ରାତିରେ ମାତିଲେ ଲୁଟେରା, ରାଜ ଇଲୋଟ୍ରୋନିକ୍ସରୁ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

ଭୁବନେଶ୍ୱର:- ନୂଆପଲ୍ଲୀ ଥାନା ଅଞ୍ଚଳରେ ଥିବା ରାଜ୍ ଇଲୋଟ୍ରୋନିକ୍ସରୁ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଛି । ଦୁର୍ବୃତ୍ତ ସୋରୁମ୍‌ର ସଟ୍‌ର ତାଲା ତାଡ଼ି ଦୋକାନ ଭିତରେ ପଶି ୧୦ଟି ଏଲିଡି ଟିଭି, ୭ଟି ମୋବାଇଲ୍ ଫୋନ୍‌, ୨ଟି ଦାମୀ ମ୍ୟୁଜିକ୍ … Read More

ଅପହୃତ ଯୁବକକୁ ଗିରଫ କଲା କମିଶନରେଟ୍‌ ପୁଲିସ୍‌

ଭୁବନେଶ୍ୱର:-ଅପହୃତ ଯୁବକକୁ ଗିରଫ କଲା କମିଶନରେଟ୍‌ ପୁଲିସ୍‌। ତେବେ ଏଠି ପ୍ରଶ୍ନ ଉଠୁଛି, ଅପହରଣରେ ଶିକାର ହୋଇଥିବା ଯୁବକକୁ କାହିଁକି ଗିରଫ ହେଲା ପୁଲିସ୍‌? ଏହାର କାରଣ ଜାଣିବାକୁ ହେଲେ ପୂରା ଘଟଣାକୁ ଜାଣିବାକୁ ପଡ଼ିବ।ପୂରା ଘଟଣାଟି ଏମିତି। କେନ୍ଦ୍ରାପଡ଼ା ଜିଲ୍ଲା … Read More

ବମିଖାଲରେ ଖଣ୍ଡା ବୁଲାଇଲେ ମାମୁଁ-ଭଣଜା, ବାଲି ମାଫିଆ ଚାପରେ ମାମଲାକୁ ରଫାଦଫା କରୁଥିଲେ ଏସ୍‌ଆଇ

ଭୁବନେଶ୍ୱର:-ପୁଲିସ ବିଭାଗରେ ‘ମୋ ସରକାର’ ଲାଗୁ ହେବା ପରେ ଅଭିଯୋଗକାରୀଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସଦାବେଳେ ଗୁରୁତ୍ୱ ଦିଆଯାଉଛି । ହେଲେ ଲକ୍ଷ୍ମୀସାଗର ଥାନାରେ ଏହାର ଓଲଗା ଦେଖିବାକୁ ମିଳିଛି । ଜଣେ ବାଲିମାଫିଆଙ୍କ ଚାପରେ ଆସି ଥାନାର ଜଣେ … Read More

ଖଣ୍ଡଗିରିର ପ୍ରଫୁଲ ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ: ରାତିରେ କୃଷ୍ଣ ବେଶରେ ସଜେଇ ହୋଇ ମହିଳାଙ୍କୁ ନିର୍ଯାତନା

ଭୁବନେଶ୍ୱର:-ଖଣ୍ଡଗିରି ସ୍ଥିତ ଜଣେ ବାବାଙ୍କ ନାଁରେ ଆସିଛି ବଳାକ୍ରାର ଅଭିଯୋଗ । ଏହି ବାବାଙ୍କ ନା ହେଉଛି ପ୍ରଫୁଲ କୁମାର ଦାସ । ସେ ତାଙ୍କ ଆଶ୍ରମରେ ବଳାକ୍ରାର କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା । ଏହି ବାବା ଜଣଙ୍କ … Read More

ଠକ ଡାକ୍ତର ରମେଶକୁ ନେଇ ତିଆରି ହେବାକୁ ଯାଉଛି ଓ୍ବେବ ସିରିଜ୍‌

ଭୁବନେଶ୍ୱର: ଠକ ଡାକ୍ତର ରମେଶକୁ ନେଇ ତିଆରି ହେବାକୁ ଯାଉଛି ଓ୍ବେବ ସିରିଜ୍‌ । ମୁମ୍ବାଇର ଏକ ପ୍ରଡକ୍ସନ ସଂସ୍ଥା ଏହି ଓ୍ବେବ ସିରିଜ କରିବାକୁ ଅଣ୍ଟା ଭିଡ଼ିଛି । ଏନେଇ କମିଶନରେଟ ପୋଲିସ ସହ ଯୋଗାଯୋଗ କରିବା ସହ ରମେଶ … Read More

ରାଜଧାନୀରେ ଚାଲିଥିଲା ବାଲ୍ୟ ବିବାହ, ପୁଲିସ୍‌ ଓ ଶିଶୁ ମଙ୍ଗଳ ଅଧିକାରୀ ମିଳିତ ଚଢ଼ଉ

ଭୁବନେଶ୍ୱର:-ନାନା ସଚେତନତା ସତ୍ତ୍ୱେ ରୋକା ଯାଇପାରୁ ନାହିଁ ବାଲ୍ୟ ବିବାହ। ସବୁ ଆଇନ୍‌ କାନୁନକୁ ଜଳାଞ୍ଜଳି ଦେଇ କରାଯାଇଛି ବଲ୍ୟବିବହ। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ବଡ଼ବଡ଼ ବାବୁ ଓ ନୀତି ନିର୍ଦ୍ଧାରକ ରହୁଥିବା ରାଜଧାନୀ ଭୁବନେଶ୍ୱରରେ। ଆଧାର … Read More

ଚାକିରି ପାଇବ ଯଦି ଶାରୀରିକ ସମ୍ପର୍କ ରଖିବାକୁ ପଡିବ,କନ୍‌ସଲଟାନ୍ସି ସଂସ୍ଥା ନାଁରେ ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ବର:-ସରକାରୀ ଚାକିରି କରାଇ ଦେବାକୁ କହି ଲୁଟୁ ଥିଲେ ଟଙ୍କା । ଏମିତିକି ଚାକିରି ପାଇବାକୁ ହେଲେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଉଥିଲା । ଭୁବନେଶ୍ୱରର ଏକ କନ୍‌ସଲଟାନ୍ସି ସଂସ୍ଥା ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ନାଲକୋ … Read More

ବ୍ରେକ ଅପ୍‌ ପରେ ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ

ଭୁବନେଶ୍ୱର:-ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ । ପ୍ରେମିକ ପ୍ରକାମ୍ୟ ସିଂକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ । ପୁରୁଣା ପ୍ରେମିକା ସହ ବଚସା ହେବା ପରେ ତାକୁ ମାଡ଼ ମାରିଥିଲା। ଯୁବତୀଙ୍କ ଅଭିଯୋଗ ପରେ ତାକୁ ଗିରଫ କରାଯାଇଛି। … Read More

ଚୋରି କାରକୁ ୨୪ ଘଣ୍ଟାରେ ଜବତ କଲା ପୁଲିସ

ଭୁବନେଶ୍ୱର:- କାର୍‍ ଚୋରି ହେବାର ୨୪ ଘଣ୍ଟା ଭିତରେ ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ଚୋରି କାର୍‍କୁ ପୁଲିସ ପିପିଲିରୁ ଜବତ କରିଛି । କାରକୁ ପୁଲିସ ଏହାର ମାଲିକ ମଣିରତ୍ନୀ ପଟ୍ଟନାୟକଙ୍କୁ ଫେରାଛନ୍ତି । ପୁଲିସ ତ୍ୱରିିତ … Read More

ଧରାପଡ଼ିଲେ ୪ଜଣ ଆନ୍ତଃରାଜ୍ୟ ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ୍‌, ଔଷଧ ଦୋକାନୀଙ୍କୁ ଟାର୍ଗେଟ କରି ଲୁଟପାଟ କରୁଥିଲେ

ଭୁବନେଶ୍ୱର:- ରାଜଧାନୀରେ ଲୁଟ୍‌ପାଟ୍ କରୁଥିବା ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ୍‌କୁ ଧରିବାକୁ ସଫଳ ହୋଇଛି ସ୍ପେଶାଲ ସ୍କ୍ୱାଡ୍ । ଏହି ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି । ସେମାନେ କଟକରେ ଲୁଟ ଉଦ୍ୟମ କରିବା ବେଳେ ପୁଲିସ ସେମାନଙ୍କୁ ଗିରଫ … Read More