କଟକରୁ ପୁଣି ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି

କଟକ: ନକଲି କାରଖାନାର ପେଣ୍ଠ ପାଲଟିଛି କଟକ । ପୁଣି ଠାବ ହୋଇଛି ନକଲି ମସଲା ଫ୍ୟାକ୍ଟ୍ରି । ଚଢ଼ାଉ ପରେ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ମସଲା ଜବତ । କଟକ ବେଣ୍ଟକାର ଥାନା ଝିଙ୍କିରିଆ … Read More

ଦ୍ୱିତୀୟ ଦିନରେ ଭିଜିଲାନ୍ସ ରେଡ୍: ସହକାରୀ ଯନ୍ତ୍ରୀଙ୍କ ଲକ୍‌ରରୁ ମିଳିଲା ୧୪ଲକ୍ଷ ଟଙ୍କା

ସୁନାବେଡା: ସହକାରୀ ଯନ୍ତ୍ରୀଙ୍କ ଘରେ ଦ୍ୱିତୀୟ ଦିନର ମାରଥନ ରେଡ୍ । ଆଜି କୁବେର ମନୋଜ ପାତ୍ରଙ୍କ ବ୍ୟାଙ୍କ ଲକରରୁ ମିଳିଲା ନଗଦ ୧୪ ଲକ୍ଷ ୬୧ ଟଙ୍କା ସହ ଲକ୍ଷ୍ୟାଧିକ ଟଙ୍କାର ସୁନା ଅଳଙ୍କାର । ୩୭୦ ଗ୍ରାମ ସୁନା … Read More

ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ ପ୍ରାର୍ଥୀ

ନୂଆପଡ଼ା:-ଭୋଟର ଦିନକ ପୂର୍ବରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ ପ୍ରାର୍ଥୀ। ପ୍ରାର୍ଥୀ ଜଣକ ହେଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସୁନାରିଶିକୁଆରର ଚୁଳମଣି ବୈଠାରୁ। ତାଙ୍କୁ ଆଜି ସକାଳେ ଘରଠାରୁ ପ୍ରାୟ ୧କିମି ଦୂର ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର … Read More

ରାଜଧାନୀରେ ଚାଲିଥିଲା ବାଲ୍ୟ ବିବାହ, ପୁଲିସ୍‌ ଓ ଶିଶୁ ମଙ୍ଗଳ ଅଧିକାରୀ ମିଳିତ ଚଢ଼ଉ

ଭୁବନେଶ୍ୱର:-ନାନା ସଚେତନତା ସତ୍ତ୍ୱେ ରୋକା ଯାଇପାରୁ ନାହିଁ ବାଲ୍ୟ ବିବାହ। ସବୁ ଆଇନ୍‌ କାନୁନକୁ ଜଳାଞ୍ଜଳି ଦେଇ କରାଯାଇଛି ବଲ୍ୟବିବହ। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ବଡ଼ବଡ଼ ବାବୁ ଓ ନୀତି ନିର୍ଦ୍ଧାରକ ରହୁଥିବା ରାଜଧାନୀ ଭୁବନେଶ୍ୱରରେ। ଆଧାର … Read More

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ: ୨୯ ଜିଲ୍ଲାର ୫୬.୫୩ ଲକ୍ଷ ଭୋଟର ଦେବେ ଭୋଟ୍‌

ଭୁବନେଶ୍ୱର:-ବ୍ୟାପକ ହିଂସା ଓ ଗଣ୍ଡଗୋଳ ମଧ୍ୟରେ ୨ଟି ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଆସନ୍ତାକାଲି ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଂଚାୟତରେ ଉଭୟ ସରପଂଚ ଓ … Read More

ଶ୍ରୀଜିଉଙ୍କ ଆଶୀର୍ବାଦ ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ :-ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି। ସପରିବାରେ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡାଙ୍କ ସୂଚନା ଅନୁସାରେ ରାଷ୍ଟ୍ରପତି ଗର୍ଭଗୃହକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ … Read More

୨୩ରେ ୪୬ଟି ସ୍ଥାନରେ ସାନି ମତଦାନ

ଭୁବନେଶ୍ୱର :-ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯେଉଁ ୪୬ଟି ସ୍ଥାନରେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଯୋଗୁଁ ନିର୍ବାଚନକୁ ବାତିଲ କରାଯାଇଥିବା ସେସବୁ ଭୋଟ୍‌ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଆସନ୍ତା ୨୩ ତାରିଖରେ ପୁନଃ ଭୋଟ୍‌ ଗ୍ରହଣ କରିବାକୁ ରାଜ୍ୟ … Read More

ଖବର ସଂଗ୍ରହ କରିବାକୁ ଯାଇ ନିଜେ ଖବର ପାଲଟିଗଲେ ସାମ୍ବାଦିକ ରୋହିତ ବିଶ୍ବାଳ, ଲ୍ୟାଣ୍ଡମାଇନରେ ଲିଭିଗଲା ଜୀବନ ଦୀପ

କଳାହାଣ୍ଡି:-ଆଉ ଜଣେ ବରିଷ୍ଠ ସାମ୍ବାଦିକ। ଲାଣ୍ଡମାଇନରେ ଟଳି ପଡିଲେ ଏହି ବିରିଷ୍ଠ ସାମ୍ବାଦିକ। ମୃତ ସାମ୍ବାଦିକ ମୋହନଗିରି ଅଞ୍ଚଳର ରୋହିତ ବିଶ୍ୱାଳ । କଳାହାଣ୍ଡ ଜିଲ୍ଲା ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ମାଓବାଦୀ ପୋଷ୍ଟର ଲଗାଇଥିଲେ । ନିର୍ବାଚନ ବର୍ଜନ … Read More

ଚାକିରି ପାଇବ ଯଦି ଶାରୀରିକ ସମ୍ପର୍କ ରଖିବାକୁ ପଡିବ,କନ୍‌ସଲଟାନ୍ସି ସଂସ୍ଥା ନାଁରେ ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ବର:-ସରକାରୀ ଚାକିରି କରାଇ ଦେବାକୁ କହି ଲୁଟୁ ଥିଲେ ଟଙ୍କା । ଏମିତିକି ଚାକିରି ପାଇବାକୁ ହେଲେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଉଥିଲା । ଭୁବନେଶ୍ୱରର ଏକ କନ୍‌ସଲଟାନ୍ସି ସଂସ୍ଥା ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ନାଲକୋ … Read More

ଓଡିଶାର ଦାବିଠାରୁ ଅଧିକ ଅର୍ଥ ମିଳିଛି:ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର:-୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ବଜେଟକୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସାମ୍ବାଦିକ ସମ୍ମିଳନୀ। ସମ୍ମିଳନୀ ଆରମ୍ଭ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ସ୍ୱର ସାମ୍ରାଜ୍ଞି ଲତା ମଙ୍ଗେଶରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ … Read More