ଭୁବନେଶ୍ୱରରେ କେଉଁ ୱାର୍ଡରେ କିଏ ଜିତିଲା, ପଢ଼ନ୍ତୁ,…..

ଭୁବନେଶ୍ୱର:-ଭୁବନେଶ୍ୱର ମହାନଗର ନିଗମ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆସିଯାଇଛି। ମେୟର ପଦବୀରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ବିଜୟୀ ହୋଇଛନ୍ତି। ସେହିପରି ଅଧିକାଂଶ ୱାର୍ଡରେ ବିଜେଡିର କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୬୭ଟି ୱାର୍ଡରୁ ୪ଟିକୁ ଛାଡ଼ି ଦେଲେ ବାକି ସବୁର ଫଳାଫଳ ଆସିଯାଇଛି। ଆଉ ସେଥିରୁ ୪୪ଟିରେ ବିଜେଡିର କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେପିକୁ ମାତ୍ର  ୧୦ଟି ଆସନ ମିଳିଛି। ସେହିପରି ୯ଟିରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନି। କେଉଁ ୱାର୍ଡରେ କେଉଁ ଦଳର କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ନିମ୍ନରେ ପଢ଼ି ନିଅନ୍ତୁ।

୧. ମିହିର ରାଉତ (ବିଜେଡି)
୨. ମୋନାଲିସା ବେହେରା (ବିଜେଡି)
୩. ଲକ୍ଷ୍ମୀପ୍ରିୟା ପରିଡ଼ା (ବିଜେପି)
୪. ସୁକୁମାର ସାହୁ (ବିଜେପି)
୫. ମୀନୁଶ୍ରୀ ଖୁଣ୍ଟିଆ (ବିଜେଡି)
୬. ପ୍ରୀତିନନ୍ଦା ରାଉତରାୟ (ବିଜେଡି)
୭. ଯୋଶଧରା ପ୍ରଧାନ (ବିଜେପି)
୮. ଲାଲ ମୋହନ ଟୁଡୁ (ବିଜେଡି)
୯. ସସ୍ମିତା ସାହୁ (ସ୍ୱାଧୀନ)
୧୦. ସେକ୍ ନୁର ହାସନ୍ (ବିଜେଡି)
୧୧. ପ୍ରଭାସିନୀ ମହାନ୍ତି (ବିଜେଡି)
୧୨. ଜୟନ୍ତୀ ସାହୁ (ବିଜେଡି)
୧୩. ଇତିଶ୍ରୀ ଦାସ (ସ୍ୱାଧୀନ)
୧୪. ମୋନାଲିସା ସାହୁ (ବିଜେଡି)
୧୫. ପିଙ୍କି ସ୍ଵାଇଁ (ସ୍ୱାଧୀନ)
୧୬. ଅଚ୍ୟୁତାନନ୍ଦ ସ୍ଵାଇଁ (ବିଜେଡି)
୧୭. ପୂଜା ମହାରଣା (ବିଜେଡି)
୧୮.
୧୯.
୨୦. ପ୍ରେମାନନ୍ଦ ଜେନା (ବିଜେଡି)
୨୧.
୨୨.
୨୩. କିରଣବାଳା ମାଝୀ (ବିଜେଡି)
୨୪. ଦୀପକ ମିଶ୍ର (ସ୍ୱାଧୀନ)
୨୫. ମାନସୀ ରାଣୀ ସୁନ୍ଦର୍ ରାୟ (ବିଜେଡି)
୨୬. ଭାରତୀ ସିଂ (ବିଜେଡି)
୨୭. ଶୁଭ୍ରାଂଶୁ ପଟ୍ଟନାୟକ (ବିଜେଡି)
୨୮. ଝରଣା ରାଣୀ ପତି (ବିଜେଡି)
୨୯. ଅପରୂପ ନାରାୟଣ ରାଉତ (ବିଜେପି)
୩୦. ରାଜକିଶୋର ଦାସ (ବିଜେଡି)
୩୧. ରାଜା ମହାପାତ୍ର (ବିଜେଡି)
୩୨. ଶ୍ରୀଧର ଜେନା (ବିଜେଡି)
୩୩. ଧରିତ୍ରୀ ଜେନା (ବିଜେପି)
୩୪. ପୁଷ୍ପାଞ୍ଜଳି ସେଠୀ (ବିଜେଡି)
୩୫. ରଞ୍ଜୁଲତା ରାୟ (ବିଜେଡି)
୩୬. ଅଲିଅଳି ମଲ୍ଲିକ (ବିଜେଡି)
୩୭. ବନ୍ଦିତା ପାଲ (ସ୍ୱାଧୀନ)
୩୮. ପଦ୍ମଜା ପ୍ରିୟଦର୍ଶିନୀ ଜେନା (ବିଜେଡି)
୩୯. ଗୀତାଞ୍ଜଳି ସାହୁ (ବିଜେପି)
୪୦. ଆଶୀୟା ବେଗମ (ବିଜେଡି)
୪୧. କବିତା ସ୍ଵାଇଁ (ବିଜେଡି)
୪୨. ଆଶିଷ କୁମାର ପଟ୍ଟନାୟକ (ବିଜେଡି)
୪୩. ଭରତ କୁମାର ଲେଙ୍କା (ବିଜେଡି)
୪୪. ଅଜିତ ବେହେରା (ବିଜେଡି)
୪୫. ଅମରେଶ ଜେନା (ବିଜେଡି)
୪୬. ପୁଷ୍ପିତା ରାଉତ (ସ୍ୱାଧୀନ)
୪୭. ସମିତା ମହାନ୍ତି (ବିଜେଡି)
୪୮. ସୁଚିତ୍ରା ପାତ୍ର (ବିଜେପି)
୪୯. ପୁଷ୍ପିତା ପଟ୍ଟନାୟକ (ବିଜେଡି)
୫୦. ରାମଚନ୍ଦ୍ର ରଣସିଂହ (ବିଜେପି)
୫୧. ବିନୟନୀ ଜେନା (ବିଜେଡି)
୫୨. ଶ୍ରୀଧର ବେହେରା (ବିଜେଡି)
୫୩. ମହାମାୟା ସ୍ଵାଇଁ (ବିଜେଡି)
୫୪. ଶିବପ୍ରସାଦ ବେହେରା (ବିଜେଡି)
୫୫. ନୃପେଶ ନାଏକ (ବିଜେଡି)
୫୬. କେ ଶାନ୍ତି (ବିଜେଡି)
୫୭. ସନ୍ତୋଷ କୁମାର ସିଂହ (ବିଜେଡି)
୫୮. ନମିତା ମହାପାତ୍ର (ସ୍ୱାଧୀନ)
୫୯. ବିରଞ୍ଚି ନାରାୟଣ ମହାସୁପକାର (ବିଜେଡି)
୬୦. ଚନ୍ଦ୍ରଶେଖର ମଲିଆ (ସ୍ୱାଧୀନ)
୬୧. ଶିବ ପ୍ରସାଦ ରାୟ (ବିଜେଡି)
୬୨. ଚାରୁଲତା ସାମନ୍ତରାୟ (ବିଜେଡି)
୬୩. ସୁଜାତା ଛୋଟରାୟ (ବିଜେପି)
୬୪. ସକିବା ମୁସାରଫ (ବିଜେଡି)
୬୫. ରଶ୍ମୀରେଖା ପାଟ୍ଟଶାଣୀ (ସ୍ୱାଧୀନ)
୬୬. ଛବି ଦାସ (ବିଜେଡି)
୬୭. ମଧୁସ୍ମିତା ପ୍ରଧାନ (ବିଜେପି)

Leave a Reply

Your email address will not be published. Required fields are marked *