OTET ପରୀକ୍ଷା ତାରିଖ ଘୁଂଚିଲା
-
ଭୁବନେଶ୍ୱର,୨୩,୬(ବ୍ୟୁରୋ
ଜୁନ୍ ୨୮ରେ ହେବାକୁ ଥିବା OTET ପରୀକ୍ଷା
- ତାରିଖ ଘୁଞ୍ଚିଲା ନେଇ ଘୋଷଣl କରାଯାଇଛିl ପାରବର୍ତ୍ତୀ ପରୀକ୍ଷା
- ଜୁଲାଇ ୫ ତାରିଖରେ OTET ପରୀକ୍ଷା ନେଇ ସୂଚନା ଜାରି କରାଯାଇଛି l ୯ଟାରୁ ୧୧ଟା ୩୦ ପେପର-୧, ଅପରାହ୍ନ ୨ଟାରୁ ୪ଟା ୩୦ ପେପର-୨ l ଆଡମିଟ୍ କାର୍ଡ ଡାଉନଲୋଡ୍ କରିସାରିଥିଲେ, ଆଉଥରେ ଡାଉନଲୋଡ୍ ମନା l
- ଜୁନ
- ୨୮ରେ ଆର୍ଆଇ, ଅମିନ ପରୀକ୍ଷା ପଡୁଥିବାରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା










