ଜେଲ୍ରୁ ହସ୍ପିଟାଲ୍ ଯିବା ବେଳେ ବଞ୍ଚିଥିଲେ ଗୋବିନ୍ଦ !
ବଲାଙ୍ଗିର :- କଣ୍ଟାବାଞ୍ଜି ଉପ-କାରାଗାରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯିବା ବେଳେ ଗୋବିନ୍ଦ ସାହୁ ବଞ୍ଚିଥିଲେ। ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ଆଜି ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି ଗୋବିନ୍ଦଙ୍କ ଓକିଲ ଦୁର୍ଗାମୋହନ ପାଢ଼ୀ। ସେ କହିଛନ୍ତି, … Read More