ବ୍ରଜରାଜନଗର ଉପନିର୍ବାଚନ: ବୁଧବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ

ଝାରସୁଗୁଡା:  ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇ  କାଲି ଶେଷ ଦିନ।  ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ।  ତିନି ଦଳ ଝାରସୁଗୁଡାରେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ  ଯୋଜନା … Read More

ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶାରେ ରେଳ ସୁରକ୍ଷା ସହ ସମ୍ପୃକ୍ତ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ସଙ୍ଗଠନ ମାନଙ୍କ ସମନ୍ୱୟ ବୈଠକ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବନସଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ ସଦର ମହକୁମାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅତିରିକ୍ତ … Read More

ବାଟରେ ଜଗିଥିଲା ଟ୍ରକ୍, ଧକ୍କାରେ ନନ୍ଦିନୀଙ୍କ ମୃତ୍ୟୁ

ନିମାପଡ଼ା:-ସକାଳୁ ସ୍କୁଲକୁ ଯାଇଥିବା ଝିଅର ଫେରିବା ବାଟକୁ ଚାହିଁରହିଥିଲେ ପରିବାର ଲୋକ  । କିନ୍ତୁ ବିଧାତାର ବିଧାନ କିଛି ଅଲଗା ଥିଲା  । କିଏ ଜାଣିଥିଲା ଝିଅ ଆଉ ଫେରିବନି ବୋଲି ? ଖୁସି ମିଜାଜର ନନ୍ଦିନୀ ଯେ, ଆଜି ସ୍କୁଲରୁ … Read More

ନିର୍ବାଚନରେ ହାରିଗଲେ, ମାନବିକତାରେ ଜିତିଗଲେ ସୂର୍ଯ୍ୟକାନ୍ତ

ଭୁବନେଶ୍ୱର:-ନିର୍ବାଚନରେ ହାରିଗଲେ ଅନେକ ନେତାଙ୍କୁ 5 ବର୍ଷ ପର୍ଯ୍ୟନ୍ତ ନିିିଜ ଅଂଚଳରେ ଦେଖିବାକୁ ମିଳେନାହିଁ। ଆଉ ପୁୁଣି ନିର୍ବାଚନ ଆସିଲେ ସେମାନେ ମୁହଁ ଦେଖାଇବେ। କିନ୍ତୁ ଏମିତି ଜଣେ ଯୁବ ନେତା ଅଛନ୍ତି ନିର୍ବାଚନ ହାରି ମଧ୍ୟ ମାନବିକତାରେ ଜିତିଗଲେ। ଏକଥା … Read More

ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ,

କଟକ:-ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍ । ପ୍ରଶାନ୍ତଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ସ୍ୱାସ୍ଥ୍ୟଗତ କାରଣରୁ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ୭ ଦିନ ପରେ ପୁଣି ଅଦାଲତରେ ହାଜର … Read More

ବନ୍ଧୁକ ଦେଖାଇ ଲୁଟିନେଲେ ୬ ଲକ୍ଷର ସୁନା

ଭୁବନେଶ୍ୱର:-ରାତିର ଅନ୍ଧକାରରେ ରାଜଧାନୀରେ ମାତିଲେ ଲୁଟେରା। ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଏପରି ଘଟଣା ଶତାବ୍ବୀ ନଗରରେ ଘଟିଥିବା ବେଳେ ଜଣେ ଜୁଏଲରୀ ମାଲିକଙ୍କ ନିକଟରୁ ପ୍ରାୟ ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର … Read More

ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବଲାଙ୍ଗିର:-ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଆଜି ଘଟିଛି ଏକ ଦୁଃଖଦ ଘଟଣା। ମେଡିକାଲ୍ କଲେଜ ହଷ୍ଟେଲ ଛାତରୁ ପଡ଼ି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ଥିଲେ। ତାଙ୍କ ନାଁ … Read More

ସ୍ୱାମୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ତ୍ରୀ : କହିଲେ- ଡ୍ରାଇଭର ସହ ମୋର ସମ୍ପର୍କ ନାହିଁ

ଭୁବନେଶ୍ୱର:-ସ୍ୱାମୀକୁ ହତ୍ୟା ପାଇଁ ସୁପାରି ଦେଇଥିବା ସ୍ତ୍ରୀ ଓ ସୁପାରି ନେଇଥିବା ଅଭିଯୁକ୍ତକୁ ଖୋଜୁଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। କିନ୍ତୁ ସେପଟେ ଅଭିଯୁକ୍ତ ସ୍ତ୍ରୀ ସିଲ୍‌ସିଲା ବେହେରା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଡ୍ରାଇଭର ସହିତ ମୋର ସଂପର୍କ … Read More

ହାତୀଙ୍କ ଚଳପ୍ରଚଳ ପାଇଁ ନିର୍ମାଣ ହେବ ରେଲୱେ ଓଭର ପାସ୍

ଢେଙ୍କାନାଳ: ସୁରକ୍ଷିତ ରହିବେ ଗଜରାଜ । ଓଡ଼ିଶାରେ ହାତୀଙ୍କ ଚଳପ୍ରଚଳ ପାଇଁ ହେବ ରେଲୱେ ଓଭର ପାସ୍ । ବନ ବିଭାଗ ଓ ରେଳବାଇର ମିଳିତ ଉଦ୍ୟମରେ ରାଜ ଆଠଗଡ଼ ଅଭୟାରଣ୍ୟରେ ରେଲୱେ ଲାଇନ୍ ଉପରେ ହେବ ୧୦୦ ମିଟରର ଓଭର ପାସ୍ … Read More

ଜୁନରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍

କଟକ:- ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । କଟକ ବାରବାଟୀକୁ ଫେରିବ କ୍ରିକେଟ ଫିଭର । ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ । ଜୁନ ୧୨ରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ … Read More