ନବୀନ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନ ପୁଣି ନମ୍ବର ୱାନ୍ । ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ସି-ଭୋଟର ଓ ଏବିପି ଦେଶ୍ କା ମୁଡ୍ ସର୍ଭରୁ ଏହା ଜଣାପଡ଼ିଛି । ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ … Read More

ନାମୀ ପ୍ୟାକିଂ ଭିତରେ ନକଲି ଜର୍ଦ୍ଦା

କଟକ:  ପ୍ରଥମେ ଖାଦ୍ୟ ସାମଗ୍ରୀ ପରେ ଏବେ ଭେଜାଲ ନିଶା ଦ୍ରବ୍ୟ ବି ଜବତ ହୋଇଛି କଟକରୁ। ନକଲି ଘିଅ, ତେଲ, ପନିର, ସସ୍‌ ପରେ ଏବେ କଟକରୁ ଜବତ ହୋଇଛି ଭେଜାଲ ଜର୍ଦ୍ଦା । ବହୁ ନାମୀଦାମୀ କମ୍ପାନୀର ପ୍ୟାକିଂ … Read More

ସରକାର ହ୍ୱାଟ୍ସଅପ୍ ମାମଲାରେ ହସ୍ତକ୍ଷେପ କରିପାରନ୍ତି

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଅପର ପ୍ରାଇଭେସିକୁ ନେଇ ଉଠୁଛି  ପ୍ରଶ୍ନ। ଏବେ ଏହି ମାମଲାରେ ସରକାର ହସ୍ତକ୍ଷେପ କରିବେ ବୋଲି ସୂଚନା ମିଳୁଛି । ନିକଟରେ ହ୍ବାଟ୍ସଅପ୍ ନିଜ ପ୍ରାଇଭେସି ପଲିସିରେ କିଛିଟା ପରିବର୍ତ୍ତନ ଆଣିଥିଲା । ଯାହା ମୁତାବକ … Read More

୨୯ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ସପ୍ତମ ଲୋକସଭାର ପଞ୍ଚମ ଅଧିବେଶନ ଜାନୁଆରୀ ୨୯ରୁ ଆରମ୍ଭ ହେବ। ଏହି ଅଧିବେଶନ ଏପ୍ରିଲ ୮ରେ ଶେଷ ହେବ ବୋଲି ସୂଚନା ରହିଛି। ରାଷ୍ଟ୍ରପତି ଜାନୁଆରୀ ୨୯ରେ ସକାଳ ୧୧ଟା ସମୟରେ ସଂସଦର ଦୁଇଟି ଗୃହକୁ ଏକାସାଙ୍ଗରେ ସମ୍ବୋଧିତ କରିବେ। … Read More

ସ୍ୱପ୍ନକୁ ବାସ୍ତବ ରୂପ ଦେବାର ମାର୍ଗ ଦେଖାଇଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ଏବଂ ନିଯୁକ୍ତିଯୋଗ୍ୟ କରିବା ନିମନ୍ତେ କ୍ୟାରିୟର କାଉନ୍‌ସିଲିଂର ଆବଶ୍ୟକତା ରହିଛି ବୋଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ କହିଛନ୍ତି । ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ କ୍ୟାରିୟର କାଉନ୍‌ସିଲିଂ … Read More

ପଞ୍ଚଭୂତରେ ଲୀନ ହେଲେ ପ୍ରକାଶ ରାଓ

କଟକ: ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ପ୍ରକାଶ ରାଓ । ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ ହେଲା ଶେଷକୃତ୍ୟ । ସାନ ଝିଅ ପ୍ରିୟା ଅନ୍ତିମ ସଂସ୍କାରର କ୍ରିୟା କାର୍ଯ୍ୟ କରିଥିବା ବେଳେ ଦୁଇ ଝିଅ ମିଶି ମୁଖାଗ୍ନି ଦେଇଛନ୍ତି । … Read More

ବୁଲେଟ୍ କିଣିବା ଆଶାରେ ୬୫ ହଜାର ହରାଇଲେ ଯୁବକ

ଭୁୁବନେଶ୍ୱର: ରାଜ୍ୟରେ ଡିଜିଟାଲ ଠକେଇ ସୀମା ଟପିଗଲାଣି । ଲୋକଙ୍କୁ ସାମଗ୍ରୀ ଓ ସ୍କିମ୍‌ର ଲୋଭ ଦେଖାଇ ଠକେଇ କରୁଛନ୍ତି ଏହି ଡିଜିଟାଲ ଠକ । ଏହି ଠକେଇ ତାଲିକାରେ ସାମିଲ ହୋଇଛନ୍ତି ଭୁବନେଶ୍ୱର ବିଜେବିନଗର ଅଞ୍ଚଳର ଯୁବକ ସନାତନ ଦଳାଇ … Read More

ସିନେମା ଦେଖିବାକୁ ଆସୁଛନ୍ତି ହାତଗଣତି ଦର୍ଶକ

ଭୁବନେଶ୍ୱର: କରୋନା କଟକଣା ଯୋଗୁ ଦୀର୍ଘ ୯ ମାସ ହେବ ବନ୍ଦ ରହିଥିଲା ସିନେମା ହଲ୍ । ଶେଷରେ ରାଜ୍ୟ ସରକାର ଅନୁମତି ଦେବାପରେ ୮ ତାରିଖଠାରୁ ସିନେମାହଲଗୁଡ଼ିକ ଖୋଲିଛି । ସାମାଜିକ ଦୂରତା ରଖି କୋଭିଡ୍‌-୧୯ କଟକଣା ଅନୁସାରେ ସିନେମା … Read More

ଧନ ମିଶ୍ ୟୁ… କହି ଆକାଉଣ୍ଟ ଖାଲି କରି ଦେଉଛନ୍ତି ଯୁବତୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ଅର୍ଥ ଠକେଇର ତରିକା ବଦଳିଛି । ଫୋନ୍ ପେ, ଗୁଗଲ ପେ ଠକେଇ ସମ୍ପର୍କରେ ଲୋକେ ସଚେତନ ହେବାପରେ ଦଲାଲମାନେ ଆପଣାଇଛନ୍ତି ଭିନ୍ନ ତରିକା । ଠକେଇ ପାଇଁ ଯୁବତୀଙ୍କୁ ଏବେ ଅସ୍ତ୍ର କରିଛନ୍ତି ଦଲାଲ … Read More

ଏଏନ୍‌ଏମ୍ କର୍ମୀଙ୍କ ଆନ୍ଦୋଳନକୁ ନେଇ ଚିନ୍ତାରେ ପୋଲିସ

ଭୁବନେଶ୍ୱର: ଦେଢ଼ ମାସ ହେବ ସ୍ଥାୟୀ ନିଯୁକ୍ତି ଦାବିରେ ଗାନ୍ଧୀମାର୍ଗରେ ଧାରଣା ଦେଇଥିବା ଏଏନ୍‌ଏମ୍ କର୍ମୀଙ୍କୁ ନେଇ ଚିନ୍ତାରେ ପଡ଼ିଛି କମିଶନରେଟ ପୋଲିସ । ଆଗକୁ ସାଧାରଣତନ୍ତ୍ର ଦିବସ । ଏହାପୂର୍ବରୁ ଗାନ୍ଧୀମାର୍ଗକୁ ଖାଲି କରିବାକୁ ପଡ଼ିବ । ଉପରୁ ମଧ୍ୟ … Read More