ନକଲି ଦେଇ ଲକ୍ଷାଧିକ ଟଙ୍କାର ଅସଲି ଗହଣା ଠକି ନେଲେ ବୃଦ୍ଧ

କରଞ୍ଜିଆ:- ଅଭିନବ ଉପାୟରେ ସୁନା ଲୁଟ୍। ନକଲି ସୁନା ବଦଳ ଦେଇ ଠକିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରରେ । ନୂତନ ଭାବେ ଖୋଲିଥିବା ଓମ୍ ମା’ ମଙ୍ଗଳା … Read More

ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ କମ୍ପିଲା ବିଧାନସଭା

ଭୁବନେଶ୍ୱର:-ପରୀ ମୃତ୍ୟୁ ମାମଲାକୁ ନେଇ କମ୍ପିଲା ବିଧାନସଭା । ଏହି ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଉଠିଥିବା ବେଳେ ତାଙ୍କ ଇସ୍ତଫା ଦାବିରେ ଆଜି ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଗୃହରେ ହୋହଲ୍ଲା କରିଥିଲେ । ପରୀର … Read More

ଭାରତ ବନ୍ଦ, ଲୋକେ ହନ୍ତସନ୍ତ : ଜାତୀୟ ରାଜପଥ ଅବରାଧ, ପେଟ୍ରୋଲ ପମ୍ପ ବନ୍ଦ,

ଭୁବନେଶ୍ୱର:- ଦେଶବ୍ୟାପି ଭାରତ ବନ୍ଦର ପ୍ରଭାବ ଦେଖା ଦେଇଛି । ଚକ ଅଖ ବନ୍ଦ ଡ଼ାକରା ଦେଇ ୧୦ଟି ଟ୍ରେଡ଼ ୟୁନିଅନ ସଂସ୍ଥା ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରିଛନ୍ତି । ବଡ଼ ବଡ଼ ବ୍ୟାନର ଧରି ଶ୍ରମିକ ସଂଗଠନର … Read More

ଆଏଫଏସ ଅଫିସର ଅଭୟ ପାଠକଙ୍କୁ ଘନ ଘନ ଜେରା : ପଚରାଉଚରା କରୁଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ

ଭୁବନେଶ୍ୱର:- ଆଏଫଏସ ଅଫିସର ଅଭୟ ପାଠକଙ୍କ ଅମାପ ସମ୍ପତ୍ତିରୁ ସରୁନି ଆକଳନ । ଆଜି ଦ୍ୱିତୀୟ ଦିନରେ ବି ତାଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସର ରେଡ କରିବା ସହ ତାଙ୍କୁ ଘନ ଘନ ଜେରା କରାଯାଉଛି । ପଚରାଉଚରା କରୁଛି … Read More

ବଢ଼ୁଛି ପାଠକଙ୍କ ଅଡ଼ୁଆ; ପୁତୁରା ଘରୁ ମିଳିଲା ୫୦ ଲକ୍ଷ, ପୁଅକୁ ବି ପଚରାଉଚରା

ଭୁବନେଶ୍ୱର:-ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ପାଇଁ ଅଡ଼ୁଆ ବଢ଼ି ଚାଲିଛି । ଅଭୟଙ୍କ ରାଜକୀୟ ଠାଣୀ ଓ ଚାଲିଚଳଣି ଭିଜିଲାନ୍ସ ନଜରକୁ ଆସିବା ପରେ ଗତକାଲି ଭୁବନେଶ୍ୱରରେ ୫ରୁ ଅଧିକ ସ୍ଥାନ ଏବଂ ସାରା ଦେଶରେ ୧୩ଟି ସ୍ଥାନରେ ଚଢାଉ କରିଥିଲା … Read More