୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି:- ମାଲକାନଗିରିରେ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।  SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର  । ସବିତା ନାଁରେ … Read More

ମୌସୁମୀ ଅଧିବେଶନରେ ୩୦ ବିଲ୍‌ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର,

ନୂଆଦିଲ୍ଲୀ,:-ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଆରମ୍ଭ ହେବାକୁ ଯାଉଛି ଅଧିବେଶନ। ତଣୁ ଏହା ଫୋକସ୍‌ରେ ରହିଛି । … Read More

ବିଦ୍ୟାଭାରତୀଙ୍କ ନିକଟରୁ ସବୁ ସତ ବାହାରିବ:ପୁଲିସ

ପାରଳାଖେମୁଣ୍ଡି :-ଏସିଏଫ୍ ସୌମ୍ୟରଞ୍ଜନଙ୍କ ପୋଡ଼ି ହୋଇ ମୃତ୍ୟୁ ଘଟଣାରେ ଅଧତ୍କ ତଦନ୍ତ ପାଇଁ ବାଲେଶ୍ୱର ଓ ମୟୂରଭଞ୍ଜ ଗଲା ପୁଲିସ ଟିମ୍ । ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସର ୬ ଜଣିଆ ଟିମ୍ ବିଦ୍ୟାଭାରତୀଙ୍କ ବାପଘର କପ୍ତିପଦା … Read More

ରାସ୍ତାକଡ଼ରୁ କ୍ଷତାକ୍ତ ଗାଡଭାଲୁ ଉଦ୍ଧାର

ପାଟଣା: -କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରି ସେକ୍ସନ୍ ଦାସରଥିପୁର ଗାଁରୁ ଏକ ଗାଡ଼ଭାଲୁକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ରାସ୍ତାକଡ଼ରେ ବୁଲୁଥିବା ଅବସ୍ଥାରେ ଗାଡ଼ ଭାଲୁଟିକୁ ଲୋକେ ପ୍ରଥମେ ଦେଖିଥିଲେ । ପରେ ଏନେଇ ବନ ବିଭାଗକୁ ଖବର … Read More

୨୬ରୁ ଖୋଲିବ ସ୍କୁଲ, ଆଶଙ୍କାରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଭୁବନେଶ୍ୱର:-ଆସନ୍ତା ୨୬ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସମସ୍ତ ସରକାରୀ ଏବଂ ବେସରକାରୀ … Read More

ଓଡ଼ିଶା ପୋଲିସରେ ୪୭୭ SI ପଦବୀ ପାଇଁ ଲକ୍ଷେ ୩୨ ହଜାରରୁ ଅଧିକ ଆବେଦନ

ଭୁବନେଶ୍ୱର: ପ୍ରଥମଥର ପାଇଁ କିନ୍ନର ହେବେ ପୋଲିସ । ଓଡ଼ିଶା ପୋଲିସରେ ୪୭୭ ଏସ୍ଆଇ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞାପନ ବାହାରିଥିଲା । ଆବେଦନର ଶେଷ ତାରିଖ ସୁଦ୍ଧା ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆପ୍ଲାଏ କରିଛନ୍ତି । ୯୭ … Read More

ଠିକାଦାରଙ୍କଠୁ ୧ ଲକ୍ଷ ଲାଞ୍ଚ : ବନ୍ଧା ହେଲେ ଓଟିଡିସିର ୨ଜଣ ଇଞ୍ଜିନିୟର

ଭୁବନେଶ୍ୱର:-ବିଲ୍ ପାସ୍ କରେଇ ଦେବା ନାଁରେ ଜଣେ ଠିକାଦାରଙ୍କ ଠାରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡିଛି ଓଟିଡିସିର ୨ଜଣ ଇଞ୍ଜିନିୟରଙ୍କୁ । ଲାଞ୍ଚ ନେବା ଅଭିଯୋଗରେ ଦୁଇ ଇଞ୍ଜିନିୟରଙ୍କୁ ଶୁକ୍ରବାର ଦିନ ଗିରଫ କରିଛି ଭିଜିଲାନ୍ସ ବିଭାଗ । … Read More

ପୋଖରୀରେ ବୁଡ଼ିଗଲା ବ୍ଲକ୍ ଉପାଧ୍ୟକ୍ଷଙ୍କ ପୁଅ

କରଞ୍ଜିଆ:-ପୋଖରୀରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ରରୁଆଁ ଥାନା ଅନ୍ତର୍ଗତ ମହୁଲିଆଶୁଲି ଗାଁରେ। ଗାଁର ଶୁକୃଳି ବ୍ଲକର ଉପାଧ୍ୟକ୍ଷ ପଦ୍ମିନୀ ଗିରିଙ୍କ ଏକମାତ୍ର ପୁତ୍ର ପ୍ରିନ୍ସ ଗିରିଙ୍କ (୧୪) ପୋଖରୀରେ ବୁଡି ମୃତ୍ୟୁ ହୋଇଛି। … Read More

ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହେଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ। ଆଜି କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶ୍ରୀ ବୈଷ୍ଣବ ଓଡ଼ିଶା କ୍ୟାଡ଼ରର ଆଇଏଏସ୍‌ ଅଫିସର ଥିଲେ। ପରେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ। ୧୯୯୪ ବ୍ୟାଚ୍ … Read More