ହୃଦୟ ଭାଙ୍ଗିଦେଲା ପ୍ରେମିକା, ଫେସବୁକ୍ ଲାଇଭରେ ଜୀବନ ହାରିଲେ ପ୍ରେମିକ

ଗୌହାଟି: ବିଶ୍ୱାସାରେ ବିଷ। ହୃଦୟ ଭାଙ୍ଗିଦେଲା ପ୍ରେମିକା। ଆଉ ପ୍ରେମରେ ‌ଧୋକା ଖାଇବା ପରେ ଫେସ୍‌ବୁକ୍‌ରେ ଲାଇଭ୍ ଆତ୍ମହତ୍ୟା କଲେ ଯୁବକ। ପ୍ରେମିକା ବାହା ହେବାକୁ ଅରାଜି ହେବା ପରେ ଜଣେ ୨୭ ବର୍ଷୀୟ ଯୁବକ ଶେଷରେ ଆତ୍ମହତ୍ୟା କରିଛନ୍ତି। ପରିବାର … Read More

ପୁଣି କଂଗ୍ରେସକୁ ଫେରିପାରନ୍ତି ଗୁଲାମନବୀ ଆଜାଦ

ନୂଆଦିଲ୍ଲୀ:  ପୁଣି କଂଗ୍ରେସକୁ ଫେରିପାରନ୍ତି ବରିଷ୍ଠ ନେତା ଗୁଲାମନବୀ ଆଜାଦ।  ଗୁଲାମନବୀଙ୍କ ଘର ବାହୁଡ଼ା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଜମ୍ମୁ-କାଶ୍ମୀରରେ ଭାରତ ଯୋଡ଼ୋ ଯାତ୍ରା ବେଳେ ହାତ ଧରିପାରନ୍ତି ଗୁଲାମନବୀ। ଗୁଲାମନବୀଙ୍କ ସହ ଯୋଗସୂତ୍ର ରକ୍ଷା କରିବାକୁ … Read More

କ୍ରିଫ୍ଟ୍ରୋକରେନ୍ସି ନାଁରେ ବଡ ଧରଣର ଠକେଇ : ୨୦୦% ରିଟର୍ଣ୍ଣ ପ୍ରତିଶୁତି ଦେଇ ୫୦୦ କୋଟିର ଠକେଇ

ନୂଆଦିଲ୍ଲୀ: -କ୍ରିଫ୍ଟ୍ରୋକରେନ୍ସି ନାଁରେ ବଡ ଧରଣର ଠକେଇ । ୨୦୦ ପ୍ରତିଶତ ରିଟର୍ଣ୍ଣ ପ୍ରତିଶ୍ରୁତି ଦେଇ ୫୦୦ କୋଟିର ଠକେଇ । ଅଭିଯୋଗ ପରେ ଦିଲ୍ଲୀ ପୁଲିସର ଛାନଭିନ୍ ଜାରି ରହିଛି । ଅଭିଯୁକ୍ତମାନେ ଦେଶଛାଡି ପଳାଇ ଯାଇଥିବା ସୂଚନା ମିଳିଛି … Read More

ଦୁନିଆକୁ ଅଲବିଦା କହିଲେ ଫୁଟବଲ ବାଦଶାହ

ନୂଆଦିଲ୍ଲୀ::-ସେ ଥିଲେ ଫୁଟବଲ ଦୁନିଆର ଜଣେ କିମ୍ବଦନ୍ତୀ ଖେଳାଳୀ । ମଇଦାନକୁ ଯେବେ ଓହ୍ଲାଉଥିଲେ ଯାଦୁଗର ପରି ଖେଳୁଥିଲେ । ତାଙ୍କ ମ୍ୟାଚ୍ ଦେଖିବାକୁ ମୌକା ମିଳିବା କୌଣସି ସ୍ୱପ୍ନଠୁ କମ୍ ନଥିଲା । ସିଏ ହେଉଛନ୍ତି ଫୁଟବଲ ଦୁନିଆର କିମ୍ବଦନ୍ତୀ … Read More

ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର

ଦିଲ୍ଲୀ:-ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । ଦିଲ୍ଲୀରୁ ଉତରାଖଣ୍ଡର ରୁଡକୀ ଯାଉଥିବା ବେଳେ ତାଙ୍କ କାର୍ ଦିଲ୍ଲୀ-ଡେରାଡୁନ୍ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କାରଟି ନିୟନ୍ତ୍ରଣ ବାହାରକୁ ପଳାଇଯିବାରୁ … Read More

ବର୍ଷକରେ ପୁରୀ ଓ ଭୁବନେଶ୍ୱରବାସୀଙ୍କୁ ୧୩ କୋଟିର ଚୂନ ଲଗାଇଛନ୍ତି ସାଇବର ଠକ

ଭୁବନେଶ୍ୱର-ଚଳିତ ବର୍ଷକ ଭିତରେ ପୁରୀ ଓ ଭୁବନେଶ୍ୱରର ସାଧାରଣ ଲୋକଙ୍କୁ ପ୍ରାୟ ୧୩ କୋଟି ଟଙ୍କାର ଚୂନ ଲଗାଇଛନ୍ତି ସାଇବର ଠକ। ରାଜଧାନୀ ଭୁବନେଶ୍ୱର ସାଇବର ଥାନାର ସୂଚନା ମୁତାବକ, ଚଳିତ ବର୍ଷ ୧୨ କୋଟି ୯୬ ଲକ୍ଷ ୩୫ ହଜାର … Read More

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ,ରାହୁଲ ପିଆରଙ୍କୁ ଜଗତସିଂହପୁର ବଦଳି

ଭୁବନେଶ୍ୱର:- ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୨୦୦୯ ବ୍ୟାଚ୍‌ର ୩ ଜଣ ଆଇପିଏସ୍‌ଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୧୧ ଜିଲ୍ଲାରେ ନୂଆ ଏସ୍‌ପିମାନଙ୍କୁ ଅବସ୍ଥାପିତ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି … Read More

ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ, ଘଟଣା ସ୍ଥଳରୁ ପାୱେଲଙ୍କ ଏକ ଚପଲ ଜବତ କରାଯାଇଛି , ରୁମ୍‌ରେ ଥିବା କାଚ ଗ୍ଲାସରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ

ଭୁବନେଶ୍ୱର :- ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତାର ତୃତୀୟ ଦିନରେ ତଦନ୍ତ ଜାରି ରଖିଛି । ଏହି ଟିମ୍ ଆଜି ଥାନାରେ ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାସ ଓ ଥାନା ଅଧିକାରୀ ରଶ୍ମୀରଞ୍ଜନ ପ୍ରଧାନଙ୍କୁ ଭେଟିବା ପରେ, ମୃତକମାନେ ରହୁଥିବା … Read More

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ କଲେକ୍ଟର, ୯ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢଉ , ୫ଟି ଫ୍ଲାଟ୍‌, ୨ଟି ଦୁଇ ତାଲା କୋଠା, ୧୧ପ୍ଲଟ୍ ଠାବ

ଭୁବନେଶ୍ୱର:- ଜଗତସିଂହପୁର ଜିଲ୍ଲାର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ତାଙ୍କର ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ଜଳକା ହୋଇଯାଇଛି । ମଞ୍ଚେଶ୍ୱର ଗାଡ଼କଣରେ ଥିବା ଆପାର୍ଟମେଣ୍ଟ, ରଙ୍ଗମାଟିଆ ସରସ୍ୱତୀ ଏନ୍‌କ୍ଲେବ୍‌, ଭରତପୁର ନୂଆଗାଁରେ … Read More

-ଅର୍ଥନୈତିକ ଅପରାଧ ଶାଖାର ବାର୍ଷିକ ରିପୋର୍ଟ, ୨୨ ମାମଲା ରୁଜୁ କରି ୬୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି

ଭୁବନେଶ୍ୱର :- କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା) ବାର୍ଷିକ ରିପୋର୍ଟ ପ୍ରଦାନ କରିଛି । ବିଗତ ଦିନ ମାନଙ୍କ ଠାରୁ ୨୦୨୨ରେ ଇଓଡବ୍ଲ୍ୟୁ ଉତ୍ତର ପ୍ରଦର୍ଶନ କରିଛି । ୨୦୨୨ରେ ଇଓଡବ୍ଲ୍ୟୁ ୨୨ଟି ବିଭିନ୍ନ ପ୍ରକାର ଠକେଇ ମାମଲା ରୁଜୁ କରିଛି … Read More