କୁ ଘୃଣା ଚକ୍ଷୁରେ ଦେଖା ଯାଉଛି। ସେମାନଙ୍କୁ ଅଭିଷପ୍ତ ବୋଲି ବିବେଚନା କରାଯାଉଛି। ସମ୍ମାନ ମିଳୁନି, ଅଧିକାର ଦିବା ସ୍ବପ୍ନ ପାଲଟିଛି। ବଡ଼ କଥା ହେଲା ବିଧିବ୍ୟବସ୍ଥାରେ ଏପରି କିଛି ପୁରୁଣା ଆଇନ ଅଜି … Read More

ଅଧିକାରୀଙ୍କ ଅବହେଳା, ମାତ୍ର ୭% ଧାନ ଗାଡିରେ ଲାଗିଛି ଭିଟିଏସ୍‌

ଭୁବନେଶ୍ବର:- ଧାନ କିଣା ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ ପାଇଁ ପରିବହନରେ ନିୟୋଜିତ ସମସ୍ତ ଗାଡିରେ ଭେହିକିଲ ଟ୍ରାକିଂ ସିଷ୍ଟମ୍ (ଭିଟିଏସ୍) ଲଗାଇବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ କିଛି ଜିଲାରେ ଏହି ନିର୍ଦେଶର ଉଲ୍ଲଘଂନ କରାଯାଇଥିବା ଜଣାପଡିଛି। ବଡ଼ କଥା ହେଉଛି … Read More

ପ୍ରତିଷ୍ଠା ହେବ ଡିପ୍ ୱାଟର୍ ପୋର୍ଟ, କଣ୍ଟେନର ଟର୍ମିନାଲ

ଭୁବନେଶ୍ବର:- ରାଜ୍ୟରେ ନଦୀ ସଂଯୋଗୀକରଣ ପ୍ରକଳ୍ପ ଆଗକୁ ବଢ଼ୁଥିବା ବେଳେ ନୌବାଣିଜ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ସବୁ ଋତୁକାଳୀନ ଗଭୀର ଜଳ ବନ୍ଦର (ଡିପ୍ ୱାଟର ପୋର୍ଟ) ପ୍ରତିଷ୍ଠା କରିବା ପାଇଁ ପ୍ରକ୍ରିୟା ଆରମ୍ଭ … Read More

ମଞ୍ଚମୟୁରୀର ପ୍ରଥମ ନାଟକ ଭକ୍ତ ବଳରାମ ଦାସ

ଭୁବନେଶ୍ବର:- ମଞ୍ଚମୟୂରୀ ନାଟ୍ୟାନୁଷ୍ଠାନର ପ୍ରଥମ ଅବଦାନ ତଥା ଭକ୍ତିରସାତ୍ମକ ନାଟକ ଭକ୍ତ ବଳରାମ ଦାସ ଜୁଲାଇ ୪ ତାରିଖ ସଂଧ୍ୟାରେ ସ୍ଥାନୀୟ ଭଞ୍ଜକଳା ମଣ୍ଡପ ଠାରେ ମଞ୍ଚସ୍ଥ ହେବ। ବରିଷ୍ଠ ଅଭିନେତା ସତ୍ୟରଞ୍ଜନ ମିଶ୍ର ଏହାର ରଚନା ଓ ନିର୍ଦେଶନା ଦାୟିତ୍ବ … Read More

ଗାଁକୁ ଯିବେ ଆଇଏଏସ

ଚାଲି ଚାଲି ଯିବେ, ଲୋକଙ୍କ ଦୁଃଖ ଶୁଣିବେ ଭୁବନେଶ୍ବର,:- କେବଳ ସଚିବାଳୟରେ ବସିଲେ ହେବ ନାହିଁ। ସହରାଞ୍ଚଳରେ, ପଞ୍ଚାୟତରେ ଲୋକେ କେଉଁ ପ୍ରକାର ଦୁର୍ଦ୍ଦଶା ଭୋଗୁଛନ୍ତି ତାହା ଅଙ୍ଗେ ନିଭାଇବେ ଆଉ ପ୍ରତିକାର ପାଇଁ ପଦକ୍ଷେପ ନେବେ। ଦିନେ ଦୁଇ ଦିନ … Read More