ବମିଖାଲରେ ଖଣ୍ଡା ବୁଲାଇଲେ ମାମୁଁ-ଭଣଜା, ବାଲି ମାଫିଆ ଚାପରେ ମାମଲାକୁ ରଫାଦଫା କରୁଥିଲେ ଏସ୍ଆଇ
ଭୁବନେଶ୍ୱର:-ପୁଲିସ ବିଭାଗରେ ‘ମୋ ସରକାର’ ଲାଗୁ ହେବା ପରେ ଅଭିଯୋଗକାରୀଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସଦାବେଳେ ଗୁରୁତ୍ୱ ଦିଆଯାଉଛି । ହେଲେ ଲକ୍ଷ୍ମୀସାଗର ଥାନାରେ ଏହାର ଓଲଗା ଦେଖିବାକୁ ମିଳିଛି । ଜଣେ ବାଲିମାଫିଆଙ୍କ ଚାପରେ ଆସି ଥାନାର ଜଣେ … Read More










