ସିସୋର ଚିଟଫଣ୍ଡ ମାମଲାରେ ସିବିଆଇ ପୁଣି ଫେରିବା ନେଇ ଚର୍ଚ୍ଚା, ଶୁଭଙ୍କରଙ୍କୁ ଜେରା ଖବର ପଛରେ ବିରାଟ ଷଡ଼ଯନ୍ତ୍ର, ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ କିଛି କୁଚକ୍ରିଙ୍କ ଯୋଜନ

ଭୁବନେଶ୍ୱର;- ରବିବାର ସକାଳୁ ଦୁଇଟି ନିର୍ଦ୍ଧିଷ୍ଟ ଖବର କାଗଜରେ ପୁଣି ସିବିଆଇ ଫେରିଲା ବୋଲି ଖବର ପ୍ରକାଶ ପାଇଲା । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଲା। ହେଲେ ସମୟ ଗଡ଼ିବା ପରେ ଜଣା ପଡିଲା ଜଣା ପଡ଼ିଲା ଏହି … Read More

ରାଜଧାନୀରେ ଚଞ୍ଚଲ୍ୟ, ଯୁବକଙ୍କୁ ପିଟି ପିଟି ହତ୍ୟା,ଅଭିଯୁକ୍ତ ଗିରଫ

ଭୁବନେଶ୍ୱର:-ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ପଛପଟ ବସ୍ତିରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣଙ୍କ ହେଲେ ଦୀପକ ନାୟକ। ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସନାତନ ମୁଣ୍ଡାଙ୍କୁ ଗିରଫ କରିଛି। ଗତକାଲି … Read More

ପର୍ତ୍ତୁଗାଲରେ ଫେବୃଆରୀ ମାସରୁ ନିଖୋଜ ୩୦ ବର୍ଷୀୟ ଓଡିଆ ଯୁବତୀ,

ଭୁବନେଶ୍ଵର:-କଟକର ଜଣେ ୩୦ ବର୍ଷୀୟ ଯୁବତୀ ଚଳିତ ବର୍ଷ ଫେବୃଆରୀ ମାସରୁ ପର୍ତ୍ତୁଗାଲରେ ନିଖୋଜ ହୋଇ ଯାଇଛନ୍ତି। ଯୁବତୀ ଜଣକ ପୁରୀଘାଟ ପୋଲିସ ସୀମା ଅନ୍ତର୍ଗତ ଉପରା ଟେଲିଙ୍ଗା ବଜାରର ବାସିନ୍ଦା। ଯୁବତୀ ଜଣକ ସ୍ପେନର ବାର୍ସେଲୋନା ବିଶ୍ଵ ବିଦ୍ୟାଳୟରେ ଆନ୍ତର୍ଜାତୀୟ … Read More

ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,;=ଏୟାରଫିଲ୍ଡ ଥାନା ପୁଲିସ୍‌ ସହାୟତାରେ କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଏକ ଡକାୟତ ଦଳର ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପୁଲିସ ଗୋଟିଏ ୭ ଏମ୍‌ଏମ୍‌ ବନ୍ଧୁକ, ୨ଟି ଅଫୁଟା ଗୁଳି, ୩ଟି ଖଣ୍ଡା, ଲଙ୍କାଗୁଣ୍ଡ ଓ … Read More

ମହିଳା କନଷ୍ଟେବଳଙ୍କୁ ଡରୁଛନ୍ତି ପୋଲିସ ଡ଼ିଜି! ,ଏକାଧିକ ମାମଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କାହିଁକି ?

ଭୁବନେଶ୍ୱର-ରାଜ୍ୟ ପୋଲିସ ଡ଼ିଜି ଜଣେ ମହିିଳା କନଷ୍ଟେବଳଙ୍କ ବିିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛନ୍ତି। ଯାହାର ପରିଣାମ ଅନେକ ପୋଲିସ କର୍ମଚାରୀ ଭୋଗୁଛନ୍ତି। ସେମାନଙ୍କୁ ଏହି ମହିଳା କନେଷ୍ଟବଳ ଜଣଙ୍କ ଶିକାର କରି ମିଛ ମାମଲାରେ ଫସାଉଛନ୍ତି। ବିଚରା ଅନେକ ଅଧିକାରୀ  … Read More

କମିଶନରେଟ ପୋଲିସର ଏସଆଇ ସ୍ତରରେ ଅଦଳ ବଦଳ, ସିପି ଅଫିସରେ ଥିଲା 18 ଜଣଙ୍କୁ ମିଳିଲା ଥାନା

ଭୁବନେଶ୍ୱର:-ମଙ୍ଗଳବାର କମିଶନରେଟ ପୋଲିସର ଏସଆଇ ସ୍ଥରରେ ଏକ ଅଦଳବଦଳ କରାଯାଉଛି ।  ସିପି ମୁଖ୍ୟାଳୟ ଥିବା ୧୮ ଜଣ ଏସ୍‌ଆଇଙ୍କୁ ଏଥର ଥାନା ମିଳିଛି । ସେମାନେ ହେଲେ ପ୍ରଫୁଲ କୁମାର ପାତ୍ରଙ୍କୁ କଟକ ବାଦାମବାଡ଼ି ଥାନା , ବାଦଲ କୁମାର … Read More

ଠିକଣା ପଚାରିବା ବାହାନାରେ ଲୁଟ୍, ବୃଦ୍ଧାଙ୍କଠାରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ

ଭୁବନେଶ୍ୱର:-ରାଜଧାନୀ ନିକଟ ବାଲିପାଟଣା ଓ କଟକରେ ଲକଡାଉନ ଲୁଟେରା ମାତିଛନ୍ତି । ଦିନ ଦ୍ୱିପହରରେ ବାଲିପାଟଣା ଅଂଚଳରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି ଲୁଟେରା । ସେପଟେ ଗତକାଲି ସଟଡାଉନ ରାତିରେ କଟକର ମଙ୍ଗଳାବାଗ ଥାନା ଅଂଚଳରେ ବାହାର … Read More

ଜାଲରେ ପଡିଲା ଅଦ୍ଭୁତ ବିରଳ ମାଛ, ଦେଖିବାକୁ ଲାଗିଲା ଲୋକଙ୍କ ଭିଡ

ଭୁବନେଶ୍ବର:–ଆଜିକାଲି ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ଦେଖିବାକୁ ମିଳୁଛି, ଯାହା ବିଶ୍ବାସ ନହେଉଥିଲେ ମଧ୍ଯ ସତ। ସେହିଭଳି ଅଦ୍ଭୁତ ଘଟଣା ମଧ୍ଯରୁ କେଉଁଠାରେ ଯୋଡା ମୁଣ୍ଡ ଥିବା ସାପ ଦେଖିବାକୁ ମିଳିଛି ତ କେଉଁଠାରେ ହିଂସ୍ର ଜୀବ ସହ ନିରୀହ ଜୀବର … Read More

ଚାକିରୀ ହରାଇବାକୁ ନେଇ ଚାପଗ୍ରସ୍ତ,ପୋଖରୀକୁ ଡେଇଁ ଯୁବତୀ କଲେ ଆତ୍ମହତ୍ୟା ଉଦ୍ୟମ,

ଭୁବନେଶ୍ୱର:-ନଯାପଲ୍ଲୀ ଥାନା ମମ ତାଜ ଅଲୀ ହାଇସ୍କୁଲ ନିକଟରେ ଥିବା ଏକ ପୋଖରୀକୁ ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବତୀ ଜଣକ ପାଣି ଭିତରେ ବୁଡି ଯାଉଥିବା ଦେଖ୍ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ … Read More

ରାଜ୍ୟ ପୁଲିସ୍‌ରେ ଅଦଳବଦଳ: ୨୦ ଇନ୍ସପେକ୍ଟର, ୩୯ ଏସ୍‌ଆଇଙ୍କ ବଦଳି

କଟକ:-ରାଜ୍ୟ ପୁଲିସ୍‌ ବାହିନୀରେ ଇନ୍ସପେକ୍ଟର ଓ ଏସ୍‌ଆଇ ସ୍ତରରେ ଅଦଳବଦଳ କରାଯାଇଛି । ଏନେଇ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅଦଳବଦଳ ପ୍ରକ୍ରିୟାରେ ନିକଟରେ ଏସ୍‌ଆଇରୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ୪ ଜଣ … Read More