ନୂଆ ଡିସିପିଙ୍କୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ, ଭିଜିଲାନ୍ସର ମହିଳା ଡ଼ିଏସପିଙ୍କ ମୁଣ୍ଡରେ ବନ୍ଧୁକ ଲଗେଇ ସୁନା ଚେନ ଲୁଟ

ଭୁବନେଶ୍ୱର:-ରାଜଧାନୀରେ ପୁଣି ମାତିଲେଣି ଲୁଟେରା। ସାଧାରଣ ଲୋକଙ୍କ କଥା ଛାଡନ୍ତୁ, ଏଠାରେ ପୋଲିସ ମଧ୍ୟ ସୁରକ୍ଷିତ ନୁହଁନ୍ତି। ପୂର୍ବରୁ ଲୁଟେରା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଲୁଟପାଟ କରୁଥିଲେ।କିନ୍ତୁ ଏବେ ଏହି ଲୁଟେରା ଗ୍ୟାଙ୍ଗ ପୋଲିସକୁ ଟାର୍ଗେଟ କରି ଲୁଟ କରୁଛନ୍ତି।  … Read More

ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା ଘଟଣା ; ଅଭିଯୁକ୍ତ ସ୍ୱାମୀକୁ କୋର୍ଟ ଫରଓ୍ୱାର୍ଡ କଲା ପୋଲିସ

ଭୁବନେଶ୍ବର:-ଭୁବନେଶ୍ବର ଏୟାରପୋର୍ଟ ନିକଟ କାରଗିଲ ବସ୍ତିରେ ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା କରିବା ମାମଲାରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ପୋଲିସ କୋର୍ଟ ଫରୱାଡ୍ କରିଛି । ଘରୋଇ କଳିକୁ କେନ୍ଦ୍ର କରି ସ୍ବାମୀ ରାଗରେ ବୁଦ୍ଧି ହଜାଇ ବସିଥିଲା, ଆଉ … Read More

ସମାଜସେବୀ ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରି : ଘନିଷ୍ଠ ସହଯୋଗୀ ବିଶ୍ୱଙ୍କୁ ଜେରା

ଭୁବନେଶ୍ୱର,:-ସମାଜସେବୀ ଆଦିତ୍ୟ ଦାଶଙ୍କ ଡେଥ୍‌ ମିଷ୍ଟ୍ରି ଘଟଣାରେ ଜିଆର୍‌ପିର ଜେରାକୁ ସାମ୍ନା କରିଛନ୍ତି ତାଙ୍କ ଘନିଷ୍ଠ ସହଯୋଗୀ ବିଶ୍ୱ । ବଲାଙ୍ଗିରରୁ ଆସି ପହଞ୍ଚିଥିବା ବିଶ୍ୱଙ୍କୁ ପୁଲିସ ଆଜି ଘଣ୍ଟାଏରୁ ଅଧିକ ସମୟ ଧରି ଥାନାରେ ଜେରା କରିଛି । ତଦନ୍ତକାରୀ … Read More

ଝରପଡ଼ା ଜେଲରେ ଚାଲିଛି ଗ୍ୟାଙ୍ଗଷ୍ଟର ଟିଟୋର ଖଟି,ଏକାଧିକ ଅପରାଧୀଙ୍କୁ ବସାଇ ଜେଲ ଭିତରୁ ରଚୁଛନ୍ତି ଷଡ଼ଯନ୍ତ୍ର

ଭୁବନେଶ୍ୱର :-ଝରପଡ଼ା ଜେଲ ଭିତରେ ଗ୍ୟାଙ୍ଗଷ୍ଟର ଟିଟୋର ଦରବାର ଚାଲିଛି। ସେ ଯାହା କହୁଛନ୍ତି ତାକୁ ଅନ୍ୟ କଏଦୀ ଏବଂ ଜେଲ କର୍ମଚାରୀ ମାନୁଛନ୍ତି।  ଜେଲର ସ୍ୱତନ୍ତ୍ର ସେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋ ତାର ଦବଦବା ଜାରି ରଖିଛି । ସବୁବେଳେ … Read More

ଜିଆରପି ଥାନାର ଜଣେ ଏସଆଇଙ୍କୁ କରୋନା,ଆତଙ୍କିତ ଅବସ୍ଥାରେ ଏକାଧିକ ସାମ୍ବାଦିକ

ଭୁବନେଶ୍ୱର:-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଜୁଲାଇ ଶେଷ ଆଡ଼କୁ ହୁ ହୁ ହୋଇ ବଢିବାରେ ଲାଗିଛି। ବିଶେଷ କରି କରୋନା ଯୋଦ୍ଧା କୁହା ଯାଉଥିବା  ଏକାଧିକ ପୋଲିସଙ୍କୁ ଏହି ଭାଇରସ ଆକ୍ରାନ୍ତ କରୁଛି। ଯାହାକୁ ନେଇ ସମସ୍ତେ ଚିନ୍ତିତ। ଶୁକ୍ରବାର ଭୁବନେଶ୍ୱର … Read More

ରାଜଧାନୀରେ ଚାଞ୍ଚଲ୍ୟ, କରୋନାରେ ଘର ବାହାରକୁ ଯିବାକୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ କଲା ହତ୍ୟା।,ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର:-ରାଜଧାନୀର ଏୟାରପୋଟ ଥାନା କାରଗିଲ ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଛି । ହତ୍ୟାର ଶିକାର ହୋଇଥିବା ମହିଳା ହେଲେ ପାଞ୍ଚଗାଁର ସଙ୍କୁନ୍ତଳା ମାଝି ( ୨୫ ) ହତ୍ୟା କରିବା ପରେ ଫେରାର ଥିବା ଅଭିଯୁକ୍ତ ସ୍ବାମୀ ମୁରଲିଧର ବେହେରାଙ୍କୁ  ପୋଲିସ … Read More

କନ୍ଧମାଳରେ ଭୁଶୁଡୁଛି ଲାଲ୍ ଗଡ, ପୋଲିସ ଗୁଳିରେ ୨ ମାଓବାଦୀ ନିହତ

କନ୍ଧମାଳ:- ଗୁରୁବାର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ପୋଲିସ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମାଓବାଦୀମାନେ ଜଙ୍ଗଲରେ ଆଡ୍ଡା ଜମାଇଥିବା ସୂଚନା ପାଇ ପୋଲିସ ଏହି ଅପରେସନ କରିଥିଲା । ସୂଚନାନୁସାରେ, ସିର୍ଲା ଜଙ୍ଗଲରେ … Read More

ସୁଇସାଇଡ୍ ନୋଟ୍ ନିଜେ ଲେଖିଛନ୍ତି ଆଦିତ୍ୟ, ହ୍ୟାଣ୍ଡରାଇଟିଂ ବ୍ୟୁରୋ ଦେଲା ରିପୋର୍ଟ

ଭୁବନେଶ୍ବର:- ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି । ହ୍ୟାଣ୍ଡରାଇଟିଂ ବ୍ୟୁରୋ ପକ୍ଷରୁ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ର ରିପୋର୍ଟ ଜିଆରପିକୁ ହସ୍ତାନ୍ତର କରାଯାଇଛି । ଆଦିତ୍ୟ ତାଙ୍କ ଡାଏରୀରେ ନିଜେ ହିଁ ସୁଇସାଇଡ୍ ନୋଟ୍ … Read More

ଆଦିତ୍ୟ ମୃତ୍ୟୁ ମାମଲାର ରହସ୍ୟ ଖୋଲିବାରେ ଜିଆରପି ଫେଲ, କମିଶନରେଟ ପୋଲିସ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର:-ସମାଜସେବୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଉପରୁ ପରଦା ଉଠାଇବାରେ ଜିଆରପି ପୋଲିସ  ଫେଲ ମାରିଛି। ଏହି ଘଟଣାକୁ 16 ଦିନ ବିତି ଯାଇଥିଲେ ମଧ୍ୟ ଜିଆରପି ପୋଲିସର ତଦନ୍ତ ଯେଉଁଠି ଆରମ୍ଭ ହୋଇଥିଲା ସେଇଠି ଅଛି। ଏହି … Read More

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ହାଣିଲେ ଦୁବୃର୍ତ

ଭୁବନେଶ୍ବର :-ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ହାଣିଲେ ଦୁବୃର୍ତ । ବାପୁଜୀନଗର ଅଂଚଳରେ ଯୁବକଙ୍କୁ ଏପରି ଆକ୍ରମଣ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ବାପୁଜୀ ନଗର ଚିକେନ୍ ଦୋକାନ ନିକଟରେ ଘଟିଛି ଏପରି … Read More