ଝାରପଡା ଜେଲରେ ଡ୍ରଗ୍ସ ଖାଇ ୭ କଏଦୀ ଅସୁସ୍ଥ, କିଏ ଦେଲା ମାରାତ୍ମକ ନିଶା

ଭୁବନେଶ୍ୱର,୨୪/୬(ବ୍ୟୁରୋ): କଏଦୀଙ୍କୁ ନିଶା ଦ୍ରବ୍ୟ ଖାଇବାକୁ ଦେବାକୁ. ନେଇ ପୁଣି ବିବାଦକୁ ଆସିଛି ଝାରପଡା ଜେଲ  କର୍ତୃପକ୍ଷ l ଜେଲରେ  ଥିବା ୫ ଜଣ କଏଦୀଙ୍କୁ ଅତି ମାରାମତ୍କ ଡ୍ରଗ୍ସ ଖାଇବାକୁ ଦିଆଯାଇଥିବାରୁ ସେମାନେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। … Read More

ଶ୍ରୀୟା ଛକରେ ଆତଙ୍କରାଜ, ବିରିୟାନୀ ଦୋକାନୀଙ୍କୁ ଖଣ୍ଡାରେ ହାଣିଲେ

ଭୁବନେଶ୍ୱର, ୨୪/୬(ବ୍ୟୁରୋ ): ଖାରବେଳନଗର ଥାନା ଶ୍ରୀୟା ଛକରେ ମଙ୍ଗଳବାର ରାତିରେ ଖଣ୍ଡା ବୁଲିଛି l ବିରିୟାନି ଦୋକାନୀରୁ ପେଟ୍‌ପୁରା ବିରିୟାନି ଖାଇଲେ। ଦୋକାନୀ ଟଙ୍କା ମାଗିବାରୁ ତାଙ୍କୁ ଖଣ୍ଡାରେ ୩ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଖଣ୍ଡା ଚୋଟରେ ଆହତ ହୋଇଥିବା … Read More

ବରିଷ୍ଠ ଆଇନଜୀବୀଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୩,୬(ଅଶୋକ ପାତ୍ର ): ଝାରସୁଗୁଡ଼ା ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଜିଲ୍ଲା ଓକିଲ ସଂଘର ସଭାପତି ତ୍ରିନାଥ ଗୁଆଲଙ୍କ ସନ୍ଦେହଜନକ ମୃତ୍ୟୁ ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ଓ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛି। ମଙ୍ଗଳବାର ସକାଳେ ବାଲିଜୁରୀ … Read More

ଉପ ଜିଲ୍ଲାପାଳଙ୍କ ମନମାନି, ହାଇକୋର୍ଟଙ୍କ ନିର୍ଦେଶକୁ ଖାତିରି ନାହିଁ, ନିର୍ବାଚନ ପାଇଁ ତାରିଖ ଦେବାକୁ ନାରାଜ, ବିରୋଧ କରି ଉପ ଜିଲ୍ଲାପାଳ ଅଫିସ ଆଗରେ ଧାରଣା

ଭୁବନେଶ୍ୱର:- ଭୁବନେଶ୍ୱର ଉପ ଜିଲ୍ଲାପାଳଙ୍କ ମନ ମାନି ଦେଖିବାକୁ ମିଳିଛି l ସେ ନିଜ ସ୍ୱାର୍ଥ ପାଇଁ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି l ତାଙ୍କ ପାଇଁ ଆଇନ କିଛି ନୁହେଁ l ସେ କହୁଛନ୍ତି ମୁଁ ଯାହା କହିବି ତାହା … Read More

ଲିଖିତ ପ୍ରତିଶ୍ରୁତି ଦେଲେ, ଆଉ ଏପରି ଭୁଲ୍ କରିବୁନି

ଭୁବନେଶ୍ବର:- ଆଉ ଭୁଲ୍ କରିବେନି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଏଚ୍‌ଡିଏଫ୍‌ସି, ଆକ୍ସିସ୍ ଓ ଆଇସିଆଇସିଆଇ ବ୍ୟାଙ୍କ ଉପରୁ ପ୍ରତିବନ୍ଧକ ହଟାଇଛି ଅର୍ଥ ବିଭାଗ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ଯୋଜନା, କାର୍ଯ୍ୟକ୍ରମରେ ସହଯୋଗ କରିବା ଏବଂ … Read More

୨୦୩୬ ସୁଦ୍ଧା ଓଡ଼ିଶାରେ ଗଡିବ ୫୦% ଇଭି

ଭୁବନେଶ୍ବର:- ୨୦୩୬ ସୁଦ୍ଧା ସମସ୍ତ ନୂତନ ଯାନ ପଞ୍ଜୀକରଣରେ ଅତି କମରେ ୫୦% ବ୍ୟାଟେରୀ ବୈଦ୍ୟୁତିକ ଯାନ ଲକ୍ଷ୍ୟ ରଖିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥି ପାଇଁ ସରକାର ଓଡ଼ିଶା ଇଭି ନୀତି-୨୦୨୧ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। … Read More

ଭିନ୍ନକ୍ଷମ ଓ କିନ୍ନରଙ୍କ ପାଇଁ ରହିବ ସ୍ବତନ୍ତ୍ର ଶୌଚାଳୟ

ଭୁବନେଶ୍ବର:- ଅଦାଲତକୁ ପ୍ରତ୍ୟେକ ଦିନ ଅନେକ ଲୋକ ଆସୁଛନ୍ତି। କିନ୍ତୁ ସମସ୍ତଙ୍କ ପାଇଁ ଶୌଚାଳୟ ନାହିଁ। ବିଶେଷକରି ତୃତୀୟ ଲିଙ୍ଗୀ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ଅଲଗା ଶୌଚାଳୟ ଆଜି ବି ଦିବା ସ୍ବପ୍ନ ହୋଇଛି। ମା’ ମାନଙ୍କ ପାଇଁ ସ୍ତନ୍ୟପାନ … Read More

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୯ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର:- କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ନବନିର୍ବାଚିତ ଛାତ୍ର କ୍ୟାବିନେଟର ଶପଥ ଗ୍ରହଣ ଏବଂ ପ୍ରଖ୍ୟାତ ସାମ୍ବାଦିକ, ସ୍ନାୟୁ ବିବିଧତା ପ୍ରବକ୍ତା ଏବଂ ଲେଖିକା ମୁଗ୍ଧା କାଲରାଙ୍କ ପ୍ରେରଣାଦାୟକ ଅଭିଭାଷଣ ସହିତ ଏକ ସ୍କୁଲର ୧୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ … Read More

ସବୁ ରେକର୍ଡ ଭାଙ୍ଗିଲା ସଡ଼କ ଦୁର୍ଘଟଣା, ବର୍ଷକରେ ଗଲା ୬୧୪୨ ଜୀବନ

ଭୁବନେଶ୍ବର:- ଓଡ଼ିଶାରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ମରାମତି, ସଚେତନତା, ପ୍ରବର୍ତ୍ତନ, ଟେକ୍ନୋଲୋଜି ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାର ବର୍ଷକୁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସଡ଼କ ଦୁର୍ଘଟଣା ମୃତ୍ୟୁରେ ନୂଆ ରେକର୍ଡ କରିଛି ଓଡ଼ିଶା। … Read More