ଯୋଗୀ ଆଦିତ୍ୟନାଥ ୧ନଂ ମୁଖ୍ୟମନ୍ତ୍ରୀ, ନବୀନ ବେଷ୍ଟ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ୮ମ ସ୍ଥାନରେ ରହିଛି, ଆଉ କେଉଁ ମୁଖ୍ୟମନ୍ତ୍ରୀ କେତେ ସ୍ଥାନରେ ପଢନ୍ତୁ…

ନୂଆଦିଲ୍ଲୀ: ଦେଶରେ ସବୁଠୁ ଭଲ କାମ ଓ ଲୋକପ୍ରିୟତା ହାସଲ କରି ପାରିଥିବା ମୁଖ୍ୟମନ୍ତ୍ରୀମାନଙ୍କ ତାଲିକାର ଏକ ନମ୍ବର ସ୍ଥାନରେ ପୁଣିଥରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଛନ୍ତି। ଇଣ୍ଡିଆ ଟୁଡେ-କାର୍ଭି ଇନସାଇଟ୍ସର ମୁଡ ଅଫ ନେଶନ ସର୍ଭେରୁ ଏହା … Read More

ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା

ଶ୍ରୀନଗର: -ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ତାଙ୍କୁ କଂଟ୍ରୋଲର ଅଫ୍ ଅଡ଼ିଟ ଜେନେରାଲ ଭାବରେ ନିଯୁକ୍ତି ଦିଆଯିବ । ମିଳିଥିବା ସୂଚନା ଅନୁସାରେ ଆଜି ବିଳମ୍ବିତ ସନ୍ଧ୍ୟାରେ … Read More

ଭୂମି ପୂଜନ ପୂର୍ବରୁ ଟ୍ୱିଟରର ପ୍ରୋଫାଇଲ ଫଟୋ ବଦଳାଇଲେ କମଲନାଥ, ‘ହନୁମାନ ଚାଲିସା’ ପାଠ କରିବେ

ନୂଆଦିଲ୍ଲୀ :- ବୁଧବାର ଦିନ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିବେ। ଏହା ପରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଭଳି ପରିସ୍ଥିତିରେ ଭୂମି ପୂଜନ ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ … Read More

ରାଜସ୍ଥାନ ରାଜନୀତି: ମୁଖ୍ୟମନ୍ତ୍ରୀଙ୍କ ପରେ ରାଜ୍ୟପାଳଙ୍କୁ ଭେଟିଲେ ବାଚସ୍ପତି

ଜୟପୁର:-ରାଜସ୍ଥାନ ରାଜନୀତିରେ ଉଠିଥିବା ଝଡ ଥମିବାର ନାଁ ନେଉନି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ବିଧାସଭା ଆହ୍ୱାନକୁ ନେଇ ଅଡି ଯାଇଥିବା ବେଳେ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ନିମନ୍ତେ ୨୧ ଦିନିଆ ନୋଟିସ୍  ମାଗୁଛନ୍ତି । ଏପରି ପରିସ୍ଥିତିରେ … Read More

ରାଜସ୍ଥାନ ରାଜନୀତିରେ ମାୟାବତୀଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ:–ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ସଙ୍କଟ ବେଳେ ବହୁଜନ ସମାଜ ପାର୍ଟି (ବସପା) ମୁଖ୍ୟ ମାୟାବତୀ ଏଣ୍ଟ୍ରି ମାରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବେଆଇନ ତଥା ଅସାମ୍ବିଧାନିକ ଭାବେ ବସପାର ୬ ଜଣ ବିଧାୟକଙ୍କୁ … Read More

କୋଭିଡ୍‌ ମୁକାବିଲା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:-ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ୍‌ ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଅଣକୋଭିଡ୍‌ ରୋଗୀମାନେ ବିଭିନ୍ନ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଉନଥିବା ଅଭିଯୋଗ ଆସିବାପରେ ସାଧାରଣ ରୋଗୀଙ୍କ ଚିକିତ୍ସାରେ ଯେଭଳି ସାମାନ୍ୟ ତମ ଅବହେଳା ନୁହୁଏ ସେଥିପ୍ରତି … Read More

ପୋଲସରା ବିଧାୟକ କରୋନା ପଜିଟିଭ: ତାଙ୍କ ସ୍ତ୍ରୀ ମଧ୍ୟ ଆକ୍ରାନ୍ତ

ଭୁବନେଶ୍ୱର:-ରାଜ୍ୟର ଆଉ ଜଣେ ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି । ପୋଲସରା ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ ଫୋନେ ଯୋଗେ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ବିଧାୟକ ଶ୍ରୀକାନ୍ତ … Read More

ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ୱର:-ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା ।କୃଷି ଭବନରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ ହିତାଧିକାରୀ । କେବଳ … Read More

ରାଜ୍ୟସଭା ଉପାଧ୍ୟକ୍ଷ କମିଟିକୁ ମନୋନୀତ ହେଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ,:-ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଶୁକ୍ରବାର ରାଜ୍ୟସଭା ଉପାଧ୍ୟକ୍ଷ କମିଟିର ପୁନର୍ଗଠନ କରିଛନ୍ତି ।  ଏହି କମିଟିରେ ସସ୍ମିତ ପାତ୍ରଙ୍କୁ ସ୍ଥାନ ମିଳିଛି । ଉପରାଷ୍ଟ୍ରପତି ଏକ ୬ ଜଣିଆ କମିଟି ଗଠନ କରିଛନ୍ତି । ଯେଉଁଥିରେ ସସ୍ମିତଙ୍କୁ ସ୍ଥାନ ମିଳିଛି । … Read More

ରାଜସ୍ଥାନ ବାଚସ୍ପତିଙ୍କୁ ଝଟକା, ହାଇକୋର୍ଟ ନିଷ୍ପତି ଉପରେ ରୋକ ଲଗାଇବା ପାଇଁ ମନା କରିଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ;-ରାଜସ୍ଥାନ ମାମଲାରେ ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି । ଅର୍ଥାତ୍ ରାଜସ୍ଥାନ ହାଇକୋର୍ଟ ପୂର୍ବରୁ ନିର୍ଦ୍ଧାରିତ କରିଥିବା ଶୁକ୍ରବାର ଦିନ ହିଁ ନିଜ ରାୟ ପ୍ରଦାନ କରିପାରିବେ । ଗୁରୁବାର ଦିନ ଶୁଣାଣି ବେଳେ … Read More