ଗୋଧିକୁ ଗ୍ୟାଙ୍ଗରେପ୍‌ କରି ୪ ଗିରଫ, ଅଭିଯୁକ୍ତ ରେକର୍ଡ଼ କରିଥିଲେ ଭିଡିଓ

ଗୋଥାନେ : ପାଶବିକତା ଏବଂ ବର୍ବରତାର ସବୁ ସୀମା ଲଂଘିଗଲା ମଣିଷ। ଏମିତି ଖବର ଆପଣ କେବେ ଶୁଣି ନଥିବେ କି ଜାଣି ନଥିବେ। ଯୌନ ଲାଳସା ମେଣ୍ଟାଇବା ପାଇଁ ମଣିଷ କେତେ ନିମ୍ନସ୍ତରକୁ  ଖସିପାରେ ତାର ଏକ ଲଜ୍ଜାଜନକ ଦୃଷ୍ଟାନ୍ତ … Read More

ଶାହାରୁଖ୍‌ ଖାନ୍‌ଙ୍କ ପୁଅଙ୍କ ମାମଲାରେ ୨ ଅଫିସର ନିଲମ୍ବିତ

ମୁମ୍ବାଇ: ବହୁଚର୍ଚ୍ଚିତ ଆର୍ଯ୍ୟନ୍‌ ଖାନ ଡ୍ରଗସ୍‌ ମାମଲାରେ ଏନସିବି ପକ୍ଷରୁ ଦୁଇ ଜଣ ତଦନ୍ତକାରୀ ଅଫିସରଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହଳା ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ନିଲମ୍ବିତ ଅଧିକାରୀ ହେଲେ  ବିଶ୍ଵ ବିଜୟ ସିଂହ ଏବଂ … Read More

ବୀରଭୂମି ହିଂସା: ସିବିଆଇ ଏଫଆଇଆରରେ ୨୧ ଜଣଙ୍କ ନାଁ

କୋଲକାତା: ପଶ୍ଚିମବଙ୍ଗର ଭୀରଭୂମି ନରସଂହାର ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ। ମାର୍ଚ୍ଚ ୨୨ରେ ଜିଲ୍ଲାର ବୋଗଟୁଇ ଗାଁରେ କିଛି ଲୋକଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ୮ ଜଣ ଜୀବନ୍ତ ଜଳିଯାଇଥିଲେ। ଏବେ ସିବିଆଇ ତଦନ୍ତ ଦାୟିତ୍ୱ ହାତକୁ … Read More

ପୁଟିନ୍‌ଙ୍କ ଗାଳି ଶୁଣି ରୁଷ ରକ୍ଷା ମନ୍ତ୍ରୀ ଘାଇଲା‌

କିଭ୍‌: ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ବିତିଗଲାଣି ମାସେରୁ ଅଧିକ ସମୟ। ତଥାପି ଥମୁନି ଯୁଦ୍ଧ। ୟୁକ୍ରେନ୍‌କୁ ଦଖଲ କରିବାରେ ଏବେବି ସଫଳ ହୋଇପାରିନି ରୁଷ। ଏହାରି ଭିତରେ ରାଗି ଯାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏପରିକି ଏହାକୁ ନେଇ ପୁଟିନ୍‌ ଓ … Read More

ବିଜେପିର ଗୋଆ ଦଖଲ

ପାଣାଜୀ: –ବିଜେପିର ଗୋଆ ମିଶନ ସଫଳ । ୪୦ରୁ ୨୦ ଆସନରେ ବିଜୟୀ । ସମ୍ପୂର୍ଣ୍ଣ ଫଳାଫଳ ଆସି ସାରିଥିବା ବେଳେ ବହୁମତଠାରୁ ଗୋଟିଏ ଆସନ ପଛରେ ରହିଛି ବିଜେପି । ତେବେ ୩ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ବିଜେପିକୁ ଥିବା … Read More

ମଣିପୁରରେ ସରକାର ଗଢିବ ବିଜେପି

ଇମ୍ଫାଲ: ମଣିପୁରରେ ମଧ୍ୟ ସରକାର ଗଢିବ ବିଜେପି। ରାଜ୍ୟର ମୋଟ୍ ୬୦ଟି ଆସନରୁ ବିଜେପି ୩୨ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ସହ ମେଣ୍ଟ ଦଳ ୫ଟି ଆସନ ପାଇଛି। ସେହିପରି ଜେଡିୟୁ ୬ଟି, ଆଇଏନଡି ୩ଟି, କେପିଏ ୨ଟି , … Read More

ବିଜେପିର ବିଜୟ ପରେ ୫ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

ନୂଆଦିଲ୍ଲୀ:  ୪ ରାଜ୍ୟରେ ବିଜେପିର ବିଜୟ ପରେ ବିଜେପି ଶିବିରରେ ଉତ୍ସାହ । ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟ ପୁଣି ଥରେ ବିଜେପିକୁ ମଜଭୁତ କରିଛି  ।  ଏକପାଖିଆ ବିଜୟ ସହ ମଣିପୁର, ଗୋଆ, ଉତ୍ତରାଖଣ୍ଡରେ ବିଜେପି ମାରିଛି ବାଜିମାତ । … Read More

ଦିଲ୍ଲୀ ପରେ ପଞ୍ଜାବ ଦଖଲ କଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ:-ବଡ଼ ବଡ଼ ନେତା, ବଡ଼ ବଡ଼ ଦଳକୁ ଧୁଳି ଚଟାଇ ପଞ୍ଜାବରେ ଇତିହାସ ରଚିଛି ଆମ୍ ଆଦମୀ ପାର୍ଟି । ଆପ୍ ଏଭଳି ସୁନାମୀ ଆଣିବା ନେଇ ଏକ୍ଜିଟ୍ ପୋଲ ଆକଳନ କରିଥିଲେ ବି ସାରା ଦେଶର ନଜର ଅଟକିଥିଲା ପଞ୍ଜାବ … Read More

ପୁଣି କଂଗ୍ରେସର ଫ୍ଲପ୍ ସୋ, ୟୁପିରେ ଫେଲ୍ ମାରିଲା ପ୍ରିୟଙ୍କାଙ୍କ ପ୍ରଚାର

ନୂଆଦିଲ୍ଲୀ:-ଉତ୍ତରପ୍ରଦେଶ, ପଞ୍ଜାବ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ନିରାଶାଜନକ ପ୍ରଦର୍ଶନ କରିଛି । ଏହାପରେ ଦଳର ଶୀର୍ଷ ନେତୃତ୍ୱ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ବିଶେଷ କରି ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥାଇ ହାରିଯିବା ରାହୁଲ ଗାନ୍ଧୀଙ୍କ … Read More

ୟୁପିରେ ନିର୍ବାଚନ ହାରିଗଲେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ

ୟୁପି:-ୟୁପିରେ ବିଜେପି ବଡ ବିଜୟ ମୁହାଁ ହୋଇ ଲଗାତାର ଦ୍ୱିତୀୟ ଥର ପାଇଁ ଶାସନ କ୍ଷମତା ଅକ୍ତିଆର କରିବା ଦିଗରେ ଅଗ୍ରସର ହେଉଛି । ବର୍ତ୍ତମାନ ସୁଦ୍ଧା ବିଜେପି ୨୭୩ ସିଟରେ ଆଗୁଆ ଥିବାବେଳେ, ସମାଜବାଦୀ ପାର୍ଟି ବହୁ ପଛରେ ଅର୍ଥାତ … Read More