ରଣାଙ୍କ ବିରୋଧରେ ବଢୁଛି ଠକେଇ ତାଲିକା, ଏକାଧିକ ପୁଲିସ ଏବଂ ସରକାରୀ ଅଫିସରଙ୍କୁ ଚୂନ ଲଗାଇଛି

ଭୁବନେଶ୍ୱର: ଠକେଇ ମାମଲାରେ ଗିରଫ ହୋଇଥିବା ‘ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ ବିଲ୍ଡର ସଂସ୍ଥା ମୁଖ୍ୟ ନିରଞ୍ଜନ ରଣାଙ୍କ ବିରୋଧରେ ଠକେଇ ଅଭିଯୋଗ ବଢିବାରେ ଲାଗିଛି । ପୁଣି ତାଙ୍କ ନାମରେ ୩ଟି ଅଭିଯୋଗ ହୋଇଛି । ସହିଦନଗର ଥାନା … Read More

ଯୁବକଙ୍କୁ ଉଲଗ୍ନ କରି ମାଡ଼ ମାରିବା ମହଙ୍ଗା ପଡିଲା, ଦୁଇ ଜଣ ଗିରଫ

ଭୁବନେଶ୍ୱର:-ଯୁବକକୁ ଉଲଗ୍ନ କରି ଗଛରେ ବାନ୍ଧି ମାଡ ମାରିବା ଘଟଣାରେ ଆଜି ଖଣ୍ଡଗିରି ଥାନା ପୁଲିସ ଦୁଇ ଜଣକୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା … Read More

ରୋଚକ ମୋଡ଼ରେ ସଉତୁଣୀ କଳି,ବଡ଼ ସଉତୁଣୀଙ୍କ ଘରୁ କଳାକନା ବୁଲାଇ ଚମ୍ପଟ ମାରିଲେ,ସ୍ୱାମୀ ଯୁବତୀ ଯୋଗାଇବା ଆଳରେ ଠକୁଥିଲେ

ଭୁବନେଶ୍ୱର:- ରୋଚକ ମୋଡ଼ରେ ପହଞ୍ଚିଛି ଦୁଇ ସଉତୁଣୀଙ୍କ କଳି । ଗତ ୨୧ରେ ସାନ ସଉତୁଣି ସରିତା ପରିଡା ହତ୍ୟା ଅଭିଯୋଗ ଆଣିଥିଲେ ବଡ଼ ସଉତୁଣୀଙ୍କ ନାମରେ । ହେଲେ ଏବେ ଏହି ମାମଲା ଭିନ୍ନମୋଡ଼ ନେଇଛି । ଥାନାରେ ସାନ … Read More

ୟାସ୍ : ଟୁଇନସିଟିରେ ବୋହିବ ୧୧୦କିମି ବେଗରେ ପବନ

ଭୁବନେଶ୍ୱର;-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍‌’ ଅତି ଉଗ୍ର ରୂପ ଧରି ସ୍ଥଳଭାଗ ଆଡ଼େ ମୁହାଁଇଥିବାବେଳେ ଏହା ରାଜ୍ୟର ୧୫ଟି ଜିଲ୍ଲାକୁ ପ୍ରଭାବିତ କରିବ। ଅବଶ୍ୟ ଉତ୍ତର ଓଡ଼ିଶାରେ ଏହା ସ୍ଥଳଭାଗ ଛୁଇଁବ ଓ ସେଠାରେ ଏହାର ପ୍ରଭାବ ବେଶୀ … Read More

ସାଇବର ଅପରାଧୀ ବଦଳାଉଛନ୍ତି ଠକେଇର ତରିକା, ପୂର୍ବ ଲକ୍‌ଡାଉନ ଅପେକ୍ଷା ଠକେଇ ମାମଲ ବଢୁଛି

ଭୁବନେଶ୍ୱର :-ସାଇବର ଅପରାଧୀ ନିଜର ଠକେଇର ତରିକା ବଦଳାଇଛନ୍ତି । କାରଣ ଗତ ବର୍ଷ ଲକ୍‌ଡାଉନ୍‌ରେ ସାଇବର ଠକ ଅନ୍‌ଲାଇନ୍‌ରେ ମଦ କାରବାର, ଅନ୍‌ଲାଇନ୍‌ରେ ଖାଦ୍ୟ ଅଫ୍‌ର, କେୱାଇସି ଅପ୍‌ଟେଡ୍ ଆଦି ଆଳରେ ଲୋକଙ୍କୁ ଚୂନ ଲଗାଉଥିଲେ । କିନ୍ତୁ କୋଭିଡ଼ର … Read More

ଡିସିିପିଙ୍କ ପଲିସ୍‌କୁ ପୁଲିସ ଡିଜିଙ୍କ ପ୍ରଶଂସା,ଖୁବ୍ ଶୀଘ୍ର ଅନ୍ୟ ଜିଲ୍ଲାରେ ଲାଗୁ ପାଇଁ ପ୍ରସ୍ତାବ

ଭୁବନେଶ୍ୱର :-ଗତ କିଛି ମାସ ହେବ କମିସନରେଟ ପୁଲିସର ବିଭିନ୍ନ ଥାନାରେ ଥିବା ସ୍ପେଶାଲ ସ୍କ୍ୱାଡ୍ ଟିମ୍ ଉତ୍ତମ ପ୍ରଦର୍ଶନ କରିଛି । ଯେଉଁଥି ପାଇଁ ଡିଜିପି ଅଭୟ ସ୍ପେଶାଲ ସ୍କ୍ୱାଡ୍ ଟିମ୍‌କୁ ପ୍ରଶଂସା କରିଛନ୍ତି । ଶନିବାର ଡିଜିପି କ୍ୟାମ୍ପ … Read More

ଚଞ୍ଚକତା କରି ବିବାହ କଲେ ଯୁବତୀ,ସଂଗୀତ ପ୍ରମୋଟ କରିବା ଆଳରେ କରାଇ ନେଲେ ଦସ୍ତଖତ

ଭୁବନେଶ୍ୱର:- ସଂଗୀତ ପ୍ରମୋଟ ଆଳରେ ଜଣେ ଏମ୍‌ବିଏ ଛାତ୍ରଙ୍କୁ ବାଲେଶ୍ୱରର ଜଣେ ଯୁବତୀ ଚଞ୍ଚକତା କରି ବିବାହ କରିଛନ୍ତି । ଭୁବନେଶ୍ୱର ସବ୍‌-ରେଜିଷ୍ଟେସନ ଅଫିସରେ ପହଞ୍ଚିବା ପରେ ଯୁବକ ଜଣଙ୍କ ବିବାହ ସଂମ୍ପର୍କରେ ଜାଣି ଚକିତ ହୋଇଯାଇଥିଲେ । କିନ୍ତୁ ସେତବେଳକୁ … Read More

ଅପରାଧୀଙ୍କ ପାଇଁ ବ୍ଲକିଂ ହେଉଛି କାଳ, ଯାଞ୍ଚ ବେଳେ ଧରାପଡ଼ିଲେ ୩ଅପରାଧୀ, ବନ୍ଧୁକ, ଗୁଳି ଜବତ

ଭୁବନେଶ୍ୱର :- ଅପରାଧୀଙ୍କ ପାଇଁ ନାଇଟ୍ ବ୍ଲକିଂ କାଳ ସାଜିଛି । ଦିନରେ ଲକ୍‌ଡାଉନ୍ ପାଇଁ ସହରରେ ପୁଲିସର ଗହଳି ରହୁଛି । ତେଣୁ ଅପରାଧୀ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି । କିନ୍ତୁ ରାତିରେ ସେମାନେ ଅପରାଧ ଘଟାଇବା ପାଇଁ … Read More

ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…

ରଣପୁର:-ରବିବାର ଦିନ ବିଳମ୍ବିତ ରାତିରେ ରଣପୁର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍‌ ପୋଲିସ ଗାଡ଼ିକୁ ଦେଖି ଜଣେ ଯୁବକ ପୋଖରୀକୁ ଡେଇଁ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ରଣପୁର ଥାନା ସମ୍ମୁଖରେ କିଛି ସମୟ ପାଇଁ ଉତ୍ତେଜନା … Read More

ଅମାନିଆଙ୍କ ହାତରେ ଫେକ୍ ଆଇକାର୍ଡ: ଜଣଙ୍କୁ ଗିରଫ କଲା ପୁଲିସ,ସାମ୍ବାଦିକ ଆଇକାର୍ଡର ବେଶି ଡିମାଣ୍ଡ

ଭୁବନେଶ୍ୱର:- ରାଜଧାନୀରେ କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ପୁଲିସ ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ଘୋଷଣା କରିଛି । ଏହ ସମୟରେ କେବଳ ଜରୁରୀ ସେବା ଯୋଗାଉଥିବା ଘରୋଇ ସଂସ୍ଥାର କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । କିନ୍ତୁ ଏହାର ଫାଇଦା … Read More