ବାହାଘର ସାରି ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ

ନୂଆପଡ଼ା: ବାହାଘର ସାରି ଫେରିବା ବେଳ ଦୁର୍ଘଟଣା । ବରଯାତ୍ରୀ ପିକଅପ୍ ଭ୍ୟାନ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହାତ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ନରସିଂହପୁର ନିକଟର ବରଯାତ୍ରୀ ଗାଡ଼ି ଭାରସାମ୍ୟ … Read More

ଓଡ଼ିଶା ସହ ଥିଲା ଲତାଙ୍କ ଲିଙ୍କ

ମୁମ୍ବାଇ: ଚାଲିଗଲେ ସମସ୍ତଙ୍କ ପ୍ରିୟ ଲତା ଦିଦି। ତାଙ୍କୁ ଆଜି ଝୁରୁଛି ପୂରା ଦେଶ। ଓଡ଼ିଶା ବି ଏଥିରୁ ବାଦ୍‌ ପଡିନି। ଓଡ଼ିଶା ସହ ବି ଥିଲା ଲତା ମଙ୍ଗେଶକରଙ୍କ ସମ୍ପର୍କ। ଓଡ଼ିଶାର ସଂଗୀତପ୍ରେମୀ ତାଙ୍କ ଓଡ଼ିଆ ସିନେ-ଗୀତ ପ୍ରତି ଥିବା … Read More

ଅସଞ୍ଜତ ଅବସ୍ଥାରେ ଥିଲେ ଫରେଷ୍ଟ ଗାର୍ଡ଼ ଓ ରେଞ୍ଜର

କରଞ୍ଜିଆ :-‘ରେଞ୍ଜ ଅଫିସ୍‌ରେ ରେଞ୍ଜର ଓ ଫରେଷ୍ଟ ଗାର୍ଡ଼ ଅସଞ୍ଜତ ଅବସ୍ଥାରେ ଥିଲେ। ଦେଖିଦେଲି ବୋଲି ମୋତେ ପିଟିଲେ।’ ଆଜି ଏପରି ଅଭିଯୋଗ ଆଣିଛନ୍ତି ଜଣେ ଫରେଷ୍ଟର, ଯାହାକୁ ମହିଳା ଫରେଷ୍ଟ ଗାର୍ଡ଼ ଓ ରେଞ୍ଜର ଖଣ୍ଡନ କରିଛନ୍ତି। ଏପରି ଅଭିଯୋଗ … Read More

ଚୋରି କାରକୁ ୨୪ ଘଣ୍ଟାରେ ଜବତ କଲା ପୁଲିସ

ଭୁବନେଶ୍ୱର:- କାର୍‍ ଚୋରି ହେବାର ୨୪ ଘଣ୍ଟା ଭିତରେ ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ଚୋରି କାର୍‍କୁ ପୁଲିସ ପିପିଲିରୁ ଜବତ କରିଛି । କାରକୁ ପୁଲିସ ଏହାର ମାଲିକ ମଣିରତ୍ନୀ ପଟ୍ଟନାୟକଙ୍କୁ ଫେରାଛନ୍ତି । ପୁଲିସ ତ୍ୱରିିତ … Read More

ଗ୍ରାହକ ବେଶରେ ଆସି ଇଂଣ୍ଟେରିୟର ଦୋକାନରୁ ଏକ ଲକ୍ଷ ଲୁଟ୍‌

ଭୁବନେଶ୍ୱର:- ସହିଦ୍‌ନଗର ଥାନା ଟଙ୍କପାଣି ରୋଡ୍ ସାଈ ମନ୍ଦିର ନିକଟରେ ଥିବା ଏକ ଇଂଣ୍ଟେରିୟର ଦୋକାନରୁ ପୁଣି ଏକ ଲକ୍ଷ ଟଙ୍କା ଲୁଟ ହୋଇଛି । ଲୁଟର ଶିକାର ହୋଇଥିବା ଦୋକାନୀ ମାଲିକ ସ୍ମୃତିରଞ୍ଜନ ଭୂୟାଁ ଏନେଇ ସହିଦନଗର ଥାନାରେ ଅଭିଯୋଗ … Read More

ବଢିଲା ଜୁଏଲ ଓରାମଙ୍କ ଅଡୁଆ,ନ୍ୟାୟ ପାଇଁ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଯୁବନେତ୍ରୀ ଗୌରୀ

ଭୁବନେଶ୍ୱର:- ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମଙ୍କ ପାଇଁ ବଡୁଛି ଅଡୁଆ । ଯୁବନେତ୍ରୀ ଗୌରୀ ମଣ୍ଡାରୀଙ୍କୁ ଯେଉଁ ଅଶ୍ଲୀଳ ଇଙ୍ଗିତ କରିଥିଲେ ତାହା ତାଙ୍କ ପାଇଁ କାଳ ହେଉଛି । ନ୍ୟାୟ ପାଇଁ ଯୁବନେତ୍ରୀ ଗୌରୀ … Read More

ଧରାପଡ଼ିଲେ ୪ଜଣ ଆନ୍ତଃରାଜ୍ୟ ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ୍‌, ଔଷଧ ଦୋକାନୀଙ୍କୁ ଟାର୍ଗେଟ କରି ଲୁଟପାଟ କରୁଥିଲେ

ଭୁବନେଶ୍ୱର:- ରାଜଧାନୀରେ ଲୁଟ୍‌ପାଟ୍ କରୁଥିବା ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ୍‌କୁ ଧରିବାକୁ ସଫଳ ହୋଇଛି ସ୍ପେଶାଲ ସ୍କ୍ୱାଡ୍ । ଏହି ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି । ସେମାନେ କଟକରେ ଲୁଟ ଉଦ୍ୟମ କରିବା ବେଳେ ପୁଲିସ ସେମାନଙ୍କୁ ଗିରଫ … Read More

ସାଇବର ଠକଙ୍କ କବଳରୁ ବର୍ତ୍ତି ପାରିଲେନି ପୁଲିସ ଅଫିସରଙ୍କ ପତ୍ନୀ,କ୍ରେଡିଟ୍ କାର୍ଡ ଆକ୍ଟିଭ୍ କରିବା ଆଳରେ ଲୁଟିନେଲେ ୪୯ ହଜାର

ଭୁବନେଶ୍ୱର:- ରାଜଧାନୀରେ କାମ କରୁଥିବା ରାଜ୍ୟ କ୍ରାଇମ କଂଣ୍ଟ୍ରୋଲ ବ୍ୟୁରୋରେ କାର୍ଯ୍ୟରତ ଜଣେ ସବ୍‌ଇନ୍ସପେକ୍ଟରଙ୍କ ପତ୍ନୀ ସାଇବର ଠକେଇର ଶୀକାର ହୋଇଛନ୍ତି । ଠକେଇର ଶୀକାର ହୋଇଥିବା ପୁଲିସ ଅଫିସର ବିଜୟ ମହାଳିଙ୍କ ପତ୍ନୀ ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ … Read More

ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଧରାପଡିନଥିବାରୁ ରାସ୍ତାରୋକ୍

ଭୁବନେଶ୍ୱର,:–ସହିଦନଗର ଥାନା ପ୍ରେସ୍‌ଛକରେ ଘଟିଥିବା ନିରଞ୍ଜନ ପରିଡ଼ା ଓରଫ ଚିଣ୍ଟୁ ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ମୁଖ୍ୟଅଭିଯୁକ୍ତ ମିଲୁକୁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି । ଯାହାକୁ ନେଇ ଗାଡ଼କଣ ଗ୍ରାମବାସୀ ତାତିଥିଲେ । ସେମାନେ … Read More

ସୌତାନ ସାଜିଲା ପୁଅ, ମା’କୁ ହତ୍ୟା କରି ପୋଡିଦେଲା

ଭୁବନେଶ୍ୱର,(ରିପୋର୍ଟ-ସୁଶାନ୍ତ ପାତ୍ର):-ରାଜଧାନୀର ବଡ଼ଗଡ଼ ଥାନା କଳିଙ୍ଗବସ୍ତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଜନ୍ମକଲା ମାଆକୁ ପିଟିପିଟି ହତ୍ୟା କରିବା ପରେ ପୋଡି ଦେଲା ଜହ୍ଲାଦ ପୁଅ । ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ … Read More