ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, ରାୟଗଡ଼ା ଏସ୍‌ପିଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ୍‌

ଭୁବନେଶ୍ୱର:- ଦୁଇ ଋଷୀୟ ନାଗରିକ  ମୃତ୍ୟୁ ମାମଲାରେ ଏଣ୍ଟ୍ରି ମାରିଛନ୍ତି ଏନ୍‌ଏଚ୍‌ଆରସି(ଜାତୀୟ ମାନବିକ ଅଧିକାର କମିଶନ) । ଏହି ମାମଲାରେ ରାୟଗଡ଼ା ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଏନ୍‌ଏଚ୍‌ଆରସି । ୪ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । … Read More

ଆୟୁଷ ହସ୍ପିଟାଲ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର:-ଭୁବନେଶ୍ୱରରେ ଥିବା ଆୟୁଷ ହସ୍ପିଟାଲ ଆଣ୍ଡ ଟ୍ରମା କେୟାରର ନିର୍ଦ୍ଦେଶକ ଡାକ୍ତର ଅଶୋକ ଆଚାର୍ଯ୍ୟଙ୍କୁ ଆଜି ପୁଲିସ ଗିରଫ କରିଛି । ତାଙ୍କ ବିରୁଦ୍ଧରେ କୋର୍ଟ ଦୁଇଟି ଜାମିନବିହୀନ ଗିରଫ ପରୱାନା ଜାରି କରିଥିବାରୁ ସେହି ଆଧାରରେ ଡାକ୍ତର ଆଚାର୍ଯ୍ୟଙ୍କୁ ଆଜି … Read More

ଶାରୀରିକ ସମ୍ପର୍କ ରଖି ଧୋକା ଦେଇଛନ୍ତି ବୟଫ୍ରେଣ୍ଡ୍‌ ,ଡାକ୍ତରାଣୀଙ୍କ ମୃତ୍ୟୁ ପଛରେ ପ୍ରେମିକର ହାତ

ଚମ୍ପୁଆ:- ବିବାହ ପ୍ରତିଶ୍ରୁତି ଦେଇ ଡାକ୍ତର ଶୁଭଶ୍ରୀ କରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଡାକ୍ତର ଦିବ୍ୟରଞ୍ଜନ ମାଝୀ! ହେଲେ ପରବର୍ତ୍ତୀ ସମୟରେ ବାହା ହେବା ପାଇଁ ମନା କରିଦେବାରୁ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶୁଭଶ୍ରୀ। ଗତ ୨୦ … Read More

ବର୍ଷକରେ ପୁରୀ ଓ ଭୁବନେଶ୍ୱରବାସୀଙ୍କୁ ୧୩ କୋଟିର ଚୂନ ଲଗାଇଛନ୍ତି ସାଇବର ଠକ

ଭୁବନେଶ୍ୱର-ଚଳିତ ବର୍ଷକ ଭିତରେ ପୁରୀ ଓ ଭୁବନେଶ୍ୱରର ସାଧାରଣ ଲୋକଙ୍କୁ ପ୍ରାୟ ୧୩ କୋଟି ଟଙ୍କାର ଚୂନ ଲଗାଇଛନ୍ତି ସାଇବର ଠକ। ରାଜଧାନୀ ଭୁବନେଶ୍ୱର ସାଇବର ଥାନାର ସୂଚନା ମୁତାବକ, ଚଳିତ ବର୍ଷ ୧୨ କୋଟି ୯୬ ଲକ୍ଷ ୩୫ ହଜାର … Read More

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ,ରାହୁଲ ପିଆରଙ୍କୁ ଜଗତସିଂହପୁର ବଦଳି

ଭୁବନେଶ୍ୱର:- ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୨୦୦୯ ବ୍ୟାଚ୍‌ର ୩ ଜଣ ଆଇପିଏସ୍‌ଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୧୧ ଜିଲ୍ଲାରେ ନୂଆ ଏସ୍‌ପିମାନଙ୍କୁ ଅବସ୍ଥାପିତ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି … Read More

ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ, ଘଟଣା ସ୍ଥଳରୁ ପାୱେଲଙ୍କ ଏକ ଚପଲ ଜବତ କରାଯାଇଛି , ରୁମ୍‌ରେ ଥିବା କାଚ ଗ୍ଲାସରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ

ଭୁବନେଶ୍ୱର :- ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତାର ତୃତୀୟ ଦିନରେ ତଦନ୍ତ ଜାରି ରଖିଛି । ଏହି ଟିମ୍ ଆଜି ଥାନାରେ ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାସ ଓ ଥାନା ଅଧିକାରୀ ରଶ୍ମୀରଞ୍ଜନ ପ୍ରଧାନଙ୍କୁ ଭେଟିବା ପରେ, ମୃତକମାନେ ରହୁଥିବା … Read More

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ କଲେକ୍ଟର, ୯ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢଉ , ୫ଟି ଫ୍ଲାଟ୍‌, ୨ଟି ଦୁଇ ତାଲା କୋଠା, ୧୧ପ୍ଲଟ୍ ଠାବ

ଭୁବନେଶ୍ୱର:- ଜଗତସିଂହପୁର ଜିଲ୍ଲାର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ତାଙ୍କର ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ଜଳକା ହୋଇଯାଇଛି । ମଞ୍ଚେଶ୍ୱର ଗାଡ଼କଣରେ ଥିବା ଆପାର୍ଟମେଣ୍ଟ, ରଙ୍ଗମାଟିଆ ସରସ୍ୱତୀ ଏନ୍‌କ୍ଲେବ୍‌, ଭରତପୁର ନୂଆଗାଁରେ … Read More

-ଅର୍ଥନୈତିକ ଅପରାଧ ଶାଖାର ବାର୍ଷିକ ରିପୋର୍ଟ, ୨୨ ମାମଲା ରୁଜୁ କରି ୬୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି

ଭୁବନେଶ୍ୱର :- କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା) ବାର୍ଷିକ ରିପୋର୍ଟ ପ୍ରଦାନ କରିଛି । ବିଗତ ଦିନ ମାନଙ୍କ ଠାରୁ ୨୦୨୨ରେ ଇଓଡବ୍ଲ୍ୟୁ ଉତ୍ତର ପ୍ରଦର୍ଶନ କରିଛି । ୨୦୨୨ରେ ଇଓଡବ୍ଲ୍ୟୁ ୨୨ଟି ବିଭିନ୍ନ ପ୍ରକାର ଠକେଇ ମାମଲା ରୁଜୁ କରିଛି … Read More

ନୂଆବର୍ଷ ପାଳନ ଲାଗି କମିଶନରେଟ ପୋଲିସର ଗାଇଡଲାଇନ୍,ଶନିବାର ସନ୍ଧ୍ୟାରୁ ଭୁବନେଶ୍ୱରରେ କଡ଼ା ଚେକିଂ

ଭୁବନେଶ୍ୱର:- ଆଉ ୪ ଦିନ ପରେ ବଦଳିବ କ୍ୟାଲେଣ୍ଡର । ବିଦାୟ ନେବ ୨୦୨୨, ଆସିବ ୨୦୨୩ । ନୂଆବର୍ଷକୁ ସେଲିବ୍ରେସନ କରିବାକୁ ସମସ୍ତଙ୍କ ମନରେ ଉତ୍ସାହ । ତେବେ ଶୃଙ୍ଖଳିତ ନୂଆବର୍ଷ ପାଳନ ଲାଗି କମିଶନରେଟ ପୋଲିସ ପକ୍ଷରୁ ଜାରି … Read More

୨ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲା; କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେରେ ହାଜର ହେଲେ ଋଷୀୟ ଦମ୍ପତି

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେରେ ହାଜର ହେଲେ ଋଷୀୟ ଦମ୍ପତି । ରାୟଗଡାରେ ଦୁଇ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ହାଜର ହୋଇଛନ୍ତି ଋଷୀୟ ଦମ୍ପତ୍ତି । ସାଙ୍ଗରେ ଗାଇଡ ଜିତେନ୍ଦ୍ର ସିଂ ବି ଇଓଡବ୍ଲୁରେ ହାଜର ହୋଇଛନ୍ତି । ମାମଲାର କ୍ରାଇମବ୍ରାଞ୍ଚ … Read More