ଭାଇ ମାରିବା ପରେ ଭାଉଜଙ୍କ ସହ ଶୋଇବାକୁ ଲାଗିଲା ଦିଅର,ସବୁ ଦିନ କରିବାକୁ ଲାଗିଲା ଏମିତି କାମ…

ସମ୍ଭାଲ ରେ ବିଗତ ଦିନ ରେ ଏହିପରି ଏକ ମାମଲା ନଜର କୁ ଆସିଛି I ଯାହା ଦେଖି ଆପଣ ଆଶ୍ଚଯ୍ୟ ହେବେ I ଏହି ମାମଲା ରେ ପତି ଙ୍କ ର ମୃତ୍ୟୁ ପରେ ମହିଳା ତାଙ୍କ ଦିଅର ଙ୍କ ସହ ସମ୍ପର୍କ ରଖିବା ଆରମ୍ଭ କରିଥିଲେ I ଏବଂ ଦିଅର ଦୀର୍ଘ 2 ବର୍ଷ ହେବ ତାଙ୍କ ଭାଉଜ ଙ୍କୁ ଶାରୀରିକ ଶୋଷଣ କରି ଆସୁଥିଲେ I ଏବଂ ଶେଷ ରେ ତାଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଇଥିଲେ I ବର୍ତମାନ ମହିଳା ଏହି ମାମଲା କୁ ନେଇ ଆଇନି ର ଦ୍ୱାରସ୍ତ ହେଇଛନ୍ତି I ବର୍ତମାନ ମହିଳା ଙ୍କ ର ଅଭିଯୋଗ ପରେ ପୋଲିସ ତାଙ୍କ ଦିଅର ଙ୍କ ନାମ ରେ ଦୁଷ୍କର ର ଅଭିଯୋଗ ଆଣିଛନ୍ତି I ଏହି 28 ବର୍ଷୀୟ ମହିଳା ଙ୍କ କହିବା ଅନୁସାରେ ସେ ଝାରଖଣ୍ଡ ରେ ରୁହନ୍ତି ଏବଂ ତାଙ୍କର ବିବାହ 5 ବର୍ଷ ପୂର୍ବ ରେ ହେଇଥିଲା I

ବିବାହ ପରେ ତାଙ୍କ ବୈବାହିକ ଜୀବନ ବେଶ ଭଲ ଚାଲୁଥିଲା I କିନ୍ତୁ ବିଗତ ତିନି ବର୍ଷ ହେବ ତାଙ୍କ ପତି ଙ୍କ ର ମୃତ୍ୟୁ ହେଇଯାଇଛି I ଏହା ପରେ ସେ ମାନସିକ ଦୁଶ୍ଚିନ୍ତା ରେ ରହୁଥିଲେ I ଏହା ପରେ ତାଙ୍କ ଦିଅର ତାଙ୍କୁ ବିବାହ କରିବା ର ପ୍ରସ୍ତାବ ଦେଇଥିଲେ I ଏହା ପରେ ରାତି ରେ ତାଙ୍କ ସହ ଶୋଇବା ଆରମ୍ଭ କରିଥିଲେ I ଏହିପରି ଦିଅର ତାଙ୍କ ଭାଉଜ ଙ୍କ ର ପ୍ରତୋକ ଦିନ ଶାରୀରିକ ଶୋଷଣ କରୁଥିଲେ I ମହିଳା ବିବାହ କଥା କହିବା ରୁ ତାଙ୍କ ଦିଅର ଏହା କୁ ଅଣଦେଖା କରନ୍ତି I ଶେଷରେ ଦିନେ ତାଙ୍କ ଦିଅର ତାଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଇଥିଲେ I

ଶେଷ ରେ ମହିଳା ଏହି ମାମଲା କୁ ନେଇ ଥାନା ରେ ଅଭିଯୋଗ କରିଥିଲେ I ଏହା ପରେ ପୋଲିସ ନିଜ ଅନୁସାରେ ତଦନ୍ତ ଅରାମକରିଛି I ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କାରଣ ରୁ ମହିଳା ପୋଲିସ ଅଧକ୍ଷ୍ୟକ ଙ୍କ ର କାର୍ଯ୍ୟଳୟ କୁ ଯାଇ ଦୁଷ୍କର୍ମ ର ମାମଲା ରୁଜୁ କରିଛି I ଏବଂ ପୋଲିସ ବୁଧବାର ଦିନ ଆରୋପି ଦିଅର ଙ୍କୁ ଦୁଷ୍କର୍ମ ମାମଲା ରେ ଯାଞ୍ଚ ଆରମ୍ଭ କରିଛି I

Leave a Reply

Your email address will not be published. Required fields are marked *