ଟେଷ୍ଟ ଅଧିନାୟକ ପଦ ଛାଡିଲେ ବିରାଟ କୋହଲି

ନୂଆଦିଲ୍ଲୀ  :- ଟେଷ୍ଟ ଅଧିନାୟକ ପଦ ଛାଡି​‌ଲେ ବିରାଟ କୋହଲି । ଭାରତୀୟ ଦଳର ଟେଷ୍ଟ ଫର୍ମାଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି କୋହଲି । ଏ ନେଇ ବିରାଟ କୋହଲି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ପୂର୍ବରୁ ଟ୍ବେଣ୍ଟି … Read More

ଭାଙ୍ଗିଲା ଭାରତର ସ୍ଵପ୍ନ, ୨-୧ରେ ଟେଷ୍ଟ ସିରିଜ୍ ଜିତିଲା ଦକ୍ଷିଣ ଆଫ୍ରିକା,

କେପଟାଉନ;-ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ମାଟିରେ ନିଜର ପ୍ରଥମ ଟେଷ୍ଟ ସିରିଜ୍ ବିଜୟ ହାସଲ କରିବ। ତେବେ ଏହି ଆଶା ଆଶାରେ ହିଁ ରହିଗଲା। ପ୍ରଥମ ଟେଷ୍ଟ ଜିତି ସିରିଜ୍‌ରେ ଅଗ୍ରଣୀ ହାସଲ କରିଥିବା ଭାରତ ନିଜର ବ୍ୟାଟିଂ ଦୁର୍ବଳତା କାରଣରୁ … Read More

ଫେବ୍ରୁଆରୀ ୧୫ରେ ବାରବାଟୀ T20 ମ୍ୟାଚ୍

କଟକ:- ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରୀ ୧୫ରେ ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ଟେ୍ଵଣ୍ଟି ୨୦ ମ୍ୟାଚ୍‌ । ଏହି ମ୍ୟାଚକୁ ସଫଳ କରିବାକୁ ଓସିଏ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଆଜି ଏନେଇ ବାରବାଟୀ ଷ୍ଟାଡିୟମରେ … Read More

ଦ୍ବିତୀୟ ଟେଷ୍ଟରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ଘରୋଇ ଦଳ । ଦ୍ବିତୀୟ ଇନିଂସରେ ଫେଲ ମାରିଲେ ପେସ୍‌ ବାହିନୀ । ଅଧିନାୟକ ଡିନ୍‌ ଏଲଗାରଙ୍କ ଚମତ୍କାର ବ୍ୟାଟିଂ … Read More

ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ବ୍ରିସବେନ୍: ସିଡନୀର ଜବରଦସ୍ତ ଡ୍ର’ ପରେ ସବୁ ଆକଳନ ଓ ଅଙ୍କକଷାକୁ ଭୁଲ ପ୍ରମାଣିତ କରି ରାହାଣେ ବାହିନୀ ବ୍ରିସବେନରେ ଚମତ୍କାର ବିଜୟ ହାସଲ କରିଛି। କଙ୍ଗାରୁଙ୍କୁ ତାଙ୍କ ନିଜ ମାଟିରେ ଧୂଳି ଚଟାଇ ୨-୧ରେ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ। … Read More