ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ବ୍ରିସବେନ୍: ସିଡନୀର ଜବରଦସ୍ତ ଡ୍ର’ ପରେ ସବୁ ଆକଳନ ଓ ଅଙ୍କକଷାକୁ ଭୁଲ ପ୍ରମାଣିତ କରି ରାହାଣେ ବାହିନୀ ବ୍ରିସବେନରେ ଚମତ୍କାର ବିଜୟ ହାସଲ କରିଛି। କଙ୍ଗାରୁଙ୍କୁ ତାଙ୍କ ନିଜ ମାଟିରେ ଧୂଳି ଚଟାଇ ୨-୧ରେ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ। … Read More

ରୋଜ ଭ୍ୟାଲି ଗ୍ରୁପ୍ ମୁଖ୍ୟ ଗୌତମଙ୍କ ପତ୍ନୀ ଶୁଭ୍ରା ଗିରଫ

ଭୁବନେଶ୍ୱର: ରୋଜ୍ ଭ୍ୟାଲି ଗ୍ରୁପ୍ ଚିଟଫଣ୍ଡ ସ୍କାମ ମାମଲାରେ ସିବିଆଇର ଆକ୍ସନ୍ । ଦୀର୍ଘଦିନ ନିରବତା ପରେ ପଞ୍ଛା ମାରିଛି ସିବିଆଇ । ପୂର୍ବରୁ ରୋଜ ଭ୍ୟାଲି ଗ୍ରୁପ୍ ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ସିବିଆଇ ଗିରଫ କରିଥିବା ବେଳେ ଆଜି କୋଲକାତାରୁ … Read More

ନିଧି ରାଜଦାନଙ୍କୁ ହାର୍ଭାର୍ଡ ଝଟକା, ଚାକିରି ନେଲା ସାଇବର ଫ୍ରଡ୍

ନୂଆଦିଲ୍ଲୀ: ଅନଲାଇନ୍ ଲୁଟ୍ କଥା ତ ଜାଣିଥିବେ । ତେବେ, କେବେ ଭାବିଛନ୍ତି କି ଅନଲାଇନ୍ ଫ୍ରଡ୍ ଯୋଗୁଁ ଚାକିରି ଚାଲିଯିବା କଥା । ତାହା ପୁଣି ଅଭିଜ୍ଞ, ଜଣାଶୁଣା ସାମ୍ବାଦିକଙ୍କ । ହଁ ଏମିତି କିଛି ଘଟିଛି ଏନଡିଟିଭିର ପୂର୍ବତନ … Read More

ନବୀନ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନ ପୁଣି ନମ୍ବର ୱାନ୍ । ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ସି-ଭୋଟର ଓ ଏବିପି ଦେଶ୍ କା ମୁଡ୍ ସର୍ଭରୁ ଏହା ଜଣାପଡ଼ିଛି । ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ … Read More

ସରକାର ହ୍ୱାଟ୍ସଅପ୍ ମାମଲାରେ ହସ୍ତକ୍ଷେପ କରିପାରନ୍ତି

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଅପର ପ୍ରାଇଭେସିକୁ ନେଇ ଉଠୁଛି  ପ୍ରଶ୍ନ। ଏବେ ଏହି ମାମଲାରେ ସରକାର ହସ୍ତକ୍ଷେପ କରିବେ ବୋଲି ସୂଚନା ମିଳୁଛି । ନିକଟରେ ହ୍ବାଟ୍ସଅପ୍ ନିଜ ପ୍ରାଇଭେସି ପଲିସିରେ କିଛିଟା ପରିବର୍ତ୍ତନ ଆଣିଥିଲା । ଯାହା ମୁତାବକ … Read More

୨୯ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ସପ୍ତମ ଲୋକସଭାର ପଞ୍ଚମ ଅଧିବେଶନ ଜାନୁଆରୀ ୨୯ରୁ ଆରମ୍ଭ ହେବ। ଏହି ଅଧିବେଶନ ଏପ୍ରିଲ ୮ରେ ଶେଷ ହେବ ବୋଲି ସୂଚନା ରହିଛି। ରାଷ୍ଟ୍ରପତି ଜାନୁଆରୀ ୨୯ରେ ସକାଳ ୧୧ଟା ସମୟରେ ସଂସଦର ଦୁଇଟି ଗୃହକୁ ଏକାସାଙ୍ଗରେ ସମ୍ବୋଧିତ କରିବେ। … Read More

କୃଷି ଆଇନ୍ ଉପରେ ରୋକ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ତିନି କୃଷି ଆଇନ୍ ଉପରେ ରୋକ୍ ଲଗାଇଛନ୍ତି। ପ୍ରଧାନ ବିଚାରପତି ଏସ ଏ ବୋବଡେ କହିଛନ୍ତି ଯେ କୃଷି ଆଇନ ଲାଗୁ କରିବା ନେଇ ସାମୟିକ ସମୟ ପାଇଁ ରୋକ୍ ଲଗାଇଛୁ। ଆମର ଲକ୍ଷ୍ୟ ଏକ ସକାରାତ୍ମକ ପରିବେଶ … Read More

୨୫୧ ଟଙ୍କାରେ ସ୍ମାର୍ଟଫୋନ ଦେବାକୁ କହିଥିବା ବ୍ୟକ୍ତି ଗିରଫ

ନୋଏଡା: ମାତ୍ର ୨୫୧ ଟଙ୍କାରେ ଲୋକଙ୍କୁ ସ୍ମାର୍ଟଫୋନ୍‌ ଯୋଗାଇ ଦେବାକୁ କହି ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମୋହିତ ଗୋଏଲ ଏବେ ୨୦୦ କୋଟି ଟଙ୍କାର ଡ୍ରାଏଫ୍ରୁଟ୍‌ ଜାଲିଆତି ଘଟଣାରେ ଗିରଫ ହୋଇଛନ୍ତି। ନୋଏଡାର ଏହି ଉଦ୍ୟୋଗୀ ଜଣଙ୍କ ତାଙ୍କ ପତ୍ନୀ ଧାରଣା … Read More

ଟ୍ୱିଟରରୁ ବ୍ୟାନ୍ ହେବା ପରେ, ଟ୍ରମ୍ପଙ୍କ ନୂଆ ନିଷ୍ପତ୍ତି, ନିଜେ ଆରମ୍ଭ କରିବେ ସୋସିଆଲ୍‌ ମିଡିଆ ସାଇଟ୍

ୱାଶିଂଟନ୍ଆ:-ମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ସେଶିଆଲ୍‌ ମିଡିଆକୁ ଫୋରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏଥର କିନ୍ତୁ ସେ ନିଜର ଏକ ସାଇଟ୍ ଖୋଲି ଲୋକଙ୍କ ସହ ଯୋଡ଼ି ହେବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟକୁ ପାଖାପାଖି … Read More

ପ୍ରଯୁକ୍ତି ବିଦ୍ୟା ଯୋଗୁ ସମ୍ବାଦ ପରିବେଷଣରେ ବୈପ୍ଳବିକ ପରିବର୍ତ୍ତନ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର ମାସ୍ କମ୍ୟୁନିକେସନ ସ୍କୁଲ୍ ପକ୍ଷରୁ ପବ୍ଲିକ୍ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଗ୍ରୁପର ସହଯୋଗରେ ଭର୍ଚୁଆଲ୍ ମୋଡ୍‍ରେ ୨ୟ ଲୋକସମ୍ପର୍କ ସମିଟ୍ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କୋଭିଡ଼୍‌-୧୯ ମହାମାରୀ ସମୟରେ ଲୋକସମ୍ପର୍କ ଓ ଗଣମାଧ୍ୟମ … Read More