ଉପ ଜିଲ୍ଲାପାଳଙ୍କ ମନମାନି, ହାଇକୋର୍ଟଙ୍କ ନିର୍ଦେଶକୁ ଖାତିରି ନାହିଁ, ନିର୍ବାଚନ ପାଇଁ ତାରିଖ ଦେବାକୁ ନାରାଜ, ବିରୋଧ କରି ଉପ ଜିଲ୍ଲାପାଳ ଅଫିସ ଆଗରେ ଧାରଣା

ଭୁବନେଶ୍ୱର:- ଭୁବନେଶ୍ୱର ଉପ ଜିଲ୍ଲାପାଳଙ୍କ ମନ ମାନି ଦେଖିବାକୁ ମିଳିଛି l ସେ ନିଜ ସ୍ୱାର୍ଥ ପାଇଁ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି l ତାଙ୍କ ପାଇଁ ଆଇନ କିଛି ନୁହେଁ l ସେ କହୁଛନ୍ତି ମୁଁ ଯାହା କହିବି ତାହା … Read More

ଲିଖିତ ପ୍ରତିଶ୍ରୁତି ଦେଲେ, ଆଉ ଏପରି ଭୁଲ୍ କରିବୁନି

ଭୁବନେଶ୍ବର:- ଆଉ ଭୁଲ୍ କରିବେନି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଏଚ୍‌ଡିଏଫ୍‌ସି, ଆକ୍ସିସ୍ ଓ ଆଇସିଆଇସିଆଇ ବ୍ୟାଙ୍କ ଉପରୁ ପ୍ରତିବନ୍ଧକ ହଟାଇଛି ଅର୍ଥ ବିଭାଗ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ଯୋଜନା, କାର୍ଯ୍ୟକ୍ରମରେ ସହଯୋଗ କରିବା ଏବଂ … Read More

ଭିନ୍ନକ୍ଷମ ଓ କିନ୍ନରଙ୍କ ପାଇଁ ରହିବ ସ୍ବତନ୍ତ୍ର ଶୌଚାଳୟ

ଭୁବନେଶ୍ବର:- ଅଦାଲତକୁ ପ୍ରତ୍ୟେକ ଦିନ ଅନେକ ଲୋକ ଆସୁଛନ୍ତି। କିନ୍ତୁ ସମସ୍ତଙ୍କ ପାଇଁ ଶୌଚାଳୟ ନାହିଁ। ବିଶେଷକରି ତୃତୀୟ ଲିଙ୍ଗୀ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ଅଲଗା ଶୌଚାଳୟ ଆଜି ବି ଦିବା ସ୍ବପ୍ନ ହୋଇଛି। ମା’ ମାନଙ୍କ ପାଇଁ ସ୍ତନ୍ୟପାନ … Read More

ସବୁ ରେକର୍ଡ ଭାଙ୍ଗିଲା ସଡ଼କ ଦୁର୍ଘଟଣା, ବର୍ଷକରେ ଗଲା ୬୧୪୨ ଜୀବନ

ଭୁବନେଶ୍ବର:- ଓଡ଼ିଶାରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ମରାମତି, ସଚେତନତା, ପ୍ରବର୍ତ୍ତନ, ଟେକ୍ନୋଲୋଜି ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାର ବର୍ଷକୁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସଡ଼କ ଦୁର୍ଘଟଣା ମୃତ୍ୟୁରେ ନୂଆ ରେକର୍ଡ କରିଛି ଓଡ଼ିଶା। … Read More

ନିଜେ ରଥ ଯାତ୍ରା ଡୋରି ସମ୍ଭାଳିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:- ଗତ ବର୍ଷ ରଥ ଯାତ୍ରାରେ ବଡ଼ ଠାକୁର ବଳଭଦ୍ର ପଡିଗଲେ, ଏ ବର୍ଷ ନନ୍ଦିଘୋଷ ରଥ ଗଡିଲା ନାହିଁ ଆଉ ଶରଧାବାଲିରେ ଦଳା ଚକଟା ଭଳି ଅଭାବନୀୟ ଘଟଣା ପାଇଁ ସରକାର ଅପବାଦ ମୁଣ୍ଡାଇଲେ। ଆଗକୁ ବାହୁଡା଼ ଯାତ୍ରା, ସୁନାବେଶ, … Read More

ସେଲ୍ଫି ପାଇଁ ରଥଯାତ୍ରାରେ ଦଳାଚକଟା ?

ଭୁବନେଶ୍ବର:- ରବିବାର ସକାଳୁ ସକାଳୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟି ତିନି ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣଯିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ତେବେ ବଡ଼ ପ୍ରଶ୍ନ ଉଠୁଛି ସବୁ ଥର ରଥଯାତ୍ରାରେ ଅସମ୍ଭବ ଭିଡ଼ ହେଉଥିବା ବେଳେ ଏଥର କ’ଣ … Read More

ଖଣ୍ଡପଡା ଗଡଜାତରେ ଛେରା ପହଁରା ନୀତି ସମ୍ପନ୍ନ କଲେ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ

ଭୁବନେଶ୍ୱର:-‘ଖଣ୍ଡପଡା ଗଡଜାତ ଜଗନ୍ନାଥଙ୍କ ରଥଯାତ୍ରାରେ ଛେରା ପହଁରା ନୀତି ଯୁବରାଜ ସିଦ୍ଧାର୍ଥ ଶେଖର ସିଂହଙ୍କ ଦ୍ଵାରା ସମ୍ପାଦିତ ହୋଇଛି। ଖଣ୍ଡପଡ଼ା ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଅସୁସ୍ଥତା କାରଣରୁ ତାଙ୍କ ପ୍ରତିନିଧି ଭାବେ ତାଙ୍କର ସୁପୁତ୍ର ଯୁବରାଜ ସିଦ୍ଧାର୍ଥ ଶେଖର … Read More

ଲୋକାଭିମୁଖୀ ଶାସନ ପାଇଁ ସରକାରଙ୍କ ଭରସା ଟେକ୍ନୋଲୋଜି

ଭୁବନେଶ୍ବର:- ଜନତା ମତ ଦେବେ, କାର୍ଯ୍ୟକାରୀ କରିବେ ସରକାର। ଲୋକଙ୍କ ସରକାର ଆଭିମୁଖ୍ୟକୁ ଆହୁରି କ୍ରିୟାଶୀଳ କରିବା ଏବଂ ଜନମତକୁ ଅଧିକ ଗୁରୁତ୍ବ ଦେବା ଉଦ୍ଧେଶ୍ୟରେ ସରକାର ଆଧୁନିକ ଜ୍ଞାନକୌଶଳ ଆଧାରିତ ପଦକ୍ଷେପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀ ହେଉ … Read More

ଇଭି କିଣା ପାଇଁ ସବସିଡି ଋଣରେ ବାବୁଙ୍କ ମଉଜ

ଭୁବନେଶ୍ବର:-ବିଦ୍ୟୁତ ଚଳିତ ଯାନ (ଇଭି) ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅନେକ ସରକାରୀ କର୍ମଚାରୀ ଏହି ସୁବିଧାର ଦୁରୂପଯୋଗ କରୁଥିବା ଜଣାପଡିଛି। ଇଭି କିଣା ପାଇଁ … Read More

ଜନତାଙ୍କୁ ଉତ୍ତମ ସେବା ସୁନିଶ୍ଚିତ କରିବ ଏଆଇ

ଭୁବନେଶ୍ୱର:- କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟାପକ ପ୍ରଚଳନ ହେବ, ସରକାରୀ ସେବା ଓ କାମ ଅଧିକ ଫଳପ୍ରଦ ହେବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ସରକାରୀ କାମରେ ଏଆଇର ଉପଯୋଗ ଉପରେ ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ରାଜ୍ୟ ଇ ଓ … Read More