ଝାରପଡା ଜେଲରେ ଡ୍ରଗ୍ସ ଖାଇ ୭ କଏଦୀ ଅସୁସ୍ଥ, କିଏ ଦେଲା ମାରାତ୍ମକ ନିଶା

ଭୁବନେଶ୍ୱର,୨୪/୬(ବ୍ୟୁରୋ): କଏଦୀଙ୍କୁ ନିଶା ଦ୍ରବ୍ୟ ଖାଇବାକୁ ଦେବାକୁ. ନେଇ ପୁଣି ବିବାଦକୁ ଆସିଛି ଝାରପଡା ଜେଲ  କର୍ତୃପକ୍ଷ l ଜେଲରେ  ଥିବା ୫ ଜଣ କଏଦୀଙ୍କୁ ଅତି ମାରାମତ୍କ ଡ୍ରଗ୍ସ ଖାଇବାକୁ ଦିଆଯାଇଥିବାରୁ ସେମାନେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। … Read More

ଶ୍ରୀୟା ଛକରେ ଆତଙ୍କରାଜ, ବିରିୟାନୀ ଦୋକାନୀଙ୍କୁ ଖଣ୍ଡାରେ ହାଣିଲେ

ଭୁବନେଶ୍ୱର, ୨୪/୬(ବ୍ୟୁରୋ ): ଖାରବେଳନଗର ଥାନା ଶ୍ରୀୟା ଛକରେ ମଙ୍ଗଳବାର ରାତିରେ ଖଣ୍ଡା ବୁଲିଛି l ବିରିୟାନି ଦୋକାନୀରୁ ପେଟ୍‌ପୁରା ବିରିୟାନି ଖାଇଲେ। ଦୋକାନୀ ଟଙ୍କା ମାଗିବାରୁ ତାଙ୍କୁ ଖଣ୍ଡାରେ ୩ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଖଣ୍ଡା ଚୋଟରେ ଆହତ ହୋଇଥିବା … Read More

ବରିଷ୍ଠ ଆଇନଜୀବୀଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୩,୬(ଅଶୋକ ପାତ୍ର ): ଝାରସୁଗୁଡ଼ା ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଜିଲ୍ଲା ଓକିଲ ସଂଘର ସଭାପତି ତ୍ରିନାଥ ଗୁଆଲଙ୍କ ସନ୍ଦେହଜନକ ମୃତ୍ୟୁ ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ଓ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛି। ମଙ୍ଗଳବାର ସକାଳେ ବାଲିଜୁରୀ … Read More

ଗାଡ଼ି ଯାଞ୍ଚ ପାଇଁ ପୁଲିସକୁ ମିଳିବ ଅଧିକ କ୍ଷମତା

ଭୁବନେଶ୍ବର,: -ସଡ଼କ ସୁରକ୍ଷା ଦାୟିତ୍ବରେ ଥିବା ପରିବହନ ବିଭାଗ ଏବେ ପୁଲିସର ଅଧିକ ସହାୟତା ନେବାକୁ ଯୋଜନା କରିଛି। କିନ୍ତୁ ତାହା ସଡ଼କ ସୁରକ୍ଷା ପାଇଁ ନୁହେଁ ବରଂ ଜୋରିମାନା ଆଦାୟ ପାଇଁ ପୁଲିସକୁ ଅଧିକ କ୍ଷମତା ଦିଆଯାଉ ବୋଲି କହିଛି। … Read More

ଥାନା ହାଜତରେ ଛେଳି, ଖାଇବାକୁ ନାହିଁ ଘାସ

ମାଲକାନଗିରି:-ଥାନାରେ ବନ୍ଧା ପଡ଼ିଛି ଛେଳି । ପୁଲିସ ଭ୍ୟାନରେ ଆଣି ଥାନା ପରିସରରେ ଛେଳିକୁ ବାନ୍ଧି ରଖିଛି ପୁଲିସ । ଏଭଳି ଘଟଣା ଘଟିଛି ମାଲକାନାଗିରି ଜିଲ୍ଲା ମଡେଲ ଥାନାରେ । ମାଲାକନଗିରି ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ା ଅଞ୍ଚଳରେ କୁକୁଡ଼ା ଲଢ଼େଇ … Read More

୨୬ ଜଣ ଆଇପିଏସ ସ୍ତରରେ ଅଦଳବଦଳ, ଭୁବନେଶ୍ୱର ଡିସିପି ହେଲେ ମୀନା

–ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଜିଆ ଭୁବନେଶ୍ବର,(ମୁଖ୍ୟ ):-26 ଜଣ ଆଇପିଏସ ସ୍ଥରରେ ରାଜ୍ୟ ସରକାର  ବଡ଼ ଧରଣର ଅଦଳବଦଳ କରିଛନ୍ତି। କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ବଦଳି କରାଯାଇଛି।  ଭୁବନେଶ୍ବର ଡିସିପି ଥିବା … Read More

ଜୟପାଟଣା ଫରେଷ୍ଟ ରେଞ୍ଜରେ ପଶିଲା ଇଡି, ଚଢ଼ାଉରେ ମିଳିଲା ବାଘ ଛାଲ

ଭୁବନେଶ୍ବର:(ମୁଖ୍ୟ):  କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଅଧୀନ ଜୟପାଟଣା ଫରେଷ୍ଟ ରେଞ୍ଜରେ ପଶିଛି ପ୍ରବର୍ତ୍ତନ ନିର୍ଦ୍ଦଶୋଳୟ (ଇଡି)।  କାର୍ଯ୍ୟ।ଳୟରେ କାର୍ଯ୍ୟରତ ଥିବା ଫରେଷ୍ଟଗାର୍ଡ ଅଶୋକ ସାହୁଙ୍କ ଲଡୁଗାଁ ସ୍ଥିତ ବାସଭବନରେ ଚଢ଼ଉ କରାଯାଇଛି। ଅଶୋକଙ୍କୁ 10 ଘଣ୍ଟା ଧରି ଇଡି ଅଧିକାରୀମାନେ … Read More

ଫୁଙ୍ଗୁଳା ଦେହ ଦେଖିଲୁ ଟଙ୍କା ଦେ, ଅଧ୍ୟାପକଙ୍କୁ ଏମିତି କହିଲେ ଯୁବତୀ

–ସାମ୍ନାକୁ ଆସିଲା ଅଧ୍ୟାପିକାଙ୍କ ଅଶ୍ଲୀଳ ଭିଡିଓ । ଭୁବନେଶ୍ୱର :(ମୁଖ୍ୟ):- ଫୁଙ୍ଗୁଳା ଦେହ ଦେଖିଲୁ ଟଙ୍କା ଦେ, ନହେଲେ ନାମ ନେ । ସେକ୍ସଟ୍ରସନ ର ଇଜିମନି ପାଇଁ ପାଗଳ ହେଲେଣି ମହିଳା । ଦୁଇ ବର୍ଷରେ ଓଡିଶା ପୋଲିସ ପାଖରେ … Read More

ଥାନା ଗାଡ଼ିରେ ପରିବାର ବୁଲାଉଛନ୍ତି ପୋଲିସ ବାବୁ

–ପୁଲିସ ଗାଡିର ହେଉଛି ଅପବ୍ୟବହା -ଉପରିସ୍ଥ ଅଧିକାରୀ ନଜ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରୁଛନ୍ତି -ତଦନ୍ତ ନାଁରେ ମନ ଇଚ୍ଛା ତେଲ୍ ପୋଡୁଛନ୍ତି -ପରିବା ଆଣିବା, ପିଲାଙ୍କୁ ସ୍କୁଲ ଛାଡିବା ପାଇଁ ହେଉଛି ବ୍ୟବହାର -ଜିଲ୍ଲା ବାହାରକୁ ତଦନ୍ତ ନାଁରେ ଯାଉଛନ୍ତି … Read More

ଯୁବତୀ ପ୍ରେମ କଲା ବାୟା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହେଲେ 20 ଲକ୍ଷ ସାଇବର ଠକେଇ

–ଚାଟିଂ ଏବଂ ଭିଡ଼ିଓ କଲକୁ ଭାଇରାଲ କରିବାର ଧମକ ଦେଇଥିଲେ ଭୁବନେଶ୍ବର,(ମୁଖ୍ୟ ):-ଯୁବତୀ ପ୍ରେମରେ ବାୟା ହୋଇ କଟକ ଜିଲ୍ଲା କୃଷି ଅଧିକାରୀ 20 ଲକ୍ଷ ସାଇବର ଠକାମୀର ଶିକାର ହୋଇଛନ୍ତି l ଏନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ … Read More