ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ୬ଜଣ ଲୁଟେରା ସମେତ ୮ ଗିରଫ
ଭୁବନେଶ୍ୱର:- ରାଜଧାନୀରୁ ବାଇକ୍ ଚୋରି କରୁଥିବା ଏକ ଲୁଟେରା ଗ୍ୟାଙ୍ଗ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । ୬ଜଣ ପେଶାଦାର ଲୁଟେରା ସମେତ ୨ଜଣ ଗ୍ରାହକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ପୁଲିସ ୩୦ଟି ଚୋରି ବାଇକ୍କୁ ଜବତ କରିଛି … Read More










