ଗୋବିନ୍ଦ ସାହୁ ଆତ୍ମହତ୍ୟା ଉପରୁ ପରଦା ହଟାଇ ପାରୁନି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:-ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟୁନି । ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହଛି ସେ ନେଇ ପୋଲିସ କି କ୍ରାଇମବ୍ରାଂଚ ସ୍ପଷ୍ଟ କରୁ ନାହାଁନ୍ତି । କିନ୍ତୁ … Read More

କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ

ଭୁବନେଶ୍ୱର:-ଗୋଟେପଟେ ଦେଶରେ ପୁଣିଥରେ ମୁଣ୍ଡ ଟେକିଥିବା କରୋନାର ମୁକାବିଲା ପାଇଁ କଟକଣାକୁ କେନ୍ଦ୍ର କଡାକଡି କରିଥିବାବେଳେ ଏ ନେଇ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟକୁ ସୂଚନା ଦେଇଛନ୍ତି । ହସ୍ପିଟାଲରେ ଆବଶ୍ୟକ ବେଡ୍ ସହ ଯଥେଷ୍ଟ ଅକ୍ସିଜେନ ଓ ଭେଂଟିଲେଟର ପ୍ରସ୍ତୁତ … Read More

ଅର୍ଚ୍ଚନାଙ୍କ ଦସ୍ତଖତ ଆଣିଲା ଖଣ୍ଡଗିରି ପୁଲିସ

ଭୁବନେଶ୍ୱର:-ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପୁଲିସକୁ ଦେଲେ ସ୍ପେସିମେନ ସିଗ୍ନେଚର । ଝାରପଡା ଜେଲରୁ କମିସନରେଟ ପୁଲିସ ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ କରିଛି । ଅର୍ଚ୍ଚନା ନାଗଙ୍କୁ ଗିରଫ ପରେ ତାଙ୍କ ଘରୁ ଜବତ ହୋଇଥିବା ଡାଏରୀରେ ଥିବା ହାତଲେଖା କାହାର, … Read More

ଗାଧୋଉଥିବା ବେଳେ ପୋଖରୀରେ ବୁଡ଼ି ତିନି ଶିଶୁ ମୃତ

କେନ୍ଦ୍ରାପଡ଼ା :- କାନ୍ଦବୋବାଳିରେ ଫାଟି ପଡୁଛି ପୁରା ହସ୍ପିଟାଲ । କିଏ ବାହୁନି ବାହୁନି କାନ୍ଦୁଛି, ତ’ ଆଉ କିଏ ମୁଣ୍ଡରେ ହାତ ଦେଇ ଭାଗ୍ୟକୁ ନିନ୍ଦୁଛି । କେଉଁ ମା’ ହେଲେ ଧର୍ଯ୍ୟଧରିଥାନ୍ତେ । ପୁଅର ମୃତ୍ୟୁ ଖବର ଶୁଣିବା … Read More

ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ମାଗିବା ମାମଲା, ଅର୍ଚ୍ଚନାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ପୁଲିସ

ଭୁବନେଶ୍ୱର :- ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲିଂ କରି ୩କୋଟି ମାମଲା ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ଆଜି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ୫୦୧ ପୃଷ୍ଠାର ଚାର୍ଜସିଟ୍ ପୁଲିସ ଜେଏମ୍‌ଏଫସି-୩କୋର୍ଟରେ ପୁଲିସ ଦାଖଲ କରିଛି । ଦଫା ୩୮୪, ୩୮୫, … Read More

ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳେ ବଞ୍ଚିଥିଲେ ଗୋବିନ୍ଦ !

ବଲାଙ୍ଗିର :- କଣ୍ଟାବାଞ୍ଜି ଉପ-କାରାଗାରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯିବା ବେଳେ ଗୋବିନ୍ଦ ସାହୁ ବଞ୍ଚିଥିଲେ। ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ଆଜି ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି ଗୋବିନ୍ଦଙ୍କ ଓକିଲ ଦୁର୍ଗାମୋହନ ପାଢ଼ୀ। ସେ କହିଛନ୍ତି, … Read More

୫ ଦେଶରେ କରୋନା ସଂକ୍ରମଣ ବୃଦ୍ଧି, ଭାରତରେ ବାଜିଲା ସତର୍କ ଘଣ୍ଟି

ଭୁବନେଶ୍ୱର: -କରୋନାକୁ ନେଇ ପୁଣି ସଜାଗ ଭାରତ ସରକାର । ଜାପାନ, ଆମେରିକା, ଚୀନ, ବ୍ରାଜିଲ ଓ କୋରିଆରେ ସଂକ୍ରମଣ ବଢୁଥିବାବେଳେ ଏବେ ଦେଶରେ ଆଲର୍ଟ ଜାରି କରାଯାଇଛି । ବୁଧବାର ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ର … Read More

୫ ଘଣ୍ଟାର ହାଇଡ୍ରାମା ପରେ ହୋର୍ଡିଂ ଉପରୁ ମୁକ୍ତିକାନ୍ତଙ୍କୁ ଉଦ୍ଧାର କରାଯାଇଛି

ଭୁବନେଶ୍ୱର:- ଶିଶୁ ଭବନ ଛକ ନିକଟସ୍ଥ ଏକ ହୋର୍ଡିଂ ଉପରୁ ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ ନିଆଯାଇଛି। ସେଠାରେ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି।bମୁଖ୍ୟମନ୍ତ୍ରୀ ନବୀନ … Read More

ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଘରୁ ମିଳିଲା ନଗଦ ୧.୬ କୋଟି ଟଙ୍କା,ଭିଜିଲାନ୍ସ ଇତିହାସରେ ଗୟା ହେଉଛନ୍ତି ଚତୁର୍ଥ ବ୍ୟକ୍ତି

ଭୁବନେଶ୍ୱର:-ଭିଜିଲାନ୍ସ ଜାଲରେ ପଡ଼ିଥିବା ଇଡ୍‌କଲ୍‌ର ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଘରୁ ବୁଧବାର ମିଳିଛି ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଗୟା ସାଁତରା ହେଉଛନ୍ତି ଚତୁର୍ଥ … Read More

ଫରେଷ୍ଟ ରେଞ୍ଜ ଅଫିସରଙ୍କ ୨.୪୫ କୋଟିରୁ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର :-ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ କ୍ରମେ ଭିଜିଲାନ୍ସ ପକ୍ଷରୁ ବୁଧବାର କଳାହାଣ୍ଡି ଜିଲ୍ଲା କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କ ଘର ସମେତ ମୋଟ ୪ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କର ୨.୪୫ … Read More