ଦିଅରଙ୍କର ପ୍ରେମରେ ପଡିଗଲେ ଭାଉଜ, ୨ ବର୍ଷ ପର୍ଯ୍ୟନ୍ତ ଲୁଚି ଲୁଚି ରଖିଲେ ସମ୍ବନ୍ଧ

ପଞ୍ଜାବ ରେ ମାଛିବଡା ଥାନା କୁମ୍ଭକାଳ ଅଧୀନ ରେ ଥିବା ଏକ ଗ୍ରାମ ରେ ଜଣେ ବିବାହିତା ନିଜ ଦିଅର ଉପରେ ଗମ୍ଭୀର ଆରୋପ ଆଣିଛନ୍ତି I ତାଙ୍କ ର ଆରୋପ ଅନୁସାରେ ତାଙ୍କ ଦିଅର ତାଙ୍କୁ ବିବାହ କରିବା ର ପ୍ରଲୋଭନ ଦେଖାଇ ତାଙ୍କ ର ଅଶ୍ଳୀଳ ଭିଡିଓ କରି ତାଙ୍କ ସହ ଅନୈତିକ ସମ୍ପର୍କ ରଖୁଥିଲା I

ମିଳିଥିବା ସୂଚନା ଅନୁସାରେ ମହିଳା ମନ୍ଦୀପ କୋର ଫତେହଗଡ ଜିଲ୍ଲା ରେ ରୁହନ୍ତି I ତାଙ୍କ ବିବାହ 2009 ମସିହା ରେ ଥାନା କୁମ୍ଭକଳା ରେ ଏକ ଗ୍ରାମ ରେ ହେଇଥିଲା I ତାଙ୍କ ପତି ବିଦେଶ ରେ ଚାକିରୀ କରିଥାନ୍ତି I ଏବଂ ତାଙ୍କ ର ଜଣେ ସମ୍ପର୍କୀୟ ଦିଅର ଘର କୁ ଯିବା ଆସିବା କରିଥାନ୍ତି I ତେବେ ଇତି ମଧ୍ୟ ରେ ଏହି ମହିଳା ଙ୍କ ର ତାଙ୍କ ଦିଅର ଙ୍କ ସହ ଅଣନୀତିକ ସମ୍ପର୍କ ଗଢି ଉଠିଥିଲା I ତେବେ ଏହି ସମ୍ପର୍କୀୟ ଦିଅର ତାଙ୍କୁ ବିବାହ ର ପ୍ରଲୋଭନ ଦେଖାଇ ତାଙ୍କ ର କିଛି ଅଶ୍ଳୀଳ ଭିଡିଓ କୁ ରଖିଥିଲେ I ବିଗତ ଦୁଇ ବର୍ଷ ହେବ ଏହି ଦିଅର ତାଙ୍କୁ ଏପରି ଠକି ଆସୁଥିଲେ I

ଏହି ବିବାହିତା ମହିଳା ଏହି ଆରୋପ ଲଗାଇଛନ୍ତି କି ସେ ତାଙ୍କ ଦିଅର ଙ୍କ କଥା ରେ ପଡି ତାଙ୍କ ପତି ଙ୍କୁ ଛାଡପତ୍ର ଦେଇଦେଇଛନ୍ତି I କିନ୍ତୁ ଏହା ପରେ ମଧ୍ୟ ସେହି ଦିଅର ତାଙ୍କୁ ବିବାହ କରିବା କୁ ରାଜି ହେଉ ନାହାନ୍ତି I ଏବଂ ଏହି ଅଶ୍ଳୀଳ ଭିଡିଓ କୁ ନେଇ ତାଙ୍କୁ ଧମକ ଦେଇ ତାଙ୍କ ସହ ଅନେକ ଥର ଖରାପ ସମ୍ପର୍କ ମଧ୍ୟ ରଖୁଛନ୍ତି I

ବିବାହିତା ମହିଳା ଙ୍କ କହିବା ଅନୁସାରେ ତାଙ୍କ ର ଏହି ସମ୍ପର୍କିତ ଦିଅର ଅନେକ ଥର ତାଙ୍କ ଇଚ୍ଛା ବିରୁଧ ରେ ଯାଇ ତାଙ୍କ ସହ ସମ୍ପର୍କ ରଖିଛନ୍ତି I ଏବଂ ପୋଲିସ ରେ ଅଭିଯୋଗ ଦେଲେ ଜୀବନ ରେ ମାରି ଦେବାକୁ ମଧ୍ୟ ଧମକ ଦେଇଛନ୍ତି I ଅଭିଯୋଗ ପାଇବା ପରେ ଲୁଧିଆନା ପୋଲିସ କମିଶନର ଏହି ଘଟଣା ର ତଦନ୍ତ ଆରମ୍ଭ କରିଦେଇଛନ୍ତି I

Leave a Reply

Your email address will not be published. Required fields are marked *