ସାଵଧାନ ଷ୍ଟେସନବଜାର ମଦ ମାଫିଆ, ବୁଲୁଛି ଥାନା ଅଧିକାରୀଙ୍କ ଖଣ୍ଡା, ଦୁଇ ବେପାରୀଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର:(ଆମ ପ୍ରତିନିଧି)-ସାଵଧାନ ଷ୍ଟେସନ ବଜାର ମଦ ମାଫିଆ। ବୁଲୁଛି ଲଷ୍ମୀସାଗର ଥାନା ଅଧିକାରୀ ଓମ ପ୍ରକାଶ ମହାନ୍ତିଙ୍କ ଖଣ୍ଡା। ଆଉ ବରଦାସ୍ତ କରାଯିବନି। ଯେତିକି ବିକିଲ ବହୁତ ହୋଇଗଲା। ଚୋରା ମଦ ବିକିଲେ ଝାରପଡା ଜେଲକୁ ଯିବାକୁ ପଡ଼ିବ। ଏଭଳି ଭାବରେ … Read More










