ସାବିତ୍ରୀରେ ଅଘଟଣ, ଯୌତୁକ ପାଇଁ ବୋହୁକୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ

କଟକ:-ଯୌତୁକ ପାଇଁ ବୋହୁକୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛିି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଗୁରା ପଂଚାୟତର ରୁଦ୍ରପୁର ଗାଁରୁ । ଏହି ଗାଁର ପ୍ରକାଶ ବ୍ରହ୍ମାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପଣ୍ଡାଙ୍କ … Read More

ରେନ ଦି ବାରରେ ଚାଲିଥିଲା ଚୋର ମଦ କାରବାର, ପୋଲିସ ଚଢ଼ାଉ ପରେ ବିପୁଳ ପରିମାଣର ମଦ ଜବତ

ଭୁବନେଶ୍ୱର:-କଟକ ରୋଡ଼ ରେନ୍ ଦି ବାରରେ କମିଶନରେଟ ପୋଲିସ ଚଢ଼ାଉ କରିଛି। ବାରରେ ଆଗରେ ତାଲା ମରା ଯାଇଥିବା ବେଳେ ଭିତରେ ଚାଲିଥିବା ଚୋରା ମଦ କାରବାର। ଖବର ପାଇ କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ ଓ ଲକ୍ଷ୍ମୀସାଗର ଥାନା … Read More

ମଦ ପିଇବା ଆଶା ବୁଦ୍ଧଙ୍କର ମଉଳିଲା,ଅନଲାଇନରେ ମଦ ମଗାଇ ହରାଇଲେ ୨.୫୦ ଲକ୍ଷ ହରାଇଲେ

ଭୁବନେଶ୍ୱର-: ଅନଲାଇନରେ ମଦ ମଗାଇ ଜଣେ ବୃଦ୍ଧ ହଟହଟ୍ଟା ହୋଇଛନ୍ତି। ତାଙ୍କର ମଦ ପିଇବା ଆଶାରେ ହିଁ ରହିଲା। ଏନେଇ ବୃଦ୍ଧ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି।ସହରର ଅନେକ ଅନଲାଇନ୍ କ୍ରେତା ବର୍ତ୍ତମାନ ସାଇବର ଅପରାଧୀଙ୍କ ଶିକାର ହେଉଛନ୍ତି। ଯେଉଁମାନେ ଘରେ … Read More

ହେମନ୍ତ ଓ ତାଙ୍କ ସହକର୍ମୀ ସାଜିଲେ କରୋନା ଯୋଦ୍ଧା, ନିଜ ଦୁଃଖ ଭୁଲି ନିଷ୍ଠାର ସହ କରୁଛନ୍ତି ଲୋକଙ୍କ ସେବା

ଭୁବନେଶ୍ବର :- ବିଶ୍ବବ୍ୟାପୀ କରୋନା ମହାମାରୀ ବୃଦ୍ଧି ପାଇଥିବାବେଳେ ଏଥିରୁ ବାଦ ପଡିନି ଆମ ରାଜ୍ୟ ଓଡ଼ିଶା। ରାଜ୍ୟରେ କରୋନା ଆକ୍ରାନ୍ତ ପ୍ରତିଦିନ ବଢ଼ିବାରେ ଲାଗିଛି। ଏହି ସଂଖ୍ୟା ଏବେ ହଜାର ଟପିଲାଣି। ହେଲେ ଏଭଳି ଘଡ଼ିସନ୍ଧି ମୂହୁତ୍ତ୍ୱରେ ଡାକ୍ତର, ନର୍ସ, … Read More

ସାବିତ୍ରୀ ପାଇଁ ସତ୍ୟବାନ ମାନିଲେନି କରୋନା କଟକଣା, ଫଳ ବଜାରରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର:-ସାବିତ୍ରୀ ପାଇଁ ସତ୍ୟବାନ ମାଣିଲେନି କରୋନା କଟକଣା। ସେମାନେ ସାବିତ୍ରୀ ପାଇଁ ଫଳ ଦୋକାନ ଆଗରେ ଲଗାଇଲେ ଅସମ୍ଭାଳ ଭିଡ଼ । ଏହାକୁ ଏଡେଇବାକୁ କ୍ୟାପିଟାଲ ଥାନା ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ରାଜଧାନୀର ରାଜମହଲ ଛକରୁ ଏଜି ଛକ … Read More

ରାଜଧାନୀକୁ ଆଉଁସି ଦେଇ ଗଲା ‘ଅମ୍ଫାନ

ଭୁବନେଶ୍ୱର:-ମଙ୍ଗଳବାର ରାତି ୧୧ଟା ପରେ ପବନର ବେଗ ବଢ଼ିଥିଲା । ବୁଧବାର ସକାଳୁ ପବନର ଗର୍ଜନ ଡରାଇଥିଲା । ମଝିରେ ମଝିରେ ସୁ…ସୁ.. ଶବ୍ଦ କରି ମାଡ଼ି ଆସୁଥିଲା ପବନ । ଏହା ‘ଫୋନି’ ଭୟକୁ ମନେ ପକାଇ ଦେଉଥିଲା । … Read More

ମଣିଷ ପାଲଟିଲା ପଶୁ,କୁକୁରକୁ ବୃଦ୍ଧ କଲେ ବଳାତ୍କାର

ଭୁବନେଶ୍ବର: –ମଣିଷ ପାଲଟିଲା ପଶୁ। କୁକୁରକୁ କଲା ବଳାତ୍କାର। ଏଭଳି ଏକ ଘଟଣା ଇନଫୋସିଟି ଥାନା ଅଞ୍ଚଳରେ ଘଟିଛି। କଲୋନି ଭିତରେ କୁକୁରକୁ ଏକଲା ପାଇ ଦୁଷ୍କର୍ମ କରିଛନ୍ତି । ତେବେ ଘଟଣାରେ ସମ୍ପୃକ୍ତ ଥିବା ସିକ୍ୟୁରିଟିଗାର୍ଡଙ୍କୁ ପୋଲିସ ଗିରଫ କରିଛି … Read More

ସୋମବାରଠୁ ରାଜଧାନୀ ଗଡିବ ‘ମୋ ସାଇକେଲ, ପ୍ରଥମ ୩୦ମିନିଟ୍‌ ମାଗଣା

 ଭୁବନେଶ୍ବର:-ସୋମବାର ଠାରୁ ପୁଣି ‘ମୋ ସାଇକେଲ’ ରାସ୍ତାରେ ଗଡ଼ିବ । ତେବେ ଜୁନ୍‌ ୩୦ତାରିଖ ଯାଏ ଏହାକୁ ମାଗଣା ଚଲାଇ ହେବ । ରାଇଡ୍‌ର ପ୍ରଥମ ଅଧ ଘଣ୍ଟା ମାଗଣା । ଦିନକ ଭିତରେ ଯେତେ ଥର ଚାହିଁବେ ଏହାକୁ ବ୍ୟବହାର … Read More

ହୋମ କ୍ୱରେଣ୍ଟିନରେ କେମିତି ରହିବେ ପ୍ରବାସୀ; ବୁଝିବେ ନେତା, ପୋଲିସ୍

ଭୁବନେଶ୍ୱର: କରୋନାକୁ ନେଇ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାହାର ରାଜ୍ୟ ତଥା ବିଦେଶରୁ ଆସୁଥିବା ପ୍ରବାସୀଙ୍କୁ କିପରି ହୋମ କ୍ୱାରେଣ୍ଟିନରେ ରଖାଯିବ ସେ ନେଇ ବିସ୍ତୃତଭାବେ ଆଲୋଚନା ହୋଇଛି।ଅଧିକରୁ ଅଧିକ ପ୍ରବାସୀ ରାଜ୍ୟ … Read More

ଏଣିକି ଓଡ଼ିଶା ସୀମା ଭିତରେ ଚାଲି ଚାଲି ଯିବେନି କୌଣସି ଶ୍ରମିକ: ଖାଇବା ପିଇବା ସହ ଯିବାର ବନ୍ଦୋବସ୍ତ କରିବ ପୁଲିସ

 ଭୁବନେଶ୍ୱର :-ଓଡ଼ିଶା ସୀମା ଭିତରେ ଆଉ କୌଣସି ଶ୍ରମିକ ଚାଲି ଚାଲି ଯିବେନି । ସେମାନେ ଯେଉଁ ରାଜ୍ୟର ହୋଇ ଥାନ୍ତୁନା କାହିଁକି, ଓଡ଼ିଶା ସୀମାରେ ପ୍ରବେଶ କଲେ ସେମାନଙ୍କ ଖାଇବା ପିଇବା ସହ ଯିବାର ବନ୍ଦୋବସ୍ତ ରାଜ୍ୟ ସରକାର କରିବେ । … Read More