ଚାଷୀଙ୍କ ପାଇଁ ବିଜେପିର ଲଢେଇ ଆରମ୍ଭ

ଭୁବନେଶ୍ୱର: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାର ୨୦୨୨ ମସିହା ସୁଦ୍ଧା ଦେଶର ଚାଷୀଙ୍କ ଆୟ ୨ ଗୁଣ କରିବାର ନିଷ୍ପତି ନେଇଥିବାବେଳେ ଅନ୍ୟପଟେ ଓଡିଶା ସରକାର ୨୦୨୨ ମସିହା ସୁଦ୍ଧା ତଳିତଳାନ୍ତ କରିଦେବାର ନିଷ୍ପତି ନେଇଛନ୍ତି । … Read More

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆଜି ସନ୍ଧ୍ୟା ୬ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଯାଇଛି । … Read More

ଧାନ କିଣା ଅନିୟମିତତା ଅଭିଯୋଗରେ ୧୫ ପ୍ୟାକ୍ସ ସଂପାଦକ ନିଲମ୍ବିତ

ଭୁବନେଶ୍ୱର: ୨୦୨୦-୨୧ ଖରିଫ ବିପଣନ ଋତୁରେ ଖରିଫ ଧାନ କିଣାରେ ଅନିୟମିତତା ଓ ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଂଘନ ଅଭିଯୋଗରେ ୧୫ ଜଣ ପ୍ରାଥମିକ ସମବାୟ ସମିତିର ସଂପାଦକଙ୍କୁ ସମବାୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି ଓ ଜଣେ ଡାଟା ଏଣ୍ଟି୍ର ଅପରେଟରଙ୍କୁ … Read More

ଦୁର୍ଘଟଣା ନେଲା ଯୁବକଙ୍କ ଜୀବନ

ଯାଜପୁର: ଯାଜପୁର ଜିଲା ବରୀ-ବରୁଆଁ ପୂର୍ତ୍ତ ବିଭାଗ ରାସ୍ତାର ରଘୁନାଥପୁରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୨ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଯାଜପୁର ସଦରଥାନା ଅଧୀନ … Read More

ପାଟ୍ରୋଲିଂ ନାହିଁ, ଚେକିଂ ଜୋରଦାର

ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନକୁ କିପରି କଡ଼ାକଡ଼ି ପାଳନ କରାଯିବ ସେ ଦିଗରେ କମିଶନରେଟ ପୋଲିସ ବେଶ୍ ଗୁରୁତ୍ୱ ଦେଉଛି । ଯିଏ ଟିକେ ବି ନିୟମ ଖିଲାପ କରୁଛନ୍ତି ତାଙ୍କ ନିକଟକୁ ମୋଟା ଅଙ୍କର ଚାଲାଣ ଆସୁଛି । … Read More

ବାଇଡେନ ଯୁଗ ଆରମ୍ଭ

ୱାଶିଂଟନ: ବହୁ ବିବାଦ ଓ ବାଧାବିଘ୍ନ ପରେ ଆମେରିକାରରେ ଆରମ୍ଭ ହେଲା ଜୋ ବାଇଡେନ ଓ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କ ଶାସନ। ଆଜି ଭାରତୀୟ ସମୟ ଠିକ୍ ୧୦.୧୧ରେ କ୍ୟାପିଟଲ ହିଲ୍ସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର … Read More

ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ବ୍ରିସବେନ୍: ସିଡନୀର ଜବରଦସ୍ତ ଡ୍ର’ ପରେ ସବୁ ଆକଳନ ଓ ଅଙ୍କକଷାକୁ ଭୁଲ ପ୍ରମାଣିତ କରି ରାହାଣେ ବାହିନୀ ବ୍ରିସବେନରେ ଚମତ୍କାର ବିଜୟ ହାସଲ କରିଛି। କଙ୍ଗାରୁଙ୍କୁ ତାଙ୍କ ନିଜ ମାଟିରେ ଧୂଳି ଚଟାଇ ୨-୧ରେ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ। … Read More

ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର : ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଗିରଫ କରିଛି ଉମରକୋଟ ପୁଲିସ୍। ତାଙ୍କୁ ଟିକିରିରୁ ଗିରଫ କରାଯାଇଛି। ଏସ୍‌ଡିପିଓ ହେମନ୍ତ କୁମାର ପାଢ଼ୀ ଏହି ସୂଚନା ଦେଇଛନ୍ତି। ଉମରକୋଟ ଥାନା ତାଲାପଦରରେ ନିର୍ମାଣ … Read More

ଏଏସ୍‌ଆଇ ଗିରଫ, ଏସ୍‌ଆଇ ସସପେଣ୍ଡ

ପୁରୀ: ଦୁଇ ପୁଲିସ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପୁରୀ ଏସପି କନୱର ବିଶାଲ ସିଂହ। ଅପରାଧିକ ଅଭିଯୋଗ ଆସିବା ପରେ ଗୋଟିଏ ଦିନରେ ପୁରୀ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦରଥାନା ଏସଆଇଙ୍କୁ  … Read More

ରୋଜ ଭ୍ୟାଲି ଗ୍ରୁପ୍ ମୁଖ୍ୟ ଗୌତମଙ୍କ ପତ୍ନୀ ଶୁଭ୍ରା ଗିରଫ

ଭୁବନେଶ୍ୱର: ରୋଜ୍ ଭ୍ୟାଲି ଗ୍ରୁପ୍ ଚିଟଫଣ୍ଡ ସ୍କାମ ମାମଲାରେ ସିବିଆଇର ଆକ୍ସନ୍ । ଦୀର୍ଘଦିନ ନିରବତା ପରେ ପଞ୍ଛା ମାରିଛି ସିବିଆଇ । ପୂର୍ବରୁ ରୋଜ ଭ୍ୟାଲି ଗ୍ରୁପ୍ ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ସିବିଆଇ ଗିରଫ କରିଥିବା ବେଳେ ଆଜି କୋଲକାତାରୁ … Read More