ନ୍ୟାୟ ଦାବିରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକ

ପିପିଲି: ରାଜରାସ୍ତାରେ କଟାମୁଣ୍ଡ ରଖି ସ୍ଥାନୀୟ ଲୋକ ରାସ୍ତାରୋକ । ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ ପାଖରେ ରାସ୍ତା ରୋକ । ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ କଟାମୁଣ୍ଡ ଓ ମୃତ ଦେହ ରଖି … Read More

ବିଶ୍ୱାସରେ ବିଷ ଦେଲା ବନ୍ଧୁ, ଆକାଉଣ୍ଟରେ ବୁଲାଇଦେଲା କଳାକନା!

ବାସୁଦେବପୁର:-ବିଶ୍ୱାସରେ ବିଷ ଦେଲା ବନ୍ଧୁ! ଆକାଉଣ୍ଟରେ ବୁଲାଇଦେଲା କଳାକନା। ଏପରି ଅଭିଯୋଗ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରୁ ଆସିଛି। ପୁଲିସ୍‌ଠାରୁ ନିରାଶ ହେବା ପରେ ଠକାମୀରେ ଶିକାର ହୋଇଥିବା ଯୁବକ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସାଇବର କ୍ରାଇମ୍‌ ବିଭାଗକୁ ଚିଠି … Read More

କୋଟିଏ ଟଙ୍କାର ବ୍ରାଉନ୍‌ସୁଗର ଜବତ, ୩ ଗିରଫ

ଭୁବନେଶ୍ୱର :-ବ୍ରାଉନ୍‌ସୁଗର ବିକ୍ରି ପାଇଁ ଡିଲ୍‌ ଚାଲିଥିଲା। ହଠାତ୍‌ ଚଢ଼ଉ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ସେଠାରୁ ୩ ଜଣଙ୍କୁ ଗିରଫ କରିବା ସହିତ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଛି ଏସ୍‌ଟିଏଫ୍‌। ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜା ବଗିଚା ବଜାର … Read More

ଅପହୃତ ଯୁବକକୁ ଗିରଫ କଲା କମିଶନରେଟ୍‌ ପୁଲିସ୍‌

ଭୁବନେଶ୍ୱର:-ଅପହୃତ ଯୁବକକୁ ଗିରଫ କଲା କମିଶନରେଟ୍‌ ପୁଲିସ୍‌। ତେବେ ଏଠି ପ୍ରଶ୍ନ ଉଠୁଛି, ଅପହରଣରେ ଶିକାର ହୋଇଥିବା ଯୁବକକୁ କାହିଁକି ଗିରଫ ହେଲା ପୁଲିସ୍‌? ଏହାର କାରଣ ଜାଣିବାକୁ ହେଲେ ପୂରା ଘଟଣାକୁ ଜାଣିବାକୁ ପଡ଼ିବ।ପୂରା ଘଟଣାଟି ଏମିତି। କେନ୍ଦ୍ରାପଡ଼ା ଜିଲ୍ଲା … Read More

ବମିଖାଲରେ ଖଣ୍ଡା ବୁଲାଇଲେ ମାମୁଁ-ଭଣଜା, ବାଲି ମାଫିଆ ଚାପରେ ମାମଲାକୁ ରଫାଦଫା କରୁଥିଲେ ଏସ୍‌ଆଇ

ଭୁବନେଶ୍ୱର:-ପୁଲିସ ବିଭାଗରେ ‘ମୋ ସରକାର’ ଲାଗୁ ହେବା ପରେ ଅଭିଯୋଗକାରୀଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସଦାବେଳେ ଗୁରୁତ୍ୱ ଦିଆଯାଉଛି । ହେଲେ ଲକ୍ଷ୍ମୀସାଗର ଥାନାରେ ଏହାର ଓଲଗା ଦେଖିବାକୁ ମିଳିଛି । ଜଣେ ବାଲିମାଫିଆଙ୍କ ଚାପରେ ଆସି ଥାନାର ଜଣେ … Read More

ରୁଷର ତେଲ ଓ ଗ୍ୟାସ ଉପରେ ଲାଗିଲା ବ୍ୟାନ,

ୱାଶିଂଟନ: ରୁଷ ବିରୋଧରେ ସବୁଠାରୁ ବଡ଼ କଟକଣା ଲଗାଇଛି ଆମେରିକା। ରୁଷରୁ ଆମାଦାନୀ ହେଉଥିବା ସମସ୍ତ ପ୍ରକାରର ତୈଳ ଓ ଗ୍ୟାସ ଉପରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୋକ ଲଗାଇ ଦେଇଛନ୍ତି। ଫଳରେ ଆର୍ଥିକ ସ୍ତରରେ ରୁଷ ଆହରୁ … Read More

ମାର୍ଚ୍ଚ ୨୫ରୁ ବଜେଟ ଅଧିବେଶନ, ମାର୍ଚ୍ଚ ୩୦ରେ ଉପସ୍ଥାପନ ହେବ ବଜେଟ

ଭୁବନେଶ୍ୱର:-ଆସନ୍ତା ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ମାର୍ଚ୍ଚ ୨୫ରୁ ମାର୍ଚ୍ଚ ୩୧ ଯାଏଁ ଚାଲିବ ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିବ ।ମାର୍ଚ୍ଚ ୨୫ରେ ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ … Read More

ଯୁଦ୍ଧରେ ପ୍ରାଣ ହରାଇଲେ ୟୁକ୍ରେନ ଅଭିନେତା

ୟୁକ୍ରେନ :-ଋଷ- ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର କୌଣସି ସୂଚନା ନାହିଁ । ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ ନିଜ ନିଜ ଜିଦିରେ ଅଟଳ । ହେଲେ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ସ୍ୱାର୍ଥ ଭିତରେ ବଳି ପଡୁଛନ୍ତି ଦେଶର ନାଗରିକ … Read More

ଖଣ୍ଡଗିରିର ପ୍ରଫୁଲ ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ: ରାତିରେ କୃଷ୍ଣ ବେଶରେ ସଜେଇ ହୋଇ ମହିଳାଙ୍କୁ ନିର୍ଯାତନା

ଭୁବନେଶ୍ୱର:-ଖଣ୍ଡଗିରି ସ୍ଥିତ ଜଣେ ବାବାଙ୍କ ନାଁରେ ଆସିଛି ବଳାକ୍ରାର ଅଭିଯୋଗ । ଏହି ବାବାଙ୍କ ନା ହେଉଛି ପ୍ରଫୁଲ କୁମାର ଦାସ । ସେ ତାଙ୍କ ଆଶ୍ରମରେ ବଳାକ୍ରାର କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା । ଏହି ବାବା ଜଣଙ୍କ … Read More

ୟୁକ୍ରେନର ଦ୍ୱିତୀୟ ଆଣବିକ କେନ୍ଦ୍ରକୁ କବଜାକୁ ନେଲା ରୁଷ୍ ସେନା

ୟୁକ୍ରେନ :-ଶୁକ୍ରବାର ୟୁକ୍ରେନର ବୃହତମ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ରୁଷିଆ ସେନା କବଜାକୁ ନେବା ପରେ ଆଜି ପୁଣି ଖାରକିଭ ଠାରେ ଥିବା ଆଉ ଏକ ପାୱାର ପ୍ଲାଣ୍ଟକୁ କବଜାକୁ ନେଇଛି । ଏହାକୁ ବର୍ତମାନ ରୁଷ ସେନା ନିୟନ୍ତ୍ରଣ କରୁଛି । … Read More