ଠିକାଦାରଙ୍କଠୁ ୧ ଲକ୍ଷ ଲାଞ୍ଚ : ବନ୍ଧା ହେଲେ ଓଟିଡିସିର ୨ଜଣ ଇଞ୍ଜିନିୟର

ଭୁବନେଶ୍ୱର:-ବିଲ୍ ପାସ୍ କରେଇ ଦେବା ନାଁରେ ଜଣେ ଠିକାଦାରଙ୍କ ଠାରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡିଛି ଓଟିଡିସିର ୨ଜଣ ଇଞ୍ଜିନିୟରଙ୍କୁ । ଲାଞ୍ଚ ନେବା ଅଭିଯୋଗରେ ଦୁଇ ଇଞ୍ଜିନିୟରଙ୍କୁ ଶୁକ୍ରବାର ଦିନ ଗିରଫ କରିଛି ଭିଜିଲାନ୍ସ ବିଭାଗ । … Read More

ମହିଳାଙ୍କଠୁ ଦୁର୍ବୃତ୍ତ ଝାମ୍ପିଥିଲା ୪୦ ହଜାର, ସାଲିଆ ସାହିରୁ ଧରାପଡିଲା ଗୁଜୁରାଟି ଲୁଟେରା

ଭୁବନେଶ୍ୱର:nନିଳାଦ୍ରିବିହାରରେ ଥିବା ବିଜୟା ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇ ଯିବାକୁ ଉଦ୍ୟମ କଲାବେଳେ ଦୁଇଜଣ ଗୁଜରାଟୀ ଲୁଟେରା ମହିଳାଙ୍କୁ ଆକ୍ରମଣ କରି ତାଙ୍କଠାରୁ ୪୦ ହଜାର ଟଙ୍କା ଝାମ୍ପି ନେଇ ପଳାଇଥିଲେ । ଏନେଇ ମହିଳା ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ … Read More

ରେଲୱେ ଚାକିରି ଦେବା ଆଳରେ ୨ଲକ୍ଷ ଠକେଇ

ଭୁବନେଶ୍ୱର:- ରେଲୱେ ଚାକିରି ପାଇବା ଆଶାରେ ୧୦ ଜଣ ବ୍ୟକ୍ତି ୨ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଠକେଇର ଶିକାର ହୋଇଥିବା ଏକାଧିକ ବ୍ୟକ୍ତି ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ଠକେଇ ମାମଲା ରୁଜୁ … Read More

ଅଳିଆ ବୁହା ଗାଡି ଧକ୍କାରେ ବାଇକ ଚାଳକ ମୃତ

ଭୁବନେଶ୍ୱର:- ଦୁର୍ଘଟଣା ରୋକିବା ପାଇଁ ନିର୍ମାଣ ହୋଇଥିବା ଖଣ୍ଡଗିରି ଓଭରବ୍ରିଜ୍ ନେଉଛି ମୁଣ୍ଡ । ଓଭରବ୍ରିଜ୍‍ ନିର୍ମାଣ ହେବାର ୨ ମାସ ନ ପୁରୁଣୁ ଚାଲିଗଲାଣି ଦୁଇ ଦୁଇଟି ଜୀବନ । ଶୁକ୍ରବାର ଅପରାହ୍ନରେ ଏକ ଅଳିଆ ବୋଝେଇ ଗାଡି ଧକ୍କାରେ … Read More

୮ ମାସ ଧରି ନିଖୋଜ ନାବାଳିକା କୋରାପୁଟରରୁ ଉଦ୍ଧାର

ଭୁବନେଶ୍ୱର :- ୮ମାସ ଧରି ନିଖୋଜ ଥିବା ଜଣେ ନାବାଳିକାଙ୍କୁ ଖଣ୍ଡଗିରି ଥାନା ପୁଲିସ କେରାପୁଟରୁ ଉଦ୍ଧାର କରିବାରେ ସଫଳ ହୋଇଛି । ନାବାଳିକା ନିଖୋଜ ହେବା ନେଇ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା … Read More

ଜମି ଦେବା ଆଳରେ ୨୪ ଲକ୍ଷ ଠକେଇ, ଠକେଇର ଶିକାର ହେଲେ ଆର୍ମି ଅଫିସର

ଭୁବନେଶ୍ୱର:- ଜମି ପାଇବା ଆଶାରେ ଜଣେ ଆର୍ମିର୍ ଅଫିସର ୨୪ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଠକେଇର ଶିକାର ହୋଇଥିବା ସୁବାଷ କୁମାର ସାମଲ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ … Read More

ରଣାଙ୍କ ବିରୋଧରେ ବଢୁଛି ଠକେଇ ତାଲିକା, ଏକାଧିକ ପୁଲିସ ଏବଂ ସରକାରୀ ଅଫିସରଙ୍କୁ ଚୂନ ଲଗାଇଛି

ଭୁବନେଶ୍ୱର: ଠକେଇ ମାମଲାରେ ଗିରଫ ହୋଇଥିବା ‘ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ ବିଲ୍ଡର ସଂସ୍ଥା ମୁଖ୍ୟ ନିରଞ୍ଜନ ରଣାଙ୍କ ବିରୋଧରେ ଠକେଇ ଅଭିଯୋଗ ବଢିବାରେ ଲାଗିଛି । ପୁଣି ତାଙ୍କ ନାମରେ ୩ଟି ଅଭିଯୋଗ ହୋଇଛି । ସହିଦନଗର ଥାନା … Read More

ଯୁବକଙ୍କୁ ଉଲଗ୍ନ କରି ମାଡ଼ ମାରିବା ମହଙ୍ଗା ପଡିଲା, ଦୁଇ ଜଣ ଗିରଫ

ଭୁବନେଶ୍ୱର:-ଯୁବକକୁ ଉଲଗ୍ନ କରି ଗଛରେ ବାନ୍ଧି ମାଡ ମାରିବା ଘଟଣାରେ ଆଜି ଖଣ୍ଡଗିରି ଥାନା ପୁଲିସ ଦୁଇ ଜଣକୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା … Read More

ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ମାଆ-ପୁଅ

ରେଢ଼ାଖୋଲ:-ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ମାଆଙ୍କୁ ବଞ୍ଚାଇବାକୁ ଆସିଥିଲେ ଭିନ୍ନକ୍ଷମ ପୁଅ। ସମ୍ଭବ ହେଲା ନାହିଁ। ଦୁହେଁ ହାତ ଧରାଧରି ହୋଇ ଚାଲିଗଲେ। ଆଜି ଏପରି ହୃଦୟବିଦାରକ ଘଟଣା ରେଢ଼ାଖୋଲ ବ୍ଲକ ଅଞ୍ଚଳରେ ଘଟିଛି।ଆଜି ସନ୍ଧ୍ୟା ବେଳେ ରେଢ଼ାଖୋଲ ବ୍ଲକ ବାରବାଙ୍କ ଗାଁ … Read More

’ରାଜ୍ୟର ୧୦ ଜିଲ୍ଲାରେ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ ରହିଛି:

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଏବଂ ଏହାର ମୁକାବିଲା ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି,  ବର୍ତ୍ତମାନ ରାଜ୍ୟରେ ୨୮ ହଜାର ୧୫ ମାମଲା ସକ୍ରିୟ ରହିଛି … Read More