ଗଂଜାମ ଜିଲ୍ଲାରେ ସୁସ୍ଥ ହୋଇଛନ୍ତି ୭୮% ରୋଗୀ; ରହିଛି ପର୍ଯ୍ୟାପ୍ତ ଚିକିତ୍ସା ବ୍ୟବସ୍ଥା

ଗଂଜାମ:- ରାଜ୍ୟରେ କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଂଜାମ । ଦୁଇ ଦିନ ତଳେ ସ୍ଥିତି ସମୀକ୍ଷା କରି ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ … Read More

କେରଳ ବିମାନ ଦୁର୍ଘଟଣା : ବର୍ଷା ସତ୍ତ୍ୱେ ଲ୍ୟାଣ୍ଡିଙ୍ଗ ପୂର୍ବରୁ ରନୱେରେ ହୋଇନଥିଲା ଫ୍ରିକ୍ସନ ଟେଷ୍ଟ

କୋଝିକୋଡ଼ :– କେରଳ କୋଝିକୋଡ଼ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ବ୍ଲାକ ବକ୍ସ ମିଳିଛି | ଏଥିରୁ ବିମାନ ଦୁର୍ଘଟଣାର କାରଣ ଜାଣିବାରେ ସାହାଯ୍ୟ ମିଳିବ | ନ୍ୟୁଜ ଏଜେନ୍ସି ସୂତ୍ର ଅନୁଯାୟୀ, କୋଝିକୋଡ଼ ସ୍ଥିତ କରିପୁର … Read More

ଲଘୁଚାପ ପ୍ରଭାବରେ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର:-ଆସନ୍ତାକାଲିଠାରୁ ତିନି ଦିନ ଧରି ରାଜ୍ୟରେ ବର୍ଷା ହେବା ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଦକ୍ଷିଣ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଛି … Read More

ଜ୍ୟୋତିଷ ବେଶରେ ଯାଇ ତଦନ୍ତ କରିଥିଲା ବିହାର ପୋଲିସ ଟିମ୍, ଖୋଜିଖୋଜି ନୟାନ୍ତ ହୋଇଥିଲେ ମୁମ୍ବାଇ ପୋଲିସ

ମୁମ୍ବାଇ:-ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉପରୁ ଧିରେଧିରେ ପରଦା ହଟିବାକୁ ଯାଉଛି । ତେବେ ତଦନ୍ତକୁ ନେଇ ଉଭୟ ବିହାର ଓ ମୁମ୍ବାଇ ପୋଲିସ ମୁହାଁମୁହିଁ ହୋଇଛନ୍ତି । ବର୍ତ୍ତମାନ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି । … Read More

ସଞ୍ଜୟ ଦତ୍ତ ହସ୍ପିଟାଲରେ ଭର୍ତ୍ତି

ମୁମ୍ୱାଇ –ଅଭିନେତା ସଂଜୟ ଦତ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।  ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ମୁମ୍ୱାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଖବର ଆସିବା ପରେ ବଲିଉଡ୍‌ ସହ ପ୍ରଶଂସକଙ୍କ ମହଲରେ ଚର୍ଚ୍ଚା ଆରମ୍ଭ … Read More

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲ କରୋନା ପଜିଟିଭ,

ନୂଆଦିଲ୍ଲୀ:- କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି | କେନ୍ଦ୍ରମନ୍ତ୍ରୀ ମେଘବାଲଙ୍କ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | କେନ୍ଦ୍ରୀୟ ଭାରି ଉଦ୍ୟୋଗ … Read More

ଯୋଗୀ ଆଦିତ୍ୟନାଥ ୧ନଂ ମୁଖ୍ୟମନ୍ତ୍ରୀ, ନବୀନ ବେଷ୍ଟ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ୮ମ ସ୍ଥାନରେ ରହିଛି, ଆଉ କେଉଁ ମୁଖ୍ୟମନ୍ତ୍ରୀ କେତେ ସ୍ଥାନରେ ପଢନ୍ତୁ…

ନୂଆଦିଲ୍ଲୀ: ଦେଶରେ ସବୁଠୁ ଭଲ କାମ ଓ ଲୋକପ୍ରିୟତା ହାସଲ କରି ପାରିଥିବା ମୁଖ୍ୟମନ୍ତ୍ରୀମାନଙ୍କ ତାଲିକାର ଏକ ନମ୍ବର ସ୍ଥାନରେ ପୁଣିଥରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଛନ୍ତି। ଇଣ୍ଡିଆ ଟୁଡେ-କାର୍ଭି ଇନସାଇଟ୍ସର ମୁଡ ଅଫ ନେଶନ ସର୍ଭେରୁ ଏହା … Read More

ବିଶ୍ୱାସ ନ ହେଲେ ବି ସତ,ସାପ ମଣିଷର ନିଆରା ବନ୍ଧୁତ୍ୱ,

କଟକ:ଆପଣ ଟିଭି ଏବଂ ବିଭିନ୍ନ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ସହ ମଣିଷର ବନ୍ଧୁତ୍ୱ ବିଷୟରେ ଦେଖିବାକୁ ପାଇଥିବେ। ହେଲେ ଆମେ ଏମିତି ଏକ ମଣିଷଙ୍କ ବିଷୟରେ କହିବାକୁ ଯାଉଛୁ,  ଆପଣ ଏହି ଖବର ପଢିବା ପରେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ।  କଟକ … Read More

ରିୟାଙ୍କ ଆବେଦନକୁ ବିରୋଧ, ସୁପ୍ରିମକୋର୍ଟରେ ପହଞ୍ଚିଲେ ସୁଶାନ୍ତଙ୍କ ବାପା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା କେକେ ସିଂହ ସିଧାସଳଖ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଛନ୍ତି। ଏଥିସହ ରିୟାଙ୍କ ନାଁରେ ସେ ପାଟନାରେ … Read More

ତାଳଚେର ପୋଲିସ ହାତରେ ସୁନ୍ଦରୀ ୪୨୦, ପ୍ରେମ ଜାଲରେ ଫସାଇ ଲୁଟୁଥିଲେ

ତାଳଚେର: ତାଳଚେର ପୋଲିସ୍ ଗିରଫ କରିଛି ଏମିତି ଜଣେ ସୁନ୍ଦରୀ ୪୨୦ଙ୍କୁ ଯିଏ ନିଜ ରୂପ ଜାଲ ଓ ମିଠା କଥାରେ ଫଶେଇ ଲୁଟୁଥିଲେ ଟଙ୍କା । ମିଠା ମିଠା କଥା କହି ସେ ଏକାଧିକ ଲୋକଙ୍କ ଠାରୁ ଠକି ନେଇଛନ୍ତି … Read More