୨୬ ଜଣ ଆଇପିଏସ ସ୍ତରରେ ଅଦଳବଦଳ, ଭୁବନେଶ୍ୱର ଡିସିପି ହେଲେ ମୀନା
–ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଜିଆ ଭୁବନେଶ୍ବର,(ମୁଖ୍ୟ ):-26 ଜଣ ଆଇପିଏସ ସ୍ଥରରେ ରାଜ୍ୟ ସରକାର ବଡ଼ ଧରଣର ଅଦଳବଦଳ କରିଛନ୍ତି। କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ବଦଳି କରାଯାଇଛି। ଭୁବନେଶ୍ବର ଡିସିପି ଥିବା … Read More