ଫୁଲ ତୋଳୁଥିବା ବେଳେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା ଚେନ୍
ଭୁବନେଶ୍ୱର: -ରାଜଧାନୀରେ ମାତିଲେ ଲୁଟେରା । ଫୁଲ ତୋଳିବାକୁ ଆସିଥିବା ଆଉ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ଲୁଟିନେଛନ୍ତି ସୁନା ଚେନ । କିଛିଦିନ ତଳେ ନିଳାଦ୍ରୀ ବିହାରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ଭରତପୁର … Read More