ପାରଲେ-ଜି ବିସ୍କୁଟରେ ଥିବା ଏହି ଛୋଟ ଝିଅଟିର ଏବେ ହୋଇଗଲାଣି ଏପରି ଅବସ୍ଥା,
ଆଜି ଆମେ ଆପଣ ଙ୍କୁ କିଛି ଏପରି ବିଜ୍ଞାପନ ବିଷୟ ରେ କହିବାକୁ ଯାଉଛୁ | ପାରଲେ ବିସ୍କୁଟ ତ ଆପଣ ଙ୍କ ର ମନେ ଥିବ ଏହା ଖୁବ ଲୋକପ୍ରିୟ ଓ ଖୁବ ପୁରୁଣା ମଧ୍ୟ ଅଟେ | ଏହି ବିସ୍କୁଟ ଉପରେ ଆପଣ ଏକ ଛୋଟ ପିଲା ର ଫୋଟୋ କୁ ଦେଖିଥିବେ | ତେବେ ଆଜିକା ସମୟ ରେ ଏହି ପିଲାଟି ର ବୟସ ଜାଣି ଆପଣ ବି ଆଶ୍ଚଯ୍ୟ ହେବେ |
ସମୟ କ୍ରମେ ସବୁ ଲୋକ ଙ୍କ ର ବୟସ ବୃଦ୍ଧି ହେଇଥାଏ | ତେବେ ଏହି ବିସ୍କୁଟ ରେ ଆପଣ ଦେଖୁଥିବା ପିଲାଟି କେବଳ ଭାରତ ରେ ନୁହେଁ ବିଦେଶ ରେ ବି ଖୁବ ଲୋକପ୍ରିୟ ଅଟେ | ଏହା ମୁମ୍ବାଇ ର ଏକ ବିସ୍କୁଟ କମ୍ପାନୀ ଅଟେ | ଏହା ସବୁଠାରୁ ପୁରୁଣା ବିସ୍କୁଟ କମ୍ପାନୀ ଅଟେ |
ପାରଲେ ଜି ବିସ୍କୁଟ କୁ ପିଲାଠାରୁ ନେଇ ବୁଢା ପର୍ଯ୍ୟନ୍ତ ସବୁ ବର୍ଗ ର ଲୋକେ ଏହି ବିସ୍କୁଟ ଖାଇଥାନ୍ତି | ଅନେକ ଲୋକ ଙ୍କ ର ଏହା ପସନ୍ଦିତା ବ୍ରାଣ୍ଡ ଅଟେ | କିନ୍ତୁ ଏହା ଆଗ ରୁ ଯେପରି ଥିଲା ଆଜି ବି ସେହିପରି ଅଛି | ଏହା ର ଡିଜାଇନ ରେ କିଛି ବି ପରିବର୍ତନ ହେଇ ନାହିଁ | ଏବଂ ଉପରେ ଯେଉଁ ପିଲାଟି ର ଫୋଟୋ ଆପଣ ଦେଖୁଛନ୍ତି ତା ନାମ ନିରୁ ଦେଶପାଣ୍ଡେ ଅଟେ | ସେ ନାଗପୁର ରେ ରୁହନ୍ତି |ପିଲାଟି ଯେତେବେଳେ 4 ବର୍ଷ ର ଥିଲା ଏହା ସେ ସମୟ ର ଫୋଟୋ | ସେ ସମୟ ରେ ତାଙ୍କ ପିତା ଏକ ଫୋଟୋ ଉଠାଇ ପାରଲେ କମ୍ପାନୀ କୁ ପଠାଇଥିଲେ | ଏବଂ ସେ ସମୟ ରୁ ନେଇ ଆଜି ପର୍ଯ୍ୟନ୍ତ ଏହି ଫୋଟୋ ଟି ସେହିପରି ରହିଛି | କିନ୍ତୁ ଏହି ପିଲାଟି ଆଜି ପ୍ରାୟ 65 ବର୍ଷ ବୟସ ର ହେଇଗଲେଣି |
ନିରୁ କିଛି ଦିନ ତଳେ ଇଂଲଣ୍ଡ ଯାଇଥିଲେ ଏବଂ ସେ ସମୟ ରେ ଏହି ବିଷୟ ରେ ଜଣାପଡିଥିଲା | କାରଣ ସେ ଏକ ମାର୍କେଟ ରେ ବୁଲିବା ସମୟ ରେ ଏକ ଦୋକାନ ରେ ଥିବା ପାରଲେ ବିସ୍କୁଟ ଉପରେ ତାଙ୍କ ର ନଜର ପଡିଥିଲା ଓ ଏହି ସମୟ ରେ ତାଙ୍କ ଆଖି ରେ ଲୁହ ଆସିଯାଇଥିଲା | ଲୋକେ ତାଙ୍କ ର ଏହି ବିସ୍କୁଟ ବ୍ୟବହାର କରିବାର ଦେଖି ଖୁବ ଖୁସି ହେଇଥିଲେ |
ଏବଂ ସେ ଏତେ ବର୍ଷ ଏକ ବିଜ୍ଞାପନ ରେ ଲୋକପ୍ରିୟତା ପାଇଥିବା ରୁ ବି ବେଶ ଖୁସି ପ୍ରକାଶ କରିଥିଲେ |