ହତ୍ୟା ମାମଲାରେ ଫେରାର ରେସଲର ସୁଶିଲ କୁମାରଙ୍କ ପାଇଁ ପୁରସ୍କାର ରାଶି ଘୋଷିତ
ନୂଆଦିଲ୍ଲୀ:-ସାଗର ଧନଖଡ଼ ହତ୍ୟା ମାମଲାରେ ଫେରାର ଅଲିମ୍ପିଆନ୍ ସୁଶିଲ କୁମାରଙ୍କ ପାଇଁ ଅଡ଼ୁଆ ବଢ଼ିଲା। ଦିଲ୍ଲୀ ପୋଲିସ ତାଙ୍କ ଉପରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ସୁଶିଲଙ୍କ ସହଯୋଗୀ ଅଜୟ ଉପରେ ୫୦ ହଜାର ଟଙ୍କା ପୁରସ୍କାର ରାଶି … Read More










