ବମୀଖାଲରେ ଗାଡି,ସୁନ୍ଦରଗଡ଼ରୁ ଆସିଛି ଚାଲାଣ, ଟ୍ରାଫିକ ଅଧିକାରୀ କହିଲେ ଭୁଲ ହୋଇଯାଇଛି,
ରିପୋର୍ଟର:-ଚନ୍ଦନ ଜେନ ଭୁବନେଶ୍ୱର:-ରାଜ୍ୟରେ ଟ୍ରାଫିକ ପୋଲିସ ଏବଂ ଆରଟିଓ ଅଧିକାରୀଙ୍କ ଭୁଲ ବିଭିନ୍ନ ସମୟରେ ପଦାକୁ ଆସିଛି। କେତବେଳେ ଟ୍ରକ ଚାଳକଙ୍କୁ ହେଲମେଟ ନ ପିନ୍ଧିବା ପାଇଁ ଚାଲାଣ ଆସୁଥିବା ବେଳେ ଆଉ କେତବେଳେ ବାଇକ ଚାଳକଙ୍କୁ କାର ପାଇଁ ଚାଲାଣ … Read More










