ବନ୍ଦୀ ଯବାନଙ୍କ ଫଟୋ ଜାରି କଲେ ମାଓବାଦୀ: କହିଲେ, ମଧ୍ୟସ୍ଥିଙ୍କ ନାଁ ଘୋଷଣା କର

ମାଓବାଦୀଙ୍କ କବଜାରେ ଥିବା କୋବ୍ରା ଯବାନ ରାଜେଶ୍ୱର ସିଂହଙ୍କ ଫଟୋ ଆସିଛି । ମାଓବାଦୀ ତାଙ୍କୁ ବନ୍ଧକ ରଖିଥିବା ବେଳେ ଆଜି ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଏହାସହ ତାଙ୍କୁ ଛାଡ଼ିବା ପାଇଁ ସରକାର ମଧ୍ୟସ୍ଥଙ୍କ ନାଁ ଘୋଷଣା କରିବାକୁ … Read More

ଦିଲ୍ଲୀ ହାଇକୋର୍ଟଙ୍କ ରାୟ,ଏକୁଟିଆ କାର ଚଲାଉଥିବା ବେଳେ ବି ମାସ୍କ ଜରୁରୀ

ନୂଆଦିଲ୍ଲୀ: ଏକୁଟିଆ କାର ଚଳାଉଥିଲା ବେଳେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । ଏକୁଟିଆ କାର ଚଳାଇ ଯାଉଥିବା ବେଳେ ଚାଳକ ମାସ୍କ ପିନ୍ଧିବାକୁ ବାଧ୍ୟ କି ନାହିଁ ଏହା ଉପରେ ରାୟ ଦେଇ ଦିଲ୍ଲୀ ହାଇକୋର୍ଟ ମହତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । … Read More

ଛତିଶଗଡ଼ ନକ୍ସଲ ଆକ୍ରମଣରେ କଳାହାଣ୍ଡିର ଯବାନ ସହିଦ,

କୋକସରା:-ଛତିଶଗଡ଼ ବିଜାପୁର ନକ୍ସଲଙ୍କ ବର୍ବରୋଚିତ ହାମଲାରେ ୨୨ ବୀର ଯବାନ ସହିଦ ହୋଇଛନ୍ତି। ସହିଦ ଯୁବକଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳ ଧନସରା ଗ୍ରାମର ଯବାନ ସୁବାସ ନାୟକ ମଧ୍ୟ ସହିଦ ହୋଇଛନ୍ତି। ସୁବାସଙ୍କ ବାପା ସ୍ଵର୍ଗତ ସୀତାରାମ … Read More

ଏପ୍ରିଲ ୨୪ରେ ଦେଶର ୪୮ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି.ରମନ୍ନା

ନୂଆଦିଲ୍ଲୀ:-ଦେଶର ୪୮ତମ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ଏନ.ଭି. ରମନ୍ନା। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ନିଯୁକ୍ତିରେ ମୋହର ବାଜି ସାରିଛି। ଜଷ୍ଟିସ୍‌ ରମନ୍ନା ଏପ୍ରିଲ ୨୪ ତାରିଖ ଦିନ ଦେଶର ନୂଆ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱଗ୍ରହଣ କରିବେ ବୋଲି … Read More

ମହାରାଷ୍ଟ୍ରରେ ବେକାବୁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫୫ ହଜାରରୁ ଅଧିକ ସଂକ୍ରମିତ

ମୁମ୍ବାଇ:-ମହାରାଷ୍ଟ୍ରରେ କରୋନା ଭାଇରସ୍‌ ସଂକ୍ରମଣ ଥମିବାର ନାଁ ଧରୁନି। କିଛି ଦିନ ଭିତରେ ସପ୍ତାହନ୍ତ ଲକ୍‌ଡାଉନ୍‌, ନାଇଟ କର୍ଫ୍ୟୁ ସମେତ ଅନେକ କଟକଣା ଲଗାଇବା ପରେ ମଧ୍ୟ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ ଲାଗୁନାହିଁ। ରାଜ୍ୟରେ ପୁଣି ଥରେ ୫୫ … Read More

ଛତିଶଗଡରେ ମାଓବାଦୀଙ୍କ ନରସଂହାର,୨୨ ଯବାନ ସହିଦ, ୩୦ ଆହତ

ଛତିଶଗଡ଼ :-ବିଜାପୁର ଜିଲ୍ଲା ତେରମ୍ ଥାନା ଅଂଚଳରେ ଥିବା ଜଙ୍ଗଲରେ ପ୍ରାୟ ୪୦୦ ମାଓବାଦୀ ଏକାଠି ହୋଇଥିବା ଖବର ପାଇ ଏସଟିଏଫ, ସିଆରପିଏଫ, କୋବ୍ରା ଓ ଡିଆରଜି ଯବାନମାନେ ଆରମ୍ଭ କରିଥିଲେ ମିଳିତ ଅପରେସନ୍ । ପ୍ରାୟ ୨ ହଜାର ଯବାନ … Read More

ବିଜେପି ବିରୋଧରେ ଏକାଠି ହେବାକୁ ୧୫ଟି ଦଳର ନେତାଙ୍କୁ ଚିଠି ଲେଖିଲେ ମମତା

ଦିଲ୍ଲୀ:-ବିଜେପି ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୋନିଆ ଗାନ୍ଧୀଙ୍କ ସହ ୧୫ଟି ଦଳର ନେତାଙ୍କୁ ଚିଠି ଲେଖିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ … Read More

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ଶତ ପ୍ରତିଶତ ମାର୍କ ରଖିଲେ ୧୩ ଜଣ ଶିକ୍ଷାର୍ଥୀ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜେଇଇ ମେନ୍ ରିଜଲ୍ଟ । ମାର୍ଚ୍ଚ ମାସର ରେଜଲ୍ଟ ଆଜି ପ୍ରକାଶିତ ହୋଇଛି । ମାତ୍ର ୬ ଦିନ ମଧ୍ୟରେ ଜେଇଇ ମେନ୍‌ ରେଜଲ୍ଟ ଏନଟିଏ ପକ୍ଷରୁ ପ୍ରକାଶ ପାଇଛି । ପୂର୍ବରୁ ଫେବୃଆରୀ ସେସନର ଜେଇଇ … Read More

ପରମବୀରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି କାଲି,

ମୁମ୍ବାଇ:-ପରମବୀର ସିଂହଙ୍କ ଲେଟର ବମ୍‌ ପରେ ଉଠୁଛି ପଡ଼ୁଛି ମହାରାଷ୍ଟ୍ର ରାଜନୀତି। ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀଶ ମଧ୍ୟ ତଥ୍ୟ ପ୍ରମାଣ ସହ ଗୃହ ସଚିବଙ୍କ ପାଖରେ ପହଞ୍ଚିବା ସହ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି। ଏହା ସହ … Read More

୬୭ ତମ ଜାତୀୟ ଫିଲ୍ମ ପୁରସ୍କାର:୩ ଓଡ଼ିଆ ଫିଲ୍ମକୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ସୋମବାର ଦିନ ଘୋଷଣା ହୋଇଯାଇଛି । ଏହି ଫିଲ୍ମ ପୁରସ୍କାରରେ ‘କାଲିର ଅତୀତ’ ଓ ‘ଶଲା ବୁଢ଼ାର ବଦଲା’କୁ  ବେଷ୍ଟ ଓଡିଆ ଚଳଚ୍ଚିତ୍ର ଆୱାର୍ଡ ପ୍ରଦାନ କରାଯାଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ … Read More