ଏହି ୪ଟି ଉପାୟ ଆପଣାନ୍ତୁ, ଜାଣି ପାରିବେ କି ଆପଣଙ୍କ ସାଥି ବାହାଘର ପୂର୍ବରୁ କାହା ସହ ସମ୍ବନ୍ଧ ରଖିଥିଲେ କି ନାହିଁ
ଆଜିକା ସମୟ ରେ ଯେତେବେଳେ କୌଣସି ଯୁବକ ଙ୍କ ର ପ୍ରଥମ ଗାର୍ଲଫ୍ରେଣ୍ଡ ହେଇଥାନ୍ତି , ସେତେବେଳେ ତାଙ୍କ ମନ କୁ କେବଳ ଗୋଟେ ପ୍ରଶ୍ନ ଆସିଥାଏ କଣ ତାଙ୍କ ର ଅନ୍ୟ କୌଣସି ବ୍ୟକ୍ତି ଙ୍କ ସହ ସମ୍ବନ୍ଧ ଥିଲା I ଜଣେ ଯୁବକ , ଯୁବତୀ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ଆସିବା ପରେ ତାଙ୍କ ସହ ସମ୍ବନ୍ଧ ମଧ୍ୟ ରଖିଥାନ୍ତି I
କିନ୍ତୁ ଯୁବତୀ ଙ୍କୁ ବିବାହ କରିବା ପରେ ଆପଣ ଙ୍କ ମନ ରେ ଏହି ପ୍ରଶ୍ନ ହିଁ ଆସିଥାଏ ବିବାହ ପୂର୍ବ ରୁ ସେହି ଯୁବତୀ ଙ୍କ ର ଅନ୍ୟତ୍ର ସମ୍ବନ୍ଧ ରହିଥିଲା କି ନାହିଁ I ତେବେ ଏପରି କିଛି ଉପାୟ ରେ ଆପଣ ଏହା ଜାଣିପାରିବେ
ଯଦି ଆପଣ କୌଣସି ଯୁବତୀ ଙ୍କ ସହ ସମ୍ବନ୍ଧ ରଖିବା ସମୟ ରେ ସେ ଡର ଅନୁଭବ କରିଥାନ୍ତି ତ ଜାଣି ରଖନ୍ତୁ କି ସେ ପ୍ରଥମ ଥର ଏପରି କରୁଛନ୍ତି I ଆପଣ ଯଦି ନିଜ ଗାର୍ଲଫ୍ରେଣ୍ଡ ଙ୍କୁ ଛୁଇଁବା ସମୟ ରେ ସେ ଏପରି କରିବାକୁ ମନା କରନ୍ତି ତେବେ ଜାଣିରଖନ୍ତୁ କି ଆପଣ ଙ୍କ ର ଗାର୍ଲଫ୍ରେଣ୍ଡ ଙ୍କ ର କୁମାରୀତ୍ବ ବର୍ତମାନ ବି ରହିଛି I
ଯଦି କୌଣସି ଯୁବତୀ ମାନେ ଦୀର୍ଘ ସମୟ ଧରି ସମ୍ବନ୍ଧ ରେ ନ ଥାନ୍ତି ତେବେ ମଧ୍ୟ ତାଙ୍କ କୁମାରୀତ୍ବ ବିଷୟ ରେ ଜଣା ପଡି ନ ଥାଏ I
ଏପରି ମଧ୍ୟ କିଛି ଗାର୍ଲଫ୍ରେଣ୍ଡ ଥାଇ ପାରନ୍ତି ଯେଉଁମାନେ ଶାରୀରିକ ସମ୍ବନ୍ଧ ନ ରଖି ମଧ୍ୟ ଅନ୍ୟ କାହା ସହ ପ୍ରେମ ସମ୍ବନ୍ଧ ରେ ଥାଇ ପାରନ୍ତି ଏହା ଆପଣ ଜାଣି ନ ପାରନ୍ତି I