ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଚୋର,
ବଲାଙ୍ଗିର:-ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଚୋର। ନେଇଯାଇଛନ୍ତି ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ସହ ଗଡ୍ରେଜ୍ରେ ରହିଥିବା ନଗଦ ଟଙ୍କା। ହେଲେ ଛାଡ଼ି ଯାଇଛନ୍ତି ନିଶୁଣୀ। ବଲାଙ୍ଗିର ସହର ଅନ୍ତର୍ଗତ ସତ୍ୟନାରାୟଣପଡାରେ ଘଟିଛି ଘଟଣା। ବ୍ୟାଙ୍କ କର୍ମଚାରୀ ବିଜନ କୁମାର … Read More










