ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ସୁନାଗହଣା,ଟଙ୍କା ଲୁଟ୍‌

ଭୁବନେଶ୍ୱର:-  ନୂଆପଲ୍ଲୀ ଥାନା ଅଞ୍ଚଳରେ ଲୁଟ୍‌ପାଟ ହୋଇଛି । ବନ୍ଧୁକ ଦେଖାଇ ଏକ ଦମ୍ପତ୍ତିଙ୍କ ଠାରୁ ସୁନା ଗହଣା ଏବଂ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଖବର ପାଇ ନୂଆପଲ୍ଲୀ ଥାନା ଅଧିକାରୀ ଏବଂ ଅନ୍ୟ ବରିଷ୍ଠ … Read More

ବନ୍ଧୁକ ଦେଖାଇ ଲୁଟିନେଲେ ୬ ଲକ୍ଷର ସୁନା

ଭୁବନେଶ୍ୱର:-ରାତିର ଅନ୍ଧକାରରେ ରାଜଧାନୀରେ ମାତିଲେ ଲୁଟେରା। ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଏପରି ଘଟଣା ଶତାବ୍ବୀ ନଗରରେ ଘଟିଥିବା ବେଳେ ଜଣେ ଜୁଏଲରୀ ମାଲିକଙ୍କ ନିକଟରୁ ପ୍ରାୟ ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର … Read More

ସ୍ୱାମୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ତ୍ରୀ : କହିଲେ- ଡ୍ରାଇଭର ସହ ମୋର ସମ୍ପର୍କ ନାହିଁ

ଭୁବନେଶ୍ୱର:-ସ୍ୱାମୀକୁ ହତ୍ୟା ପାଇଁ ସୁପାରି ଦେଇଥିବା ସ୍ତ୍ରୀ ଓ ସୁପାରି ନେଇଥିବା ଅଭିଯୁକ୍ତକୁ ଖୋଜୁଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। କିନ୍ତୁ ସେପଟେ ଅଭିଯୁକ୍ତ ସ୍ତ୍ରୀ ସିଲ୍‌ସିଲା ବେହେରା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଡ୍ରାଇଭର ସହିତ ମୋର ସଂପର୍କ … Read More

ଅପରାଧୀଙ୍କ ପାଇଁ ଜ୍ଞାନର ଭାଣ୍ଡାର ସାଜିଛି ୟୁ-ଟ୍ୟୁବ, ଅପରାଧ କରିବା ପୂର୍ବରୁ ଶିଖୁଛନ୍ତି ଖସିବାର କୌଶଳ

ଭୁବନେଶ୍ୱର,(ଶୁଶାନ୍ତ ପାତ୍ର):- ପୁଲିସ ବିଭାଗ ନୂଆ ନୂଆ ଜ୍ଞାନକୌଶଳ ବ୍ୟବହାର କରି ହାଇଟେକ୍ ହେଲାଣି । ଏହାକୁ ତାଳ ଦେଇ ମଧ୍ୟ ଅପରାଧୀମାନେ ଚାଲୁଛନ୍ତି । ସେମାନେ ପୁଲିସ ଠାରୁ ଦୁଇ କଦମ୍ ଆଗରେ ଅଛନ୍ତି । ପୁଲିସ ଡାଳେ ଡାଳେ … Read More

ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ୬ଜଣ ଲୁଟେରା ସମେତ ୮ ଗିରଫ

ଭୁବନେଶ୍ୱର:- ରାଜଧାନୀରୁ ବାଇକ୍ ଚୋରି କରୁଥିବା ଏକ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି କମିଶନରେଟ୍ ପୁଲିସ । ୬ଜଣ ପେଶାଦାର ଲୁଟେରା ସମେତ ୨ଜଣ ଗ୍ରାହକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ପୁଲିସ ୩୦ଟି ଚୋରି ବାଇକ୍‌କୁ ଜବତ କରିଛି … Read More

କଟକରୁ ଧରାପଡ଼ିଲେ ୩ ସାଇବର ଠକ,ବେନାମୀ ସିମ୍ ନେଇ ଠକେଇ କରୁଥିଲେ

ଭୁବନେଶ୍ୱର:-(ରିପୋର୍ଟ-ଶୁଶାନ୍ତ ପାତ୍ର) ୩ଜଣ ସାଇବର ଠକ ଏବେ ପୁଲିସ ହାତରେ । ସେମାନଙ୍କ ମଧ୍ୟରୁ ଜଣେ ଟେଲିକମ୍ ସଂସ୍ଥାର ରହିଥିବା ୨ଜଣ ସାଇବର ଠକ ଅଛନ୍ତି । ଟେଲିକମ୍ ସଂସ୍ଥାରୁ ବେନାମୀ ସିମ୍ ନେଇ ଲୋକଙ୍କୁ ଫୋନ୍ କରି ଠକେଇ କରୁଥିଲେ … Read More

ଟ୍ରାଫିକ୍ ଚେକିଂ ସମୟରେ କନ୍‌ଷ୍ଟେବଳଙ୍କୁ ମାଡ଼

ଭୁବନେଶ୍ୱର:- କ୍ୟାପିଟାଲ ଥାନା ରାଜମହଲ ଛକରେ ଡ୍ୟୁଟି କରୁଥିବା ଜଣେ ଟ୍ରାଫିକ୍ କନ୍‌ଷ୍ଟେବଳଙ୍କୁ ଗାଳିଗୁଲଜ ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଜଣେ ଗାଡ଼ି ଚାଳକ ତାଙ୍କୁ ମାଡ଼ ମାରିଥିବା ନେଇ କନଷ୍ଟେବଳ ସନ୍ତୋଷ କୁମାର ବେହେରା କ୍ୟାପିଟାଲ ଥାନାରେ … Read More

ରାତିରେ ମାତିଲେ ଲୁଟେରା, ରାଜ ଇଲୋଟ୍ରୋନିକ୍ସରୁ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

ଭୁବନେଶ୍ୱର:- ନୂଆପଲ୍ଲୀ ଥାନା ଅଞ୍ଚଳରେ ଥିବା ରାଜ୍ ଇଲୋଟ୍ରୋନିକ୍ସରୁ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଛି । ଦୁର୍ବୃତ୍ତ ସୋରୁମ୍‌ର ସଟ୍‌ର ତାଲା ତାଡ଼ି ଦୋକାନ ଭିତରେ ପଶି ୧୦ଟି ଏଲିଡି ଟିଭି, ୭ଟି ମୋବାଇଲ୍ ଫୋନ୍‌, ୨ଟି ଦାମୀ ମ୍ୟୁଜିକ୍ … Read More

ଅପହୃତ ଯୁବକକୁ ଗିରଫ କଲା କମିଶନରେଟ୍‌ ପୁଲିସ୍‌

ଭୁବନେଶ୍ୱର:-ଅପହୃତ ଯୁବକକୁ ଗିରଫ କଲା କମିଶନରେଟ୍‌ ପୁଲିସ୍‌। ତେବେ ଏଠି ପ୍ରଶ୍ନ ଉଠୁଛି, ଅପହରଣରେ ଶିକାର ହୋଇଥିବା ଯୁବକକୁ କାହିଁକି ଗିରଫ ହେଲା ପୁଲିସ୍‌? ଏହାର କାରଣ ଜାଣିବାକୁ ହେଲେ ପୂରା ଘଟଣାକୁ ଜାଣିବାକୁ ପଡ଼ିବ।ପୂରା ଘଟଣାଟି ଏମିତି। କେନ୍ଦ୍ରାପଡ଼ା ଜିଲ୍ଲା … Read More

ବମିଖାଲରେ ଖଣ୍ଡା ବୁଲାଇଲେ ମାମୁଁ-ଭଣଜା, ବାଲି ମାଫିଆ ଚାପରେ ମାମଲାକୁ ରଫାଦଫା କରୁଥିଲେ ଏସ୍‌ଆଇ

ଭୁବନେଶ୍ୱର:-ପୁଲିସ ବିଭାଗରେ ‘ମୋ ସରକାର’ ଲାଗୁ ହେବା ପରେ ଅଭିଯୋଗକାରୀଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସଦାବେଳେ ଗୁରୁତ୍ୱ ଦିଆଯାଉଛି । ହେଲେ ଲକ୍ଷ୍ମୀସାଗର ଥାନାରେ ଏହାର ଓଲଗା ଦେଖିବାକୁ ମିଳିଛି । ଜଣେ ବାଲିମାଫିଆଙ୍କ ଚାପରେ ଆସି ଥାନାର ଜଣେ … Read More