ପାଟପୁରିଆ ଗାଁରୁ ମାଆ-ଝିଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ମାଆ- ଝିଅଙ୍କ ଝୁଲନ୍ତା  ମୃତଦେହ ଉଦ୍ଧାର । ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଖୋର୍ଦ୍ଧା ଥାନା ଅନ୍ତର୍ଗତ ପାଟପୁରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଶିବ ପ୍ରସାଦ ପତିଙ୍କ ପତ୍ନୀ ରାଜଶ୍ରୀ ଏବଂ ସାତ … Read More

ଅମାନିଆଙ୍କ ହାତରେ ଫେକ୍ ଆଇକାର୍ଡ: ଜଣଙ୍କୁ ଗିରଫ କଲା ପୁଲିସ,ସାମ୍ବାଦିକ ଆଇକାର୍ଡର ବେଶି ଡିମାଣ୍ଡ

ଭୁବନେଶ୍ୱର:- ରାଜଧାନୀରେ କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ପୁଲିସ ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ଘୋଷଣା କରିଛି । ଏହ ସମୟରେ କେବଳ ଜରୁରୀ ସେବା ଯୋଗାଉଥିବା ଘରୋଇ ସଂସ୍ଥାର କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । କିନ୍ତୁ ଏହାର ଫାଇଦା … Read More

କୋଭିଡ଼ ମାଡ଼ରେ ମାଓବାଦୀ ଧରାଶାୟୀ,ରାଜ୍ୟରେ ୧୫୦ରୁ ଉର୍ଦ୍ଧ୍ୱ ମାଓବାଦୀ କୋଭିଡ଼ ଆକ୍ରାନ୍ତ

ଭୁବନେଶ୍ୱର :- କୋଭିଡ଼ର ଦ୍ୱିତୀୟ ଲହରିରେ କେବଳ ସାଧାରଣ ଜନତା ନୁହେଁ, ଜଙ୍ଗଲରେ ରହୁଥିବା ମାଓବାଦୀ ମଧ୍ୟ କୋଭିଡ଼ରେ ଆକ୍ରାନ୍ତ ହେଲେଣି । ଛତିଶଗଡ଼ରେ ପୁଲିସ ଅପରେସନ୍ ବେଳେ ଏହି କଥା ପଦାକୁ ଆସିଛି । ଛତିଶଗଡ଼ରେ ୧୦୦ରୁ ଉର୍ଦ୍ଧ୍ୱ ମାଓବାଦୀ … Read More

ସଟ୍‌ଡାଉନ୍ ରାତି ଅଧରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଚାଲିଛି ଖୁଲମଖୁଲା ଦେହ ବେପାର

ଭୁବନେଶ୍ୱର:- କୋଭିଡ଼ ସଂକ୍ରମଣ ପାଇଁ ସହରରେ ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ୍ ଛକରେ ଦେହବ୍ୟବସାୟ ଖୁଲମଖୁଲା ଚାଲୁଥିବାର ଦେଖିବାକୁ ମିଳିଛି । ରାତି ୧୨ଟା ହେବାମାତ୍ରେ ଦେହଜୀବୀ ସେଠାରେ ପସରା ମେଲାଇ ଦେଉଛନ୍ତି । ସହିବାଟରେ ଯାଉଥିବା ଗ୍ରାହକମାନେ … Read More

ହତ୍ୟା ମାମଲାରେ ଫେରାର ରେସଲର ସୁଶିଲ କୁମାରଙ୍କ ପାଇଁ ପୁରସ୍କାର ରାଶି ଘୋଷିତ

ନୂଆଦିଲ୍ଲୀ:-ସାଗର ଧନଖଡ଼ ହତ୍ୟା ମାମଲାରେ ଫେରାର ଅଲିମ୍ପିଆନ୍‌ ସୁଶିଲ କୁମାରଙ୍କ ପାଇଁ ଅଡ଼ୁଆ ବଢ଼ିଲା। ଦିଲ୍ଲୀ ପୋଲିସ ତାଙ୍କ ଉପରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ସୁଶିଲଙ୍କ ସହଯୋଗୀ ଅଜୟ ଉପରେ ୫୦ ହଜାର ଟଙ୍କା ପୁରସ୍କାର ରାଶି … Read More

ଅନ୍‌ଲାଇନ୍ ମଦ କାରବାର: ବଢିବ ସାଇବର ଅପରାଧ

ଭୁବନେଶ୍ୱର:- ଅନ୍‌ଲାଇନ୍‌ରେ ମଦ କାରବାର ବଢିବା ପରେ ଏହାକୁ ଆୟୁଧ କରିବେ ସାଇବର ଠକ । ତେଣୁ ଲୋକଙ୍କୁ ବିଭିନ୍ନ ବ୍ରାଣ୍ଡର ମଦ ଶସ୍ତାରେ ବିକ୍ରି କରିବା ଲୋଭ ଦେଖାଇ ଠକେଇ କରିପାରନ୍ତି । ସେମାନେ ସୋସିଆଲ ମିଡ଼ିଆରେ ବିଜ୍ଞାପନ ଦେଇ … Read More

ଏଣିକି ବିବାହ ଏବଂ ଅନ୍ତେଷ୍ଟିକ୍ରିୟା ପାଇଁ ୱେବସାଇଟରେ ଆବେଦନ

ଭୁବନେଶ୍ୱର: କଟକ-ଭୁବନେଶ୍ୱରେ ବିବାହ ଏବଂ ଅନ୍ତେଷ୍ଟି କ୍ରିୟା ପାଇଁ ଆଉ ଯିବାକୁ ପଡିବନି ପୋଲିସ କାର୍ଯ୍ୟାଳୟ । ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ଏକ ୱେବସାଇଟ ଲଞ୍ଚ କରାଯାଇଛି । ବିବାହ ଓ … Read More

ମାଛ ଗାଡିରେ ଚଳାଇଥିଲେ ଧଳାଜହର କାରବାର, ୬୦ଲକ୍ଷ ଟଙ୍କାର ଧଳାଜହର ଜବତ : ଦୁଇ ଗିରଫ

ଭୁବନେଶ୍ୱର :-କରୋନାକୁ ନେଇ ସରକାର ୧୪ ଦିିନିଆ ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ଚାରିଆଡେ ପୁଲିସର ପଇଁତରା, ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯାଇଛି । ଏହାର ସୁଯୋଗ ନେଇ ନିଶା ବେପାରୀମାନେ ମାଛ ଗାଡିରେ ଚଳାଇଥିଲେ ଧଳାଜହର … Read More

ରାଜରାସ୍ତାରେ ଜଗିଛି ପୁଲିସ, ଘରେ ପଶିଲାଣି ଚୋର, ରାଜଧାନୀରେ ଗତ ୧୦ ଦିନରେ ୪୦ ଚୋରି

ଭୁବନେଶ୍ୱର:- ପୁଲିସ ରାଜ ରାସ୍ତାରେ ନାକା କରି ଜଗିଛି । କିନ୍ତୁ ସେପଟେ ବିଭିନ୍ନ ଥାନା ଅଞ୍ଚଳରୁ ଲୋକଙ୍କ ଘରେ ପଶି ଚୋର କଳାକନା ବୁଲାଇଲେଣି । ଯେଉଁ ଘରେ କେହି ରହୁନାହାନ୍ତି ଉକ୍ତ ଘରୁ ସେମାନେ ଆଗେ ତାଲା ତାଡ଼ି … Read More

ଶ୍ବଶୁର ଘରୁ ଅଳଙ୍କାର ଓ ଟଙ୍କା ନେଇ ପ୍ରେମିକ ସହ ଚମ୍ପଟ୍ ମାରିଲା ନବବଧୂ

ଭୁବନେଶ୍ୱର:- ବାସର ରାତିରେ ନବବଧୂ  ଶ୍ବଶୁର ଘରୁ ଅଳଙ୍କାର ଓ ଟଙ୍କା ନେଇ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ । ରିଲରେ ନୁହେଁ ରିୟଲରେ ଏଭଳି ଘଟଣା ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଘଟିଛି । ଖଣ୍ଡଗିରି ଥାନାରେ ଅଭିଯୋଗ ଅନୁସାରେ … Read More