ଉତ୍ତରପ୍ରଦେଶରୁ ଉଦ୍ଧାର ହେଲେ କନ୍ଧମାଳର ଯୁବତୀ

ଭୁବନେଶ୍ବର::-କନ୍ଧମାଳ ଯୁବତୀ ଉତ୍ତରପ୍ରଦେଶରୁ ଉଦ୍ଧାର । ଚାକିରୀ ଦେବା ନାଁରେ ଯୁବତୀଙ୍କୁ ଦଲାଲ କନ୍ଧମାଳରୁ ଉତ୍ତରପ୍ରଦେଶ ନେଇଗଲା । ସେଠାରେ ଚାକିରୀ କରାଇଦେବା ସହ ଦିନକୁ ୨ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲା । ହେଲେ ସେଠାରେ ପହଞ୍ଚିବା ପରେ ୨ ଯୁବତୀଙ୍କୁ ଚାକିରୀ ବଦଳରେ ଶାରିରୀକ ମାନସିକ ନିର୍ଯାତନା ଦିଆଯାଉଥିଲା । ସେମାନଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଉଥିଲା । ଏହି ସମସ୍ତ ଅଭିଯୋଗ ନୟାପଲ୍ଲୀ ଥାନାରେ କରାଯାଇଥିଲା । ସେଠାରୁ ୟୁପି ପୁଲିସକୁ ଘଟଣା ସମ୍ପର୍କରେ ଜଣାଯିବା ପରେ ଦୁଇ ଯୁବତୀଙ୍କୁ ୟୁପିରୁ ଉଦ୍ଧାର କରାଯାଇଛି ।

Leave a Reply

Your email address will not be published. Required fields are marked *