ବାହୁବଳୀ’ ଲୁକ୍ରେ ୱାର୍ଣ୍ଣର
ସିଡ୍ନୀ:-ଅଷ୍ଟ୍ରେଲିଆର ଦୁର୍ଦ୍ଧର୍ଷ ଓପନର ଡେଭିଡ୍ ୱାର୍ଣ୍ଣର ଲକ୍ଡାଉନ୍ରେ ଘରେ ସମୟ ବିତାଉଛନ୍ତି । କିନ୍ତୁ ସେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଇନ୍ଷ୍ଟଗ୍ରାମ୍ରେ ନିୟମିତ ‘ଟିକ୍ଟକ୍’ ଭିଡିଓ ଛାଡ଼ି ପ୍ରଶଂସକମାନଙ୍କୁ ମନୋରଞ୍ଜନ କରାଇବାରେ ଲାଗି ପଡ଼ିଛନ୍ତି । ଆଜି … Read More










