ବିଏମ୍ସି ଠିକା କର୍ମଚାରୀଙ୍କୁ ଆକ୍ରମଣ କରି କଲେ ଲହୁଲୁହାଣ , ଘରେ ପଶି ଫ୍ରିଜ୍, ବାଇକ୍ ଭଙ୍ଗାରୁଜା
ଭୁବନେଶ୍ୱର :- ଗତକାଲି ବିଳମ୍ବିତ ରାତିରେ ବିଏମ୍ସିରେ ସୁପରଭାଇଜର କାର୍ଯ୍ୟକରୁଥିବା ଜଣେ ଠିକା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଆକ୍ରମଣରେ ଠିକା କର୍ମଚାରୀ ଇନ୍ଦ୍ରଜିତ ନାୟକ(୪୦) ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଇନ୍ଦ୍ରଜିତ ଥାନାରେ … Read More










