ଅବକାରୀ ବିଭାଗ ଗାଡ଼ି ଧକ୍କାରେ ଗଞ୍ଜେଇ ବେପାରୀଙ୍କ ମୃତ୍ୟୁ!
ସୋନପୁର: -ଅବକାରୀ ବିଭାଗ ଗାଡ଼ି ଧକ୍କାରେ ଜଣେ ଗଞ୍ଜେଇ ବେପାରୀଙ୍କ ମୃତ୍ୟୁ ଘଟିଛି! ଅନ୍ୟ ଜଣେ ଗୁରୁତର ଆହତ ହୋଇ ବୁର୍ଲା ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଆଜି ସକାଳେ ଏପରି ଦୁର୍ଘଟଣା ସମ୍ୱଲପୁର-ସୋନପୁର ରାଜ୍ୟ ରାଜପଥରେ ଘଟିଛି। ରାଉରକେଲା ଅଞ୍ଚଳର ପ୍ରଦୀପ … Read More










