ଗାଡ଼ି ଯାଞ୍ଚ ପାଇଁ ପୁଲିସକୁ ମିଳିବ ଅଧିକ କ୍ଷମତା

ଭୁବନେଶ୍ବର,: -ସଡ଼କ ସୁରକ୍ଷା ଦାୟିତ୍ବରେ ଥିବା ପରିବହନ ବିଭାଗ ଏବେ ପୁଲିସର ଅଧିକ ସହାୟତା ନେବାକୁ ଯୋଜନା କରିଛି। କିନ୍ତୁ ତାହା ସଡ଼କ ସୁରକ୍ଷା ପାଇଁ ନୁହେଁ ବରଂ ଜୋରିମାନା ଆଦାୟ ପାଇଁ ପୁଲିସକୁ ଅଧିକ କ୍ଷମତା ଦିଆଯାଉ ବୋଲି କହିଛି। … Read More

କୁଷ୍ଠ ରୋଗୀଙ୍କୁ ମିଳିବ ସମ୍ମାନ, ଉଛେଦ ହେବ ବ୍ରିଟିଶ ଅମଳର ଆଇନ

ଭୁବନେଶ୍ବର:- ଆଜିର ଯୁଗରେ ବି କୁଷ୍ଠ ରୋଗୀଙ୍କୁ ଘୃଣା ଚକ୍ଷୁରେ ଦେଖା ଯାଉଛି। ସେମାନଙ୍କୁ ଅଭିଷପ୍ତ ବୋଲି ବିବେଚନା କରାଯାଉଛି। ସମ୍ମାନ ମିଳୁନି, ଅଧିକାର ଦିବା ସ୍ବପ୍ନ ପାଲଟିଛି। ବଡ଼ କଥା ହେଲା ବିଧିବ୍ୟବସ୍ଥାରେ ଏପରି କିଛି ପୁରୁଣା ଆଇନ ଅଜି … Read More

ଅଧିକାରୀଙ୍କ ଅବହେଳା, ମାତ୍ର ୭% ଧାନ ଗାଡିରେ ଲାଗିଛି ଭିଟିଏସ୍‌

ଭୁବନେଶ୍ବର:- ଧାନ କିଣା ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ ପାଇଁ ପରିବହନରେ ନିୟୋଜିତ ସମସ୍ତ ଗାଡିରେ ଭେହିକିଲ ଟ୍ରାକିଂ ସିଷ୍ଟମ୍ (ଭିଟିଏସ୍) ଲଗାଇବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ କିଛି ଜିଲାରେ ଏହି ନିର୍ଦେଶର ଉଲ୍ଲଘଂନ କରାଯାଇଥିବା ଜଣାପଡିଛି। ବଡ଼ କଥା ହେଉଛି … Read More

ପ୍ରତିଷ୍ଠା ହେବ ଡିପ୍ ୱାଟର୍ ପୋର୍ଟ, କଣ୍ଟେନର ଟର୍ମିନାଲ

ଭୁବନେଶ୍ବର:- ରାଜ୍ୟରେ ନଦୀ ସଂଯୋଗୀକରଣ ପ୍ରକଳ୍ପ ଆଗକୁ ବଢ଼ୁଥିବା ବେଳେ ନୌବାଣିଜ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ସବୁ ଋତୁକାଳୀନ ଗଭୀର ଜଳ ବନ୍ଦର (ଡିପ୍ ୱାଟର ପୋର୍ଟ) ପ୍ରତିଷ୍ଠା କରିବା ପାଇଁ ପ୍ରକ୍ରିୟା ଆରମ୍ଭ … Read More

ମଞ୍ଚମୟୁରୀର ପ୍ରଥମ ନାଟକ ଭକ୍ତ ବଳରାମ ଦାସ

ଭୁବନେଶ୍ବର:- ମଞ୍ଚମୟୂରୀ ନାଟ୍ୟାନୁଷ୍ଠାନର ପ୍ରଥମ ଅବଦାନ ତଥା ଭକ୍ତିରସାତ୍ମକ ନାଟକ ଭକ୍ତ ବଳରାମ ଦାସ ଜୁଲାଇ ୪ ତାରିଖ ସଂଧ୍ୟାରେ ସ୍ଥାନୀୟ ଭଞ୍ଜକଳା ମଣ୍ଡପ ଠାରେ ମଞ୍ଚସ୍ଥ ହେବ। ବରିଷ୍ଠ ଅଭିନେତା ସତ୍ୟରଞ୍ଜନ ମିଶ୍ର ଏହାର ରଚନା ଓ ନିର୍ଦେଶନା ଦାୟିତ୍ବ … Read More

ଗାଁକୁ ଯିବେ ଆଇଏଏସ

ଚାଲି ଚାଲି ଯିବେ, ଲୋକଙ୍କ ଦୁଃଖ ଶୁଣିବେ ଭୁବନେଶ୍ବର,:- କେବଳ ସଚିବାଳୟରେ ବସିଲେ ହେବ ନାହିଁ। ସହରାଞ୍ଚଳରେ, ପଞ୍ଚାୟତରେ ଲୋକେ କେଉଁ ପ୍ରକାର ଦୁର୍ଦ୍ଦଶା ଭୋଗୁଛନ୍ତି ତାହା ଅଙ୍ଗେ ନିଭାଇବେ ଆଉ ପ୍ରତିକାର ପାଇଁ ପଦକ୍ଷେପ ନେବେ। ଦିନେ ଦୁଇ ଦିନ … Read More

ବରିଷ୍ଠ ନାଗରିକଙ୍କ ଦୁଃଖ ବୁଝିବ କିଏ

ଭୁବନେଶ୍ବର:-ରାଜ୍ୟରେ ନିର୍ଯ୍ୟାତିତ ଓ ଅସହାୟ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢ଼ି ଚାଲିଛି। କିଏ ପରିବାର ଭିତରେ ରହି ଯନ୍ତ୍ରଣା ପାଉଛି ତ ଆଉ କିଏ କୋର୍ଟ କଚେରୀ ଦୌଡ଼ି ନ୍ୟାୟ ପାଇବା ପାଇଁ ଅସମର୍ଥ। ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା … Read More

କିସମ ବଦଳାଇ ଲିଜ୍ ଜମି ହଡ଼ପ

ଅଦାଲତକୁ ଦୌଡ଼ି ସରକାର ନୟାନ୍ତ ଭୁବନେଶ୍ବର :- ଶିଳ୍ପ, ବ୍ୟବସାୟ, ସମାଜ ସେବା, ଦାତବ୍ୟ ଅନୁଷ୍ଠାନ ଭଳି କାମ ପାଇଁ ସରକାରଙ୍କ ଠାରୁ ଲିଜ୍ ସୂତ୍ରରେୁ ଜମି ନେଉଛନ୍ତି। କିନ୍ତୁ କାଗଜପତ୍ରରେ ଜାଲିଆତି କରି ବନି ଯାଉଛନ୍ତି ଲିଜ୍ ଜମିର ମାଲିକ। … Read More

ବନ୍ୟା ରିଲିଫ କମିଟି ଗଠନ କଲା ପିସିସି

ଉଦ୍ଧାର ଓ ରିଲିଫ୍ ପାଇଁ କଂଗ୍ରେସ ଗଠନ କଲା କମିଟି ଭୁବନେଶ୍ବର,୨୩।୬: ବାଲେଶ୍ବର ଜିଲାରେ ବନ୍ୟା ପ୍ଳାବିତଙ୍କ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତଦାରଖ କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି। … Read More

ଥାନା ହାଜତରେ ଛେଳି, ଖାଇବାକୁ ନାହିଁ ଘାସ

ମାଲକାନଗିରି:-ଥାନାରେ ବନ୍ଧା ପଡ଼ିଛି ଛେଳି । ପୁଲିସ ଭ୍ୟାନରେ ଆଣି ଥାନା ପରିସରରେ ଛେଳିକୁ ବାନ୍ଧି ରଖିଛି ପୁଲିସ । ଏଭଳି ଘଟଣା ଘଟିଛି ମାଲକାନାଗିରି ଜିଲ୍ଲା ମଡେଲ ଥାନାରେ । ମାଲାକନଗିରି ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ା ଅଞ୍ଚଳରେ କୁକୁଡ଼ା ଲଢ଼େଇ … Read More