ପତ୍ନୀଙ୍କୁ ହତ୍ୟା କରି ପ୍ରେସର କୁକୁରରେ ସିଝାଇଲା ରାକ୍ଷସ ସ୍ୱାମୀ

ହାଇଦ୍ରାବାଦ:-ସ୍ତ୍ରୀକୁ ମାରି କୁକର୍‌ରେ ରାନ୍ଧିଲା ସଇତାନ ସ୍ବାମୀ। ମୀରପେଟ୍‌ ଥାନା ଅଞ୍ଚଳରେ ପୂର୍ବତନ ସେନା କର୍ମଚାରୀ ଘଟାଇଛନ୍ତି ଏହି ବୀଭତ୍ସ କାଣ୍ଡ। ବଚସାରୁ ସ୍ତ୍ରୀକୁ ମାରି ଖଣ୍ଡଖଣ୍ଡ କରି କୁକର୍‌ରେ ରାନ୍ଧିଲା। ଶରୀରର ଅବଶିଷ୍ଟ ଅଂଶକୁ ଚନ୍ଦନ ହ୍ରଦରେ ଫିଙ୍ଗିଥିଲା। ଜାନୁଆରୀ … Read More

ସହଦେବ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ମାଆ, ପୁଅ ଗଲେ କୁଆଡେ

ଭୁବନେଶ୍ୱର,(ମୁଖ୍ୟ):-ପୁଲିସ ମିତ୍ର ସହଦେବ ନାୟକ ହତ୍ୟା ଘଟଣାକୁ 14 ଦିନ ବିତିଛି। ଏହି ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି । ମାତ୍ର ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାଙ୍କ ଛତ୍ରଛାୟାରେ ବସ୍ତିରେ ପତିଆରା ଜାହିର କରୁଥିବା ଖଳନାୟିକା ରମା ନାୟକ ଓ … Read More

ଭାଙ୍ଗିଲା ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ

ଭୁବନେଶ୍ବର,(ମୁଖ୍ୟ):- ଭାଙ୍ଗିଲା ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ । ବିଡିଏ ପକ୍ଷରୁ ଆଶ୍ରମ ଉପରେ ଚାଲିଲା ବୁଲଡୋଜର । ଗତକାଲି ଆଶ୍ରମ ଭାଙ୍ଗିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲା ବିଡିଏ। ଆଜି ୧୨ ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ … Read More

ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣା, ଜଣଙ୍କୁ ଗିରଫ କଲା ପୋଲିସ

ଦିଲ୍ଲୀ,(ମୁଖ୍ୟ):-ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣାରେ ସନ୍ଦୀଗ୍ଧ ଆକ୍ରମଣକାରୀକୁ ବାନ୍ଧିଲା ମୁମ୍ବାଇ ପୋଲିସର ସ୍ପେଶାଲ ଟିମ୍ । ଛୁରାମାଡ଼ରେ ଆହତ ହୋଇ ଲୀଳାବତିରେ ଚିକିତ୍ସିତ ହେଉଛନ୍ତି ସୈଫ୍ ।ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ … Read More

ଛୁରୀ ମାଡ଼ରେ ଘାଇଲା ବଲିଉଡ୍‌ ଷ୍ଟାର ସୈଫ ଅଲୀ ଖାନ

ଭୁବନେଶ୍ୱର,(ମୁଖ୍ୟ)-ବଲିଉଡ୍‌ ଷ୍ଟାର ସୈଫ ଅଲୀ ଖାନଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ବାନ୍ଦ୍ରା ସ୍ଥିତ ଘରେ ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ କରିଛି ଆକ୍ରମଣ। ତାଙ୍କ ଶରୀରରେ ୬ଟି ସ୍ଥାନରେ ସୃଷ୍ଟି ହୋଇଛି କ୍ଷତ। ସେଥିରୁ ଦୁଇଟି ଗଭୀର ହୋଇଥିବା ବେଳେ … Read More

ପୋଲିସିଆ ସ୍ତ୍ରୀ ପାଇଁ ଅପରାଧ କରି ଖସି ଯାଉଛନ୍ତି ଟୁନା ଏବଂ ତାର ଗ୍ୟାଙ୍ଗ

ଭୁବନେଶ୍ୱର,(ମୁଖ୍ୟ):-ମହିଳା ପୁଲିସ ବାହୁତଳେ ଲୁଚି ରହି ବମିଖାଲର ଅପରାଧି ଟୁନା ଜେନା ତାର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛି। କେବଳ ଟୁନା ନୁହେଁ ତାର ସହଯୋଗୀ ବିଶ୍ବଜିତ ପୁହାଣ, ଅନିଲ ପୁହାଣ ବମିଖାଲରେ ଅପରାଧିକ କାୟା ମେଲାଇ ଚାଲିଛନ୍ତି। ସେମାନେ … Read More

ପୋଲିସ ମିତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ, ୨ମହିଳା ସମେତ ୫ ଗିରଫ

ଭୁବନେଶ୍ୱର(ମୁଖ୍ୟ):- ପୋଲିସ ମିତ୍ର ସହଦେଵ ନାୟକ ହତ୍ୟା ଘଟଣାରେ କମିଶନରେଟ ପୋଲିସକୁ ମିଳିଛି ସଫଳତା| ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ଥିବା 2 ମହିଳାଙ୍କ ସମେତ 5 ଜଣଙ୍କୁ ଗିରଫ କରାଯାଇଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ପ୍ରାଥମିକ … Read More

କମିଶନରେଟ ପୋଲିସକୁ ଅପରାଧୀଙ୍କ ଖୋଲା ଚାଲେଞ୍ଜ, ଖଣ୍ଡାରେ ହାଣି ମୁଣ୍ଡ ଗଣ୍ଡି ଅଲଗା କଲେ

ଭୁବନେଶ୍ୱର(ମୁଖ୍ୟ):-ରାଜଧାନୀରେ ଭୁଶୁଡି ଗଲାଣି ଆଇନଶୁଙ୍ଖଳା ବିଗିଡି ଗଲାଣି l କମିଶନରେଟ ପୋଲିସକୁ ଅପରାଧୀଙ୍କ ଭୟ ନାହିଁ| ଯାହାକୁ ପାଇଲେ ହାଣିଲେ,ଯାହାକୁ ପାଇଲେ ହତ୍ୟା କଲେ| ଆଜିଠୁ ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ପୁଲିସ୍‌ ଛାଉଣିରେ ପରିଣତ ହୋଇଛି ରାଜଧାନୀ। ରାଜଧାନୀ ଏବେ … Read More

ବମିଖାଲରେ ଅପରାଧିଙ୍କ ମୁହଁ ଫୁଟାଣି: ପୋଲ୍ ଖୋଲିବାରୁ ସାମ୍ବାଦିକଙ୍କୁ କଲେ ଆକ୍ରମଣ

ଭୁବନେଶ୍ବର(ମୁଖ୍ୟ):-ବମିଖାଲରେ ଏବେ ତାଲିବାନୀ ଶାସନ ଚଲାଉଛନ୍ତି କିଛି ପେଶାଦାର ଅପରାଧି। ସେମାନଙ୍କ ନାମରେ ଏକାଧିକ ମାମଲା ରହିଛି। ଉକ୍ତ ଅଞ୍ଚଳରେ ଏକ ଗ୍ୟାଙ୍ଗ୍ କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସରକାରୀ ଜମି ବିକ୍ରି କରିବା, ଜୁଆ ଖେଳିବା, ଡ୍ରଗ୍ସ … Read More

କଇଁଛ ମାରି ରୋଷେଇ କରି ଖାଇଲେ ଫୁଡ ବ୍ଲଗର , ଖୁବ ଶୀଘ୍ର ଗିରଫ ହେବେ

ଭୁବନେଶ୍ୱର(ମୁଖ୍ୟ): ଭିୟୁ ପାଇବା ପାଇଁ ବ୍ଲଗରମାନେ ଆଇନକୁ ହାତକୁ ନେଉଛନ୍ତି l କଇଁଛ ମାରି ଏହାକୁ କାଟି ରୋଷେଇ କରି ଖାଇଲେ l କାଟିଆ ଠାରୁ ଆରମ୍ଭ କରି ଖାଇବା ପ୍ରଯ୍ୟନ୍ତ ପୁରା ଭିଡିଓ କରି ସୋସିଆଲ ମିଡ଼ିଆରେ ଛାଡିଲେ l … Read More